June 28, 2025

Odia Express

Here, There and Everywhere

ନିଜ ସ୍ତ୍ରୀକୁ ବହୁତ ଅଧିକା ଭଲ ପାଇଥାଆନ୍ତି , ଏହି ରାଶିର ପୁରୁଷ, କେବେ ରହିପାରନ୍ତି ନାହିଁ ଏକେଲା..

1 min read

ବିବାହ ଯାହା ସବୁ ସଂମ୍ପର୍କ ମଧ୍ୟରେ ଅଧିକା ପବିତ୍ର ସଂମ୍ପର୍କ ମାନାଯାଇଛି , ଓ ଦୁଇଟି ହୃଦୟର ଏମିତି ବନ୍ଧନ ଅଟେ ଯାହାପାଇଁ ଜୀବନ ଆଜୀବନ ହୋଇଥାଏ, ଓ ଦୁଇ ଅଜଣା ଲୋକଙ୍କର ସଂମ୍ପର୍କ ଏତେ ମଜବୁତ୍ ହୋଇଯାଏ , ଏହା ଅନ୍ୟଙ୍କ ପାଇଁ ବଞ୍ଚିଥାଏ ଓ ମରିଥାଏ , ବିବାହକୁ ନେଇକରି ସେମିତି ପୁଅ ଓ ଝିଅଙ୍କ ର ମଧ୍ୟରେକେତେ ସାରା ଭାବନାଗୁଡିକ ଜନ୍ମନେଇଥାଏ , କିନ୍ତୁ ସେ ବିବାହକୁ ନେଇକରି ଝିଅ କିଛି ଅଧିକା ସିରିୟସ୍ ହୋଇଥାନ୍ତି , ଏଥିପାଇଁ ହୋଇଥାଏ ଏହାକି ବିବାହ ପରେ ପୁଅ ନିଜ ପରିବାର ସହ ରହିଥାଏ କିନ୍ତୁ ଗୋଟେ ଝିଅ ବିବାହପରେ ନିଜ ସବୁ କିଛି ଛାଡି ନିଜ ସ୍ୱାମୀ ସହ ଶାଶୁ ଘର ଆସିବାକୁ ପଡିଥାଏ , ସବୁ ଝିଅଙ୍କର ଛୁଆବେଳରୁ ଗୋଟିଏ ଇଚ୍ଛାଥାଏ କି ବିବାହ ଏମିତି ଏକ ପୁଅ ସହ ହେଉ ଯିଏ ତାଙ୍କୁ ରାଣୀଙ୍କ ପରି ରଖୁ , ତାହାର ସବୁ କଥା ମାନୁ ଓ ତାକୁ ଏତେ ଭଲ ପାଉ ଯାହାକି ସେ ବିବାହ ହେବାପୁର୍ବରୁ ତାର ମା ବାପା କରୁଥିଲେ , ସମସ୍ତଙ୍କୁ ଏମିତି ପୁଅ ମିଳିବ୍ ଜରୁରୀ ନୁହେଁ ,

ଆପଣଙ୍କ ମାନଙ୍କ ମଧ୍ୟରୁ ବହୁତ ଲୋକଙ୍କ ମୁହଁରୁ ଶୁଣୀଥିବେ କି ସଚ୍ଚା ପ୍ରେମ ସମସ୍ତଙ୍କ ଭାଗ୍ୟରେ ନଥାଏ , ସଚ୍ଚା ପ୍ରେମ କେବଳ ତାଙ୍କୁ ମିଲୀଥାଏ , ଯାହାଙ୍କ ଭାଗ୍ୟରେ ଥାଏ , ଯେଉଁ ପୁଅ କିମ୍ବା ଝିଅଙ୍କୁ ସଚ୍ଚା ପ୍ରେମ ମିଳିଯାଏ , ସେ ଅଧିକା ଏହି ଦୁନିଆଁରେ ଭାଗ୍ୟଶାଳୀରୁ କମ୍ ନୁହନ୍ତି । ଏଥିପାଇଁ ଆଜି ଆମେ ଆପଣଙ୍କୁ ସେହି ରାଶିଗୁଡିକ ବିଷୟରେ କହିବାକୁ ଯାଊଛୁ , ଯେଉଁ ରାଶିର ପୁଅ ନିଜ ପାର୍ଟନରଙ୍କୁ ଅଧିକା ଭଲ ପାଆନ୍ତି , ଓ କେବେ ତାଙ୍କୁ ଦୂଃଖୀ ହେବାକୁ ଦିଅନ୍ତି ନାହିଁ,  ଆସନ୍ତୁ ଜାଣିବା ସେହିରାଶିଗୁଡିକ ବିଷୟରେ ।

