February 5, 2025

Odia Express

Here, There and Everywhere

ବଚ୍ଚନ ପରିବାର ସଂମ୍ପତ୍ତି – ଐଶ୍ୱର୍ଯ୍ୟା ଅଭିଷେକଙ୍କ ଠାରୁ ଅଧିକା ଧନୀ ଅଟନ୍ତି ଜୟା ଓ ଅମିତାଭ ବଚ୍ଚନ- ଗୋଟିଏ ମୁଦିର ଦାମ ଏତେ ଯେ ଆପଣ ସାରା ଜୀବନ ସେଥିରେ ଖାଇବା ପାଇ ପାରିବେ..

1 min read

ବଚ୍ଚନ ପରିବାର ବଲିଉଡ୍ ରେ ସବୁଠାରୁ ଶକ୍ତିଶାଳୀ ପରିବାରରୁ ଗୋଟେ ଅଟେ , ବଚ୍ଚନ ପରିବାର ପୁରା ବଲିଉଡ୍ ରେ ରାଜ୍ ଚାଲେ , ଗଛ ଚାରି ଦଶକରୁ ଅମିତାଭ ବଚ୍ଚନ ଫିଲ୍ମ ଇଣ୍ତଷ୍ଟ୍ରିରେ ଯୋଡି ହୋଇଛନ୍ତି । ସେମିତି ତାଙ୍କ ପୁଅ ଅଭିଷେକ ବଚ୍ଚନ ଓ ବୋହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବି ବହୁତ ଦିନ ହେଲା ଫିଲ୍ମ ଲାଇନ୍ ରେ ସକ୍ରିୟ ଅଛନ୍ତି , ଅମିତାଭ ବଚ୍ଚନଙ୍କ ସ୍ତ୍ରୀ ଜୟା ବଚ୍ଚନ ରାଜ୍ୟସଭା ସାଂସଦ ଅଟନ୍ତି , ଆଯି ଏହି ଶକ୍ତିଶାଳୀ ପରିବାରର ସଂମ୍ପତ୍ତି ବିଷୟରେ ଆପଣଙ୍କୁ କହିବାକୁ ଯାଊଛୁ ।ଆପଣଙ୍କୁ ଜଣେଇଦେବୁ କି ନିଜ ପୁଅ ଅଭିଷେକ ବଚ୍ଚନ ଓ ବୋହୁ ଐଶ୍ୱର୍ଯ୍ୟାରାୟ ବଚ୍ଚନଙ୍କ ଠାରୁ ଅଧିକା ଆୟ ଜୟା ବଚ୍ଚନ ଓ ଅମିତାଭ ବଚ୍ଚନଙ୍କର ଅଟେ , ଯେଉଁଠି ଜୟା ଅମିତାଭଙ୍କ ସମୁଦାୟ ସଂମ୍ପତ୍ତି ୨୮୦୦ କୋଟୀ ଅଟେ,  ଏମିତିରେ ଏଭରଗ୍ରୀନ୍ ଯୋଡିଙ୍କ ପାଖରେ ଜଲସା ଓ ପ୍ରତିକ୍ଷା ନାଁରେ ଦୁଇଟି ବଡ ବଙ୍ଗଳା ଅଛି , ଏହି ଦୁହେଁ ବଙ୍ଗଳା ମୁମ୍ବାଇରେ ଅଛି , କେବଳ ମୁମ୍ବାଈରେ ନୁହେଁ ଭୋପାଳ,ପୁଣେ, ଅହମଦାବାଦ୍, ଫ୍ରାନ୍ସ ଆଦି ଜାଗାରେ ତାଙ୍କର ସଂମ୍ପତ୍ତି ଅଛି ।

କହିଦେବୁ କି ଜୟାବଚ୍ଚନ ଏବେ ରାଜ୍ୟସଭାର ସାଂସଦ ଅଛନ୍ତି , ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ସମାଜବାଦୀପାର୍ଟିର ଆଶାର୍ଥୀ ହିସାବରେ ହୋଇଥିଲା,  ରାଜନୀତିରେ ପାଦ ରଖିବା ସମୟରେ ତାଙ୍କର ସମୁଦାୟ ସଂମ୍ପତ୍ତି ୧୦୦୦ କୋଟି ଟଙ୍କାକୁହାଯାଉଥିଲା,  ଏକ ରିପୋର୍ଟରେ ଖୁଲାସା ହେଲା କି ଅମିତାଭ ଓ ଜୟା ବଚ୍ଚନ ଙ୍କ ପାଖରେ ୧୨ ଟି ଗାଡି ସହ ୬୨  କୋଟି ଟଙ୍କାର ଗହଣା ଅଛି । ସେମିତି ତାଙ୍କ ପୁଅ ଓ ବୋହୁଙ୍କ କଥା କହିଲେ ଅଭିଷେକ ନିଜ ଫିଲ୍ମ କ୍ୟାରିୟରର ଆରମ୍ଭରୁ କିଛି ସଫଳ ହୋଇନଥିଲେ,  କିନ୍ତୁ ଅଭିଷେକ ବଚ୍ଚନ ଏକ ଭଲ ବିଜନେସ୍ ମ୍ୟାନ୍ ଅଟନ୍ତି , ଏଥିପାଇଁ ତାଙ୍କ ଇନକମ୍ ମେନ୍ ସୋର୍ସ ବିଜନେସ୍ ଅଟେ  ଅଭିଷେକ ବଚ୍ଚନଙ୍କ କବଡି ଲିଗ୍ ଟିମ୍ ଜୟପୁର୍ ପିଙ୍କ୍ ପ୍ୟାନ୍ଥର୍ ମାଲିକ ଓ ଇଣ୍ତିଆନ୍ ସୁପର ଲିଗ୍ ଚେନ୍ନାଇନ୍ ଏଫ୍ ସି ର କୋ ଓନର୍ ଅଟନ୍ତି

