୮ ବର୍ଷ ହେଲା ଏହି ପାକିସ୍ଥାନୀ ମୁସଲମାନଙ୍କୁ ଧୋନୀ ଏଭଳି ଭାବେ ସାହାଯ୍ୟ କରୁଛନ୍ତି, ସେ କହିଲେ ଧୋନି ଦୁନିଆ ର ସବୁଠୁ ଭଲ ଖେଳାଳି,କାରଣ ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ…
![](https://odiaexpress.net/wp-content/uploads/2019/06/14chacha-dhoni-640x336.jpg)
କ୍ରିକେଟିୟର ଧୋନୀ ଓ ଏକ ମୁସଲିମ୍ ବ୍ୟକ୍ତିଙ୍କ ମଧ୍ୟରେ ସହଯୋଗ ମାମଲା ଖୁଲାସା ହୋଇଛି, କରାଚୀରେ ଜନ୍ମ ନେଇଥିବା ମହମ୍ମଦ ବସୀର ଓ ଧୋନୀଙ୍କ ମଧ୍ୟରେ ସଂମ୍ପର୍କ ଭାରତ ପାକିସ୍ଥାନ ୨୦୧୧ କପ୍ ସେମି ଫାଇନାଲ୍ ସମୟରୁ ଆରମ୍ଭ ହୋଇଥିଲା, ଓ ଏହା ସେବେ ଠାରୁ ମଜବୁତ୍ ହେବାକୁ ଲାଗିଲା , ଏହି ମୁସଲିମ୍ ପରିବାର ରବିବାରକୁ ହେବାକୁ ଥିବା ମ୍ୟାଚ୍ ଦେଖିବାପାଈଁ ମଞ୍ଚେଷ୍ଟର୍ ରୁ ଶିକାଗୋ ଚାଲି ଆସିଥିଲେ । ସେ ଜାଣିଥିଲେ କି ଧୋନୀ ସୁନିଶ୍ଚିତ କରିବ କି ସେ ୱାର୍ଲଡ ରେକର୍ଡ ଉପରେ ମ୍ୟାଚ୍ ଦେଖିପାରିବେ , ଭାରତ ଓ ପାକିସ୍ଥାଣ ମଧ୍ୟରେ ମଞ୍ଚେଷ୍ଟରରେ ଓଲଡ୍ ଟ୍ରେଫର୍ଡ ଗ୍ରାଉଣ୍ତରେ ୧୬ ଜୁନ୍ କୁ ହେବ
୬୩ ବର୍ଷୀୟ ମହମ୍ମଦ ବଶୀର ଶିକାଗୋରେ ଏକ ରେଷ୍ଟୁରାଣ୍ଟରେ ଅଛନ୍ତି , ଓ ତାଙ୍କ ପାଖରେ ଆମେରିକାର ପାସପୋର୍ଟ୍ ଅଛି । ସେ କହିଲେ ମୁଁ ଏଠାକୁ କାଲି ହିଁ ଯାଈଥିଲି , ମୁଂ ଦେଖିଲି ଲୋକଙ୍କ ଗୋଟେ ଟିକଟ୍ ପାଇଁ ୮୦୦ ରୁ ୯୦୦ ପାଉଣ୍ତ ଖର୍ଚ୍ଚ କରିଛନ୍ତି , ଶିକାଗୋରୁ ଫେରିବା ଟିକେଟ୍ ଖର୍ଚ୍ଚ ଏତେ ଅଟେ, ଧୋନୀ କାରଣ ମୋତେ ମ୍ୟାଚ୍ ଟିକେଟ୍ ପାଇଁ ହଇରାଣ ହେବାକୁ ପଡିନଥିଲା ,
ଧୋନୀଙ୍କ ସାଥି ଖେଳାଳୀ ସହ ସେ କେବେ ଯୋଗାଯୋଗ କରିପାରନ୍ତି ନାହିଁ , ବଶୀର କହିଲେ କି ସେ ଫୋନ୍ କରିପାରିବେ ନାହିଁ କାରଣ ସେ ବ୍ୟସ୍ତ ରହୁଛନ୍ତି , ସନ୍ଦେଶ ଜରିଆରେ ତାଙ୍କ ସଂମ୍ପର୍କରେ ରୁହେ । ଧୋନୀ ମୋତେ ଆସିବା ପୁର୍ବରୁ ଆଶ୍ୱସ୍ତ କରିଦେଲେ , ସେ ବହୁତ ହିଁ ଭଲ ବ୍ୟକ୍ତି ଅଟନ୍ତି , ସେ ମୋହାଲିରେ ୨୦୧୧ ର ମ୍ୟାଚ୍ ପରେ ମୋର ପାଇଁ ଯାହା କଲେ , ମୋତେ ଲାଗୁନାହିଁ କି କିଏ ବି ଏହା ଭାବି ପାରିବ ।
ଭାରତ ଓ ପାକିସ୍ଥାନ ଏବେ ପର୍ଯ୍ୟନ୍ତ ବିଶ୍ୱକପ୍ ଛଅଥର ମୁକାବଲା କରିଛନ୍ତି , ଓ ବହୁତ ମୁକାବଲା ଜିତି ଛନ୍ତି , ମହଜୁତ୍ ୱାର୍ଲଡ କପ୍ ରେ ସେ ଅଜୟ ଅଛନ୍ତି , ତାଙ୍କର ଜିତ୍ ସଂମ୍ଭାବନା କହିଛନ୍ତି , ପାକିସ୍ଥାନ ପାଈଁ ