ସ୍ୱାମୀଙ୍କୁ ଖୁସ୍ କରିବା ପାଇଁ ସବୁ ସ୍ତ୍ରୀଙ୍କୁ କରିବାକୁ ହେବ ଏହି ୪ ଟି କାମ – ନିଶ୍ଚୟ ଜାଣିରଖନ୍ତୁ
1 min readକେଉଁ ବି ସଂମ୍ପର୍କକୁ ଆଜୀବନ ବାନ୍ଧିକରି ରଖିବାପାଇଁ ସେଥିରେ ଖୁସି ଓ ପ୍ରେମ ହେବା ବହୁତ ଜରୁରୀ ହୋଇଥାଏ, ଖାସ୍ କରି ଯେବେ କଥା ସ୍ୱାମୀ ସ୍ତ୍ରୀଙ୍କ ସଂମ୍ପର୍କକୁ ନେଇ ଆସେ , ଏହା ବହୁତ ସାବଧାନୀ ରଖିବାକୁ ହେବ , ସ୍ୱାମୀ ସ୍ତ୍ରୀଙ୍କ ସଂମ୍ପର୍କ ବହୁତ ଆପଣାର ହୋଇଥାଏ , ଏଥିରେ ଟିକିଏ ବି କମି ଆସିଲେ ଏହା ଭାଙ୍ଗିବି ପାରେ , ବହୁତଥର ଦେଖାଯାଈଛି କି ବିବାହର କିଛି ବର୍ଷ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ସଂମ୍ପର୍କ ବୋରିଙ୍ଗ୍ ଲାଗେ, କେବେ କେବେ ଏମିତି ଲାଗିଥାଏ କି ଦୁହେଁ ଦୁହିଁଙ୍କର ସହ ଖୁସ୍ ନାହାନ୍ତି ଆପଣଙ୍କ ପାର୍ଟନର୍ ଯଦି ଏମିତି ସ୍ଥିତିରେ ଅଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ଟୀପ୍ସ ନେଇକରି ଆସିଛୁ , ଯାହାଦ୍ୱାରା ଆପଣ ନିଜ ପାର୍ଟନରଙ୍କୁ ଖୁସିରେ ରଖିପାରିବେ ।
୧) ସ୍ୱାଦିଷ୍ଟ ଖାଦ୍ୟ – କୁହନ୍ତି ସ୍ୱାମୀଙ୍କ ହୃଦୟର ବାଟ ସବୁବେଳେ ପେଟରୁ ହୋଇକରି ଯାଇଥାଏ , ଯେବେ ମଣିଷର ପେଟ ଭରିଯାଏ , ତେବେ ଏହାର ସ୍ୱାଦରେ ସେ ପୁରା ସନ୍ତୁଷ୍ଟ ହୋଇନଥାଏ , ତାହାର ମୁଡ୍ ଖରାପ କିମ୍ବା ଭଲ ହୋଇପାରେ ,ଏମିତିରେ ସ୍ୱାମୀଙ୍କ ଅଫିସ୍ କାମ ପରେ ଥକିକରି ତାଙ୍କୁ ଗରମାଗରମ୍ ବ୍ୟଞ୍ଜନ ଖୁଆନ୍ତୁ , ଆପଣ୍ ଇଣ୍ଟରନେଟ୍ ସାହାରା ନେଇକରି ନୁଆ ନୁଆ ଡିସ୍କ ସିଖିନିଅନ୍ତୁ , ଓ ଖାଇବାରେ ଟିକିଏ ଭେରାଇଟି ଆଣନ୍ତୁ , ବିଶ୍ୱାସ କରନ୍ତୁ ।ଆପଣ ନିଜ ହାତରୁ ତିଆରି କରି ସ୍ୱାମୀଙ୍କୁ ଖୁସ୍ ରଖିବେ ତ ଆପଣଙ୍କ ପଲକ ତଳେ ସ୍ୱାମୀ ରହିବେ ।
୨) ସରପ୍ରାଇଜ୍ ଦିଅନ୍ତୁ ମହିଳା ହୁଅନ୍ତୁ କିମ୍ବା ପୁରୁଷ ସମସ୍ତଙ୍କୁ ସରପ୍ରାଇଜ୍ ପସନ୍ଦ ହୋଇଥାଏ , ଏମିତିରେ ଯେବେ ଆପଣଙ୍କ ସ୍ୱାମୀଙ୍କ ଜନ୍ମଦିନ ହେଉ କିମ୍ବା ବିବାହର ବାର୍ଷିକି ତେବେ ଏକ ଭଲ ସରପ୍ରାଇଜ୍ ଦିଅନ୍ତୁ ଏହାପାଇଂ କେଉଁ ବି ଗିପ୍ଟ ଆଣିପାରିବେ , କିମ୍ବା ରୁମ୍ କୁ ସଜାଇ ରୋମାଣ୍ଟିକ୍ କରିପାରିବେ , ଆପଣ ଚାହିଁଲେ କେଉଁଆଡେ ବାହାରକୁ ବୁଲିବାକୁ ପ୍ଲାନ୍ କରିପାରିବେ ।
୩) ଘରର ଶାନ୍ତି- ବହୁତଥର ସ୍ତ୍ରୀଙ୍କ ବକ୍ ବକ୍ କିମ୍ବା ଲଢେଇ ଝଗଡାରୁ ମୁଡ୍ ଅଫ୍ ହୋଈଯାଏ , ଏଥିପାଇଁ ହୋଇପାରିବ ଯଦି ଚେଷ୍ଟା କରନ୍ତୁ କି ଆପଣଙ୍କ ଘରେ ବିନା ମତଲବ ଛୋଟ ମୋଟ କଥାରେ କଳି ଲାଗିବାରୁ ବଞ୍ଚନ୍ତୁ , ଯଦି ଆପଣଙ୍କ ଶଶୁରଘରେ କେଉଁ କାରଣରୁ ଲଢେଇ ହୋଇଥାଏ , ତେବେ ତାହାର ଲୋଡ୍ ନିଜ ସ୍ୱାମୀ ଙ୍କୁ ଦିଅନ୍ତୁ ନାହିଁ ବହୁତଥର ନିଜ ସ୍ତ୍ରୀ ଓ ଘର ବାଲା ଲଢେଇ ମଧ୍ୟରେ ସ୍ୟାଣ୍ତୱିଚ୍ ହୋଇଯାଏ , ଏଥିପାଇଁ ଯଦି ସଂମ୍ଭବ ହୋଇପାରିବ ସେଥିରୁ ଦୁରେଇ ରୁହନ୍ତୁ ।