ରିପୋର୍ଟର ମୁତାବିକ ଅଭିଷେକଙ୍କ ସମୁଦାୟ ସଂମ୍ପତ୍ତି ୨୦୦ କୋଟି ଟଙ୍କା ପାଖାପାଖି ଅଟେ, ଏହା ଛଡା ତାଙ୍କ ପାଖରେ ଜାଗୁଆର୍ ଏକ୍ସ୍ ଜେ, ମର୍ସଡିଜ୍ ବେଞ୍ଚ୍ ଏସ୍ ୫୦୦, ବେଣ୍ଟେଲେ ସିଜିଟି, ରେଞ୍ଜ୍ ରୋଭର୍ ପରି ଲକ୍ଜୁରୀ ଗାଡି ଅଛି , ତାଙ୍କ ନାଁରେ ବାନ୍ଦ୍ରାରେ ଏକ ଆପାର୍ଟମେଣ୍ଟ ବି ଅଛି , ବଚ୍ଚନ ଖାନଦାନ୍ ବୋହୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଆୟ ଜରିଆ ଫିଲ୍ମ, କର୍ମରସିଆଲ୍ ପ୍ରୋଜେକ୍ଟସ୍ , ଓ କନଟେଷ୍ଟ୍ସ ଅଟେ , ଏହା ଛଡା ଐଶ୍ୱର୍ଯ୍ୟା ବଡ ବ୍ରାଣ୍ତର ଆମ୍ବାସଡର୍ ବି ଅଛନ୍ତି , ତାଙ୍କର ସମୁଦାୟ ସଂମ୍ପତ୍ତି ୨୫୦ କୋଟି ଅଟେ, ତାହା ସହ ମର୍ସଡିଜ୍ ଏସ୍ ୫୦୦, ବେଣ୍ଟେଲେ ସିଜିଟ୍, ସେଞ୍ଚୁରୀ ଫ୍ଲାଟ୍ସରେ ଭିଲା, ଦୁବାଇରେ ଏକ ଆପାର୍ଟମେଣ୍ଟର ମାଲିକାଣୀ ଅଟନ୍ତି ।

ସେମିତି ବଚ୍ଚନ ପରିବାର ଏମିତି ସମୟରେ ପଡିଯାଈଥିଲେ ଯାହାଦ୍ୱାରା ତାଙ୍କୁ ଦାରିଦ୍ରତାର ସାମ୍ନାକରିବାକୁ ପଡିଥିଲା< ଏହି କଥା ୨୦୦୦ ମସିହାର ଅଟେ , ସେହି ସମୟରେ ଅମିତାଭ ପୁରା କରଜରେ ବୁଡିରହିଥିଲେ,  ରିପୋର୍ଟ୍ସ ର ମୁତାବିକ ତାଙ୍କ ଉପରେ ୯୦ କୋଟିର କରଜ ଥିଲା , ନା ତାଙ୍କ ପାଖରେ ଫିଲ୍ମ ଥିଲା,  ଓ ନା କିଛି ଅଲଗା ପ୍ରୋଜେକ୍ଟ, ତାଙ୍କର କମ୍ପାନୀ ABCL(ଅମିତାଭ ବଚ୍ଚନ କୋପ୍ରେସନ୍ ଲିମିଟେଡ୍) ବନ୍ଦ ହେବାକୁ ଯାଊଥିଲା,  ଓ ତାଙ୍କୁ ବାରମ୍ବାର୍ ଧମକ ବି ଆସୁଥିଲା , ଯେଉଁଠି ଆମେ କୌନ୍ ବନେଗା କରୋଡପତି ଶୋ ଜରିଆରେ ସାଧାରଣ ଲୋକଙ୍କର ଭାଗ୍ୟ ବଦଳାଇଦିଏ , ସେମିତି ଏହି ଶୋରେ ଅମିତାଭ ବଚ୍ଚନଙ୍କ ଭାଗ୍ୟ ବଦଳାଇଦେଇଥିଲା,  ଷ୍ଟାର୍ ପ୍ଲସ୍ ଅମିତାଭ ଏହି ଶୋ ର ହୋଷ୍ଟ କରିବାର୍ ଅଫର୍ ଆସିଲା,  ଅମିତାଭ ଏହା ପାଇଁ ହଁ କରିଥିଲେ,  ଓ ତାଙ୍କ ଜୀବନରେ ଏକ ଟର୍ଣ୍ଣିଙ୍ଗ୍ ପଏଣ୍ଟ ଏହାପ୍ରମାଣିତ କରିଥିଲା

Leave a Reply

Your email address will not be published. Required fields are marked *