June 27, 2025

Odia Express

Here, There and Everywhere

ଫଟୋ ଫ୍ରେମ୍ ରେ ଏହି ବିଧିରେ ଲଗାଇଦିଅନ୍ତୁ ମୟୁର ପୁଚ୍ଛ , ତାପରେ ଦେଖିବେ କମାଲ୍, ଘରେ ପଇସାର ଭଣ୍ତାର ଚାଲି ଆସିବ..

1 min read

ବନ୍ଧୁଗଣ, ହିନ୍ଦୁ ଧର୍ମରେ ମୟୁର ପୁଚ୍ଛ କୁ ବହୁତ ପବିତ୍ର ବୋଲି ଜଣାଯାଏ , ପୁରୁଣା ଜମାନାର କଥା କହିଲେ ଭଗବାନ କାର୍ତ୍ତିକେୟଙ୍କ ବାହାନ ମୟୂର ଥିଲା,  ଭଗବାନ ଇନ୍ଦ୍ର ସବୁବେଳେ ମୟୁରପୁଚ୍ଛ ବାଲା ସିଂହାସନରେ ବସୁଥିଲେ,  ଏହା ସହ ଶ୍ରୀକୃଷ୍ଣ ଭଗବାନ ବି ନିଜ ମଥାରେ ମୟୁରପୁଚ୍ଛ ଲଗାଉଥିଲେ,  ପ୍ରାଚୀନ କାଳରେ ବହୁତ ପବିତ୍ର ଗ୍ରନ୍ଥରେ ମୟୁରପୁଚ୍ଛର ସହାୟତାରେ ଲେଖାଯାଉଥିଲା, ଏମିତିରେ ଆମେ କହିପାରିବା କି ଏହି ମୟୁରପୁଚ୍ଛ ଦ୍ୱାରା କିଛି ନା କିଛି ବିଶେଷ କଥା ରହିଛି ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ମୟୁରପୁଚ୍ଛ ସହ କିଛି ଖାସ୍ ଉପାୟ କହିବାକୁ ଯାଊଛୁ , ଯାହା ଆପଣଙ୍କ ଜୀବନରେ ସବୁ ଚିନ୍ତାକୁ ଦୁର କରିଦେବ । ବନ୍ଧୁଗଣ ଆଜି ଆମେ ଏହି ଉପାୟ କହିବାକୁ ଯାଊଛୁ କି କିପରି ମୟୁରପୁଚ୍ଛକୁ ଏକ ଫ୍ରେମରେ ଲଗାଇ ଏହାର ଲାଭ ଉଠାଇପାରିବେ , ଆପଣଙ୍କୁ ଶୁକ୍ରବାର ଦିନ କିଛି ମୟୁରପୁଚ୍ଛ ଆଣିବାର ଅଛି , ଓ ଏବେ ଏହାକୁ ଆଣିଲା ପରେ ପୁଜାସ୍ଥାନରେ ରଖିଦେବେ , ଏହି କଥାକୁ ଧ୍ୟାନ ରଖିବେ କି ପୁଜା ସ୍ଥଳରେ ଗଣେଷ, ଲକ୍ଷ୍ମୀ, ସ୍ୱରସ୍ୱତୀ ହନୁମାନ, ଓ ଶିବଙ୍କର ପ୍ରତିମା ନିଶ୍ଚିତ ଥିବ

ଏବେ ଆପଣଙ୍କୁ ଏହା କରିବାର ଅଛି କି ଏହି ସବୁ ଭଗବାନଙ୍କୁ କୁମ୍ କୁମ୍ , ଓ ଚାଉଳରେ ପୁଜା କରନ୍ତୁ , ଏହାପରେ ଆପଣଙ୍କ ସାମ୍ନାରେ ମୟୁରପୁଚ୍ଚ ବି ପୁଜା କରନ୍ତୁ , ଏବେ ୭ ଟି ଅଗରବତୀ ଲଗାନ୍ତୁ , ଓ ୩ ଟି ଦିପ ଲଗାନ୍ତୁ , ଏଥିରେ ୨ ଟି ଦିପ ଘିଅରେ ଲାଗିଥିବାର ଦରକାର ଅଛି , ଯେବେ କି ତୃତୀୟଟି ତେଲର ଦିପ ହୋଇଥିବ । ଏହାପରେ ଫଟୋଫ୍ରେମ୍ ନେଇଆଣନ୍ତୁ , ଓ ଏହି କଥାର ଧ୍ୟାନ ରଖିବେ କି ଫ୍ରେମ୍ କଳା କିମ୍ବା ଧଳା ନହୋଇଥିବ,  ଏବେ ଏହି ଫ୍ରେମ୍ କୁ ଆପଣଙ୍କ ଭଗବାନଙ୍କ ପାଖରେ ଥିବା ମୟୁରପୁଚ୍ଚ ଲଗାଇଦିଅନ୍ତୁ, ଆପଣ ଫ୍ରେମରେ କେତେ ମୟୁରପୁଚ୍ଚ ଲଗାଉଛନ୍ତି ତାହା ଫ୍ରେମର ସାଇଜ୍ ଉପରେ ନିର୍ଭର କରିଥାଏ,  ତେବେ ଆସନ୍ତୁ ଆପଣଙ୍କୁ କହିବୁ ମୟୁରପୁଚ୍ଛର ଫ୍ରେମ୍ କେଉଁ ଜାଗାରେ ଲଗାଇଲେ ଅଧିକା ଫାଇଦା ମିଳିଥାଏ ।