ଏହି ରାଶିଗୁଡିକ ହେଲେ କିଛି ଏପରି :-

୧) କନ୍ୟା ରାଶିର ପୁଅ ଦେଖିବାକୁ ଅଧିକା ସ୍ମାର୍ଟ ହୋଇଥାନ୍ତି,  ତାହା ସହ କଥାବାର୍ତ୍ତାରେ ସମସ୍ତଙ୍କ ହୃଦୟ ଜିଣିପାରନ୍ତି , ଏକ ଭଲ ସ୍ୱାମୀ ହେବାପାଇଁ ଯେଉଁ ଯେଉଁ ଦକ୍ଷତା ଆବଶ୍ୟକତା ହୋଇଥାଏ,  ସେ ସବୁ କନ୍ୟା ରାଶିର ପୁଅଙ୍କ ମଧ୍ୟରେ ମିଳିଯାଏ , ଏମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି ,

୨) ଏହି ଲିଷ୍ଟରେ ଦ୍ୱିତୀୟ ନାଁ ଆସେ କର୍କଟ ରାଶିର ପୁଅ , ଏହି ରାଶିର ପୁଅ ସବୁଠାରୁ ଅଧିକା ନିଜ ପାର୍ଟନରଙ୍କୁ ଭଲ ପାଆନ୍ତି , ଓ ତାଙ୍କ ଯତ୍ନନିଅନ୍ତି , ଯଦି ଥରେ ବିବାହ ହୋଈଯାଏ ତେବେ କେବେ ତାଙ୍କ ପାର୍ଟନରକୁ ଧୋକା ଦିଅନ୍ତି ନାହିଁ , ଯଦି ଦେଖାଯାଏ ତେବେ ସେ ନିଜ ସ୍ତ୍ରୀକୁ ଏତେ ପ୍ରେମ କରନ୍ତି କି ସେ ନିଜ ସ୍ତ୍ରୀ ଆଗରେ କିଛି ବି ନଜର ଆସେନି ,ଏଥିପାଇଁ ଏହି ରାଶିର ପୁରୁଷ ଏକ ଭଲ ସ୍ୱାମୀ ପ୍ରମାଣିତ୍ ହୋଇଥାନ୍ତି ।

୩) ଏହି ଲିଷ୍ଟରେ ଶେଷ ନାଁରେ ଆସେ କୁମ୍ଭ  ରାଶିର ପୁଅ , ଏହି ରାଶିର ପୁଅ ନିଜ କହିବାର ଅନ୍ଦାଜ ଝିଅମାନଙ୍କୁ ସହଜରେ ଆକର୍ଷିତ କରିଥାନ୍ତି , ଏହି ରାଶିର ସ୍ୱାମୀଙ୍କ ମଧ୍ୟରେ ନିଜ ସ୍ତ୍ରୀପାଇଁ ସନ୍ତୁଷ୍ଠି ରହିଥାଏ,  ଓ ଏହି ଖୁସିର୍ କାରଣ ଏହା କି ଏମାନଙ୍କ ସ୍ୱଭାବ ଏମାନଙ୍କ ସ୍ମାର୍ଟ ଲୁକ୍ , କହିବାର ଆକର୍ଷକ ଅନ୍ଦାଜ, ଓ ସବୁବେଳେ ସକରାତ୍ମକ ବ୍ୟବହାର କରିବା

ତଥାପି, ଏହି ଜିନିଷଗୁଡ଼ିକୁ ତୁମ ସାମ୍ନାରେ ରଖିବା ପାଇଁ ଆମର ଉଦ୍ଦେଶ୍ୟ ଥିଲା ଯେଉଁ ମହିଳାମାନେ ଏକ ଉପଯୁକ୍ତ ଜୀବନସାଥୀ ଖୋଜୁଥିଲେ, ଆମେ ସେମାନଙ୍କୁ ଜ୍ୟୋତିଷ ଶାସ୍ତ୍ରର ତିନୋଟି ରାଶି ଚିହ୍ନ ସହିତ ପରିଚିତ କରାଇବା ଯାହାକୁ ‘ସର୍ବୋତ୍ତମ ସ୍ୱାମୀ’ କୁହାଯାଏ |

Leave a Reply

Your email address will not be published. Required fields are marked *