June 23, 2025

Odia Express

Here, There and Everywhere

ନା ଧୋନୀ ନା କୋହଲି ବରଂ ଏହି ବିବାହିତ ଖେଳାଳୀଙ୍କ ପାଇଁ ଧକ୍ ଧକ୍ ହୁଏ ହୃଦୟ ପ୍ରସିଦ୍ଧ ଡାନ୍ସର ସପନା ଚୌଧୁରୀଙ୍କର ନା ଜାଣିଲେ ଆପଣ ଚମକି ଉଠିବେ

ସପନା ଚୌଧୁରୀ ଏମିତି ନାଁ ଯାହାଙ୍କୁ ଆଜି କିଏ ବା ନଜାଣେ , ହରିଆଣା ରାଜ୍ୟର ସୁପ୍ରସିଦ୍ଧ ସ୍ୱପ୍ନା ଚୌଧୁରୀ ଜଣେ ଡାନ୍ସର ଓ ଗାୟିକା ଅଟନ୍ତି , ତାଙ୍କର ପ୍ରଶଂସକ କେବଳ ଦେଶରେ ନୁହନ୍ତି ବରଂ ବିଦେଶରେ ଦେଖାଯାଆନ୍ତି , ସ୍ୱପ୍ନାଙ୍କ ଡାନ୍ସରେ ଯେଉଁ କଥା ଅହି ତାହା ଅନ୍ୟ କେଉଁ ଡ୍ୟାନ୍ସରଙ୍କ ପାଖରେ ଦେଖାଯାଇନଥାଏ , ଓ ଏହି କାରଣରୁ ଲୋକେ ତାଙ୍କ ଡ୍ୟାନ୍ସର ଦିୱାନା ହୋଇସାରିଛନ୍ତି ।୨୫ ସେପ୍ଟେମ୍ବର ୧୯୯୦ କୁ ହରିଆଣାର ରୋହତକ ସହରର ଏକ ଗାଁରେ ଜନ୍ମ ନେଇଥିବା ସ୍ୱପ୍ନା ଚୌଧୁରୀ ଙ୍କ ଜନ୍ମ ଏକ ଜଠ ପରିବାରରେ ହୋଇଥିଲା,  ତାଙ୍କର ପରିବାରରେ ଛୋଟ ଭାଇ ଓ ଭଉଣୀ ଅଛନ୍ତି ,ସ୍ୱପ୍ନା ରୋହତକର ସରକାରୀ ସ୍କୁଲରୁ ପାଠପଢିଛନ୍ତି , ସ୍ୱପ୍ନା ଚୌଧୁରୀ ଛୁଆବେଳରୁ ତାଙ୍କ ବାପାଙ୍କର ଦେହାନ୍ତ ହୋଇଗଲା,  ସେହି ସମୟରେ ସେ ୧୦ ବର୍ଷର ଥିଲେ , ସ୍ୱପ୍ନା ଚୌଧୂରି ଏକ ପ୍ରାଇଭେଟ୍ କମ୍ପାନୀରେ ମ୍ୟାନେଜର୍ ଥିଲେ,  ରାଜସ୍ଥାନ ପଞ୍ଜାବ ହରିଆଣା ଓ ଦିଲ୍ଲୀରେ ସ୍ୱପ୍ନା ଚୌଧୁରୀ ବହୁତ ନାଁ କମାଇଛନ୍ତି । ସ୍ୱପ୍ନା ଚୌଧୁରୀଙ୍କ ଡାନ୍ସ କରିବାର ବହୁତ ଇଚ୍ଛା ଥିଲା

