ଯଦି ଆପଣଙ୍କ ସ୍ୱପ୍ନରେ କେବେ ନିଜ ମାମୁଁ ଦେଖାଦିଅନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ସ୍ୱପ୍ନରେ ସଂମ୍ପର୍କୀୟ ଦେଖାଯିବାର କଣ ହୋଇଥାଏ ମତଲବ..
ବହୁତଥର ଗଭୀର ନିଦରେ ଶୋଇବାପରେ ଲୋକେ କିଛି ନା କିଛି ସ୍ୱପ୍ନ ନିଶ୍ଚିତ ଦେଖିଥାନ୍ତି , ସ୍ୱପ୍ନ ବହୁତ ପ୍ରକାରର ହୋଇଥାଏ ବହୁତଥର ଲୋକ କିଛି ବିଶେଷ ଜିନିଷର୍ ସ୍ୱପ୍ନ ଦେଖିଥାନ୍ତି , ତ କିଛିଥର ଲୋକେ ନିଜ ଆଖପାଖ ସଂମ୍ପର୍କୀୟ ଓ ପରିବାର ସଦସ୍ୟଙ୍କ ସ୍ୱପ୍ନ ଦେଖିଥାନ୍ତି , ଜ୍ୟୋତିଷ୍ୟଶାସ୍ତ୍ରର ମାନିଲେ ସ୍ୱପ୍ନ ଅଲଗା ଅଲଗା ପ୍ରକାରର ଦେଖିଲେ ଏହାର ମତଲବ ଅଲଗା ହୋଇଥାଏ , ଏମିତିରେ କେହି କାହାକୁ ସ୍ୱପ୍ନରେ ଦେଖିନଥାଏ , ଆସନ୍ତୁ କହିବୁ ସ୍ୱପ୍ନ ଦେଖିଲେ କଣ ହୋଇଥାଏ । ଓ ଏହାର ବାସ୍ତବିକ ମତଲବ କଣ ଅଟେ, କୁହନ୍ତି ସବୁ ସ୍ୱପ୍ନ ଭବିଷ୍ୟରେ ହେଉଥିବା ଘଟଣା ସହ ଯୋଡି ହୋଇଛି । ଏମିତି ମାନାଯାଏ କି ଯଦି କିଏ ସ୍ୱପ୍ନରେ ନିଜ ମାମୁଁଙ୍କୁ ଦେଖିନିଏ ତେବେ ଏହା ବହୁତ ଶୁଭ ବୋଲି ଜଣାଯାଏ , ଗୋଟେ ପୁଅର ଯେତେ ଭଲ ଭାଇ ହୋଇଥାଏ , ସେତେ ଭଲ ମାମୁଁ ହୋଇଥାଏ , ସ୍ୱପ୍ନରେ ମାମୁଁ ଦେଖାଯିବା ଏକପ୍ରକାରର ସୁରକ୍ଷା,ବିଶ୍ୱାସ, ଓ ବୁଦ୍ଧିମାନର ପ୍ରତୀକ ହୋଇଥାଏ
ଯଦି ଆପଣ ସ୍ୱପ୍ନରେ ନିଜ ମାମୁଁଙ୍କୁ କେଉଁ ଫଙ୍କସନରେ ଦେଖିଥାନ୍ତି ତେବେ ଏହାର ମତଲବ ହୋଇଥାଏ କି ଆପଣଙ୍କୁ କେଉଁ ଅଶୁଭ ସମାଚାର ମିଳିବ ଅଛି , ଓ ଆଉ କିଛି ସ୍ୱପ୍ନ ଅଛି ଯାହାର ଅଲଗା ଅଲଗା ମତଲବ ହୋଇଥାଏ , କହିଦେବୁ କି ଯଦି କେଉଁ ପୁରୁଷ ସ୍ତ୍ରୀକୁ ସ୍ୱପ୍ନରେ ଲାଲି ଶାଢୀରେ ଦେଖିଥାଏ ତେବେ ବହୁତ ଶୁଭ ସଙ୍କେତ ହୋଇଥାଏ , କୁହନ୍ତି ଏହା ସ୍ୱପ୍ନରେ ଅସିବାର ମତଲବ ଏହା କି ଆପଣଙ୍କ ଘରେ ଲକ୍ଷ୍ମୀ ଆସିବାର ଅଛି ଓ ଆପଣଙ୍କ ସବୁ ଅସୁବିଧାର ଅନ୍ତ ହୋଇଯିବ , ସ୍ୱପ୍ନରେ ଲାଲି ଶାଢୀ ଦେଖାଯାଉଥିବା ମହିଳା ମା ଲକ୍ଷ୍ମୀଙ୍କର୍ ଅବତାର ବୋଲି ମାନାଯାଏ , ଏଥିପାଇଁ ଏହି ସ୍ୱପ୍ନକୁ ବହୁତ ଶୁଭ ବୋଲି ଜଣାଯାଏ ।
ବହୁତ ବିବାହିତ ମହିଳା ଯିଏ ନିଜ ସ୍ୱାମୀଙ୍କୁ ଅଧିକା ପ୍ରେମ କରନ୍ତି , ଓ ସବୁବେଳେ ତାଙ୍କ ବିଷୟରେ ଭାବନ୍ତି , ଓ ଯେବେ ସେ ନିଜ ସ୍ୱାମୀଙ୍କ ଠାରୁ ଦୂରେଇ ରୁହନ୍ତି , ସେମାନେ ତାଙ୍କୁ ବହୁତଥର ଦେଖିଥାନ୍ତି , ଏମିତି ମାନାଯାଏ କି ଯାହାକୁ ଆପଣ ଅଧିକା ଭଲ ପାଉଛନ୍ତି କିମ୍ବା ଯାହା ବିଷୟରେ ଅଧିକା ଭାବନ୍ତି ତାଙ୍କୁ ହିଁ ସ୍ୱପ୍ନରେ ଦେଖିଥାନ୍ତି , ଏବେ ଆପଣଙ୍କୁ କହିଦେବୁ କି ଏକ ବିବାହିତ ମହିଳା ପାଇଁ ତାର ସ୍ୱାମୀ ସ୍ୱପ୍ନରେ ଦେଖାଯିବାର କଣ ମତଲବ ହୋଇଥାଏ , ଏହାର ଅର୍ଥ ହୋଇଥାଏ କି ତାର୍ ବୈବାହିକ ଜୀବନରେ ଢେରସାରା ଖୁସି ଆସିବାର ଅଛି
ଏହା ଛଡା ଯଦି ଆପଣ ନିଜ ସ୍ୱପ୍ନରେ ନିଜ ଭାଇକୁ ଦେଖନ୍ତି ତେବେ ଏହାର୍ ମତଲବ ହୁଏ କି ଆପଣଙ୍କ ଜୀବନରେ କିଛି ଭଲ ହେବାର ଅଛି , ଯଦି ଆପଣ ସ୍ୱପ୍ନରେ ନିଜ ଅଜା ଆଇଙ୍କୁ ଦେଖିନିଅନ୍ତି । ତେବେ ବ୍ୟକ୍ତିର ବୁଦ୍ଧିମାନ ହେବାର ଲକ୍ଷଣ ଅଟେ, ଏହା ଛଡା ଯଦି ସ୍ୱପ୍ନରେ ନିଜ ଗୁରୁ କିମ୍ବା ଶିକ୍ଷକଙ୍କୁ ଦେଖନ୍ତି ତେବେ ଶୁଭ ମାନାଯାଏ , ଏହା ଆଧ୍ୟାମ ଓ ପ୍ରେମର ବୃଦ୍ଧି କରାଏ