June 27, 2025

Odia Express

Here, There and Everywhere

ମେଷ, ମିଥୁନ, କର୍କଟ, କନ୍ୟା, ଓ କୁମ୍ଭ ରାଶି ବାଲା ଲୋକ ଥରେ ପଢନ୍ତୁ ଏହି ଖବର, ଖୁବ୍ଶୀଘ୍ର ଚମକିବ ଏମାନଙ୍କ ଭାଗ୍ୟ..

1 min read

ଯଦି ଆମ ଜ୍ୟୋତିଷ୍ୟଶାସ୍ତ୍ରର କଥାକହିବା ତେବେ ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଗ୍ରହ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ସେ ଏଥିପାଇଁ କାରଣ ଗ୍ରହର ଦିଗ ଓ ଦଶା ଅନୁସାରେ ବ୍ୟକ୍ତିର ଭାଗ୍ୟ ବଦଳିଥାଏ , ହଁ ଆଜ୍ଞା ଏହି ଗ୍ରହର ଚାଲି କାରଣରୁ ବ୍ୟକ୍ତିର ଜୀବନରେ କେବେ ସୁଖ ଓ କେବେ ଦୂଃଖର ସ୍ଥିତି ଆସିଥଏ , ଆପଣଙ୍କୁ ଜଣେଇଦେବୁ କି ଏହି ୫ ଟି ରାଶିର ଉପରେ ଗ୍ରହର ଖରାପ ପ୍ରଭାବ ଶେଷ ହୋଇଯାଇଛି,  ହଁ ଆଜ୍ଞା, ଏହି କୁଣ୍ତଳୀରେ ଗ୍ରହର ସାଢେସାତି ସମୟ ଶେଷ ହୋଇସାରିଛି,  କହିଦେବୁ କି ଆସୁଥିବା ସମୟରେ ଏହି ରାଶିଗୁଡିକର ଭାଗ୍ୟ ଚମକିବାର ଅଛି ,ତେବେ ଆସନ୍ତୁ ଆପଣଙ୍କୁ କହିବା ସେହି ଭାଗ୍ୟଶାଳି ରାଶିଗୁଡିକ କଣ

ମେଷ ରାଶି : -ଏହି ଲିଷ୍ଟରେ ସବୁଠାରୁ ପ୍ରଥମ ନାଁ ମେଷ ରାଶିର ଆସେ , ଏହି ରାଶିର ଲୋକଙ୍କର ଜୀବନରେ ବଡ ଓ ଭଲ ପରିବର୍ତ୍ତନ ଦେଖାଦେଉଛି , ଏହି ପରିବର୍ତ୍ତନ କାରଣରୁ ବହୁତ ବଡ ଲାଭ ହେବ , ଆସୁଥିବା ସମୟରେ ନିଜ ରାଗ ଉପରେ କଣ୍ଟ୍ରୋଲ୍ ରଖନ୍ତୁ , ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ , ଓ ଧନରେ ବହୁତ ବୃଦ୍ଧି ହେବ ।

ମିଥୁନ ରାଶି : ମିଥୁନ ରାଶିର ସବୁ ଅଧୁରା କାମ ପୁରା ହେବ , ଯେଉଁ କାର୍ଯ୍ୟରେ ଆପଣ ବହୁତ ସମୟରୁ ସଫଳତା ହାସିଲ୍ କରିବାକୁ ଚେଷ୍ଟିତ ଅଛନ୍ତି , ତାହା ସଫଳତା ମିଳିବ , ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ସଂବନ୍ଧି ଟିକିଏ ସାବଧନତା ରହିବାର ଅଛି, କିନ୍ତୁ ଧନ ବୃଦ୍ଧିର ପୁରା ଯୋଗ ରହୁଛି , ବେପାରରେ ଲାଭ ହୋଇପାରେ ।

କର୍କଟ ରାଶି : କର୍କଟ ରାଶିର ଲୋକଙ୍କର ଯଦି ଲମ୍ବା ସମୟରୁ ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧା ଅଛି ତେବେ ତାହା ଭଲ ହୋଇଯିବ,  ଏହା ସହ ଆପଣଙ୍କ ପରିଶ୍ରମର ଫଳ ମିଲୀବ , ଅଚାନକ ଧନର ପ୍ରାପ୍ତି ହୋଇପାରେ । ଆପଣଙ୍କ ଲମ୍ବା ସମୟରୁ ଚାଲି ଆସୁଥିବା ପୀଡାରୁ ମୁକ୍ତି ମିଳିବ ।

କନ୍ୟା ରାଶି : କନ୍ୟା ରାଶିର ଲୋକଙ୍କ ପାଇଂ ବହୁତ ଶୁଭ ସମୟ ଅଛି , ଗୋଟେ ପଟେ ତାଙ୍କୁ ସୁଖ ଓ ସମୃଦ୍ଧି ମିଳିବ , ସେମିତି ଅନ୍ୟପଟେ ବେପାରରେ ବହୁତ ଲାଭପ୍ରାପ୍ତି ହେବାର ଅଛି,  କହିବାକୁ ଗଲେ ଆସୁଥିବା ସମୟ ଭଲରେ କଟିବାର ଅଛି ।

କୁମ୍ଭ ରାଶି : କହିଦେବୁ କି କୁମ୍ଭ ରାଶିର ଜୀବନ ବହୁତ ଖୁସିମୟ ରହିବ,  ଏହା ସହ ଯେଉଁ କାର୍ଯ୍ୟ ବି କରୁଛନ୍ତି ସେଥିରୁ ଫାଇଦା ପାଇବେ , ହଁ ଆଜ୍ଞା , ମା ଲକ୍ଷ୍ମୀଙ୍କର କୃପା ରହିବ ।

Leave a Reply

Your email address will not be published. Required fields are marked *