ଦୁନିଆଁରୁ ତାଙ୍କ ବାପା ଚାଳିଯିବା ପରେ ପରିବାରର ଭାର ସ୍ୱପ୍ନାଙ୍କ ମାଙ୍କ ଉପରେ ଆସିଯାଇଥିଲା,  ସ୍ୱପ୍ନା ଛୁଆବେଳରୁ ନୃତ୍ୟ କରିବାର ସଉକ ଥିଲ , ଧୀରେ ଧୀରେ ଏହି ଇଚ୍ଛାଶକ୍ତି ଆଖପାଖ ସ୍କୁଲ୍ ଓ ପଡୋଶୀରେ ଆୟୋଜିତ କେଉଁ ପୋଗ୍ରାମରେ ସେ ଯାଇ ଗୀତ ଓ ନୃତ୍ୟ ପରିବେଷଣ କରୁଥିଲେ,  ସଲିଡ୍ ବଡିରେ ଏହି ଗୀତ ଥିଲା ଯେଉଁଥିରେ ସ୍ୱପ୍ନାଙ୍କ ଭାଗ୍ୟ ବଦଳାଇଦେଇଥିଲା,  ଅଚାନକ ଗାଁର ଏକ ଝିଅ ଆଜି ପୁରା ହରିଆଣାରେ ଚର୍ଚିତ ହୋଇସାରିଛି । ସ୍ୱପ୍ନା ଚୌଧୁରୀ ଏବେ ପର୍ଯ୍ୟନ୍ତ ବିବାହ କରିନାହାନ୍ତି , କିନ୍ତୁ ତାଙ୍କ ଉପରେ ବହୁତ୍ ଲୋକ ଓ ଫ୍ୟାନ୍ସ ଫିଦା ହୋଇଛନ୍ତି , ଆଜିର ସମୟରେ ସ୍ୱପ୍ନାଙ୍କ ଗୀତକାରଣରୁ ହେଉ କିମ୍ବା ବିବାଦ କାରଣରୁ ନ୍ୟୁଜ୍ ପେପରରେ ଓ ଟିଭିରେ ହେଡଲାଇନ୍ ରେ ନଜର ଆସନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି କଥାକହିବୁ ଯାହା ଆପଣ ଜାଣିନଥିବେ , ଆମେ ସମସ୍ତେ ଜାଣିଛନ୍ତି କି ଆମର ଦେଶରେ କ୍ରିକେଟ୍ ପ୍ରେମୀଙ୍କର କମିନାହିଁ , ଓ ଆଜିର ସମୟରେ ଭାରତୀୟ କ୍ରିକେଟିୟର୍ସ କେଉଁ ବଲିଉଡ୍ ଅଭିନେତାରୁ ବି କମ୍ ନୁହନ୍ତି , ଆଜିକାଲି କ୍ରିକେଟ୍ କୁ ବଲିଉଡ୍ ର ବହୁତ ଷ୍ଟାର୍ସ ବି ପସନ୍ଦ କରନ୍ତି । ଆଜି ଆମେ ଏକ ଏମିତି କ୍ରିକେଟିୟରଙ୍କ ନାଁ କହିବୁ ଯାହାଙ୍କୁ ସ୍ୱପ୍ନା ଚୌଧୁରୀ ବହୁତ ପସନ୍ଦ କରନ୍ତି , କହିଦେବୁ କି ହରିଆଣାର ପ୍ରସିଦ୍ଧ ଡ୍ୟାନ୍ସର ଏହି କ୍ରିକେଟିୟରଙ୍କ ଫ୍ୟାନ୍ ଅଟେ

ଏକ ଇଣ୍ଟରଭ୍ୟୁରେ ଯେବେ ତାଙ୍କୁନିଜ ଫେବରାଇଟ୍ କ୍ରିକେଟିୟର ବିଷୟରେପଚାରାଗଲ ତେବେ ସେ କହିଲେ କି ସେମିତି କାହାକୁ ସେ ଫଲୋ କରନ୍ତି ନାହିଁ । କିନ୍ତୁ ଛୁଆବେଳରୁ ଆଯି ସେହି କ୍ରିକେଟିୟରଙ୍କୁ ଦେଖିବାକୁ ପସନ୍ଦ କରେ , ସେ କହିଲେ କି ବିରେନ୍ଦ୍ର ସେହ୍ୱାଗଙ୍କ ବ୍ୟାଟୀଙ୍ଗ୍ ଦେଖିବାପାଇଁ ଛୁଆବେଳରୁ ବହୁତ ଉତ୍ସୁକ ଥିଲେ , ଓ ତାଙ୍କର ବ୍ୟାଟୀଙ୍ଗ୍ ର ମୁଁ ଦ୍ୱିୱାନୀ ହୋଇଛି , ସେ ଯେଉଁ ପ୍ରକାରର ଧୁଆଁଧାର୍ ବ୍ୟାଟୀଙ୍ଗ୍ କରନ୍ତି , ତାହା ମୋତେ ବହୁତ ପସନ୍ଦ ଆସେ ।

Leave a Reply

Your email address will not be published. Required fields are marked *