୧) ଲିଭିଙ୍ଗ୍ ରୁମ୍ –ମୟୁରପୁଚ୍ଛ ଫ୍ରେମ୍ କୁ ଲିଭିଙ୍ଗ୍ ରୁମରେ ଲଗାଇଲେ ପଜେଟିଭ୍ ଏନର୍ଜୀ ଆସିଥାଏ,  ଓ ଘରେ ନକରାତ୍ମକ ଉର୍ଜା ବାହାରକୁ ଚାଲିଯାଏ , ଏଥିରେ ଘରର ସୁଖ ଶାନ୍ତି ରହିଥାଏ , ଓ ଲଢେଇ ଝଗଡା ହୁଏନାହିଁ ।

୨) ବେଡରୁମ୍ ରେ- ଶୟନକକ୍ଷ ରେ ମୟୁରପୁଚ୍ଛ ବାଲା ଫ୍ରେମ୍ ଲଗାଇଲେ ସ୍ୱାମୀ ସ୍ତ୍ରୀଙ୍କ ସଂମ୍ପର୍କରେ ମଧୁରତ୍ ଆସେ , ଯେଉଁ ଥରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦୁରତା ଅଛି ସେଠାରେ ଏହାକୁ ନିଶ୍ଚିତ ଲଗାନ୍ତୁ ।

୩) ଆଲମୀରାର ଉପରେ- ମୟୁରପୁଚ୍ଛ ଆଲମୀରାର ଉପରେ ରଖିଲେ ପଇସାର ବୃଦ୍ଧି ହୋଇଥାଏ, ମୟୁରପୁଚ୍ଛ ଚୁମ୍ବକ ପରି ପଇସାକୁ ଟାଣିଥାଏ , ଏହା ଆପଣଙ୍କ ଘରର ସିନ୍ଦୁକରେ ପଇସା ଭରିଦେଇଥାଏ , ଓ ଧନ ଆଗମନ ହେବାର ନୁଆ ନୁଆ ମାର୍ଗ ଖୋଲିଦେଇଥାଏ ।

୪) କିଚେନ୍ ରେ –ରସୋଇ ଘରେ ମୟୁରପୁଚ୍ଛ ଫ୍ରେମ୍ ଲଗାଇଲେ ଅନ୍ନ ସମସ୍ୟା ରୁହେ ନାହିଁ । ଏହା ଘର ଲୋକଙ୍କୁ କେଉଁ ପ୍ରକାରର ଆର୍ଥିକ ଅସୁବିଧା ହେବାକୁ ଦିଏନାହିଁ , ତାହା ସହ ପରିବାର ସଦସ୍ୟଙ୍କ ସହ ସ୍ୱାସ୍ଥ୍ୟର ସମସ୍ୟା ଦେଖାଦେଇନଥାଏ

୫) ଘରର୍ ମୁଖ୍ୟଦ୍ୱାର- ଘରର ପ୍ରମୁଖ ମୁଖ୍ୟଦ୍ୱାରରେ ମୟୁରପୁଚ୍ଛ ବାଲା ଫ୍ରେମ୍ ଲଗାଇଲେ ମା ଲକ୍ଷ୍ମୀ ଜଲଦି ପ୍ରବେଶ କରିଥାନ୍ତି , ଓ ଘରେ ସୁଖ ସମୃଦ୍ଧି ବୃଦ୍ଧିପାଏ ।

Leave a Reply

Your email address will not be published. Required fields are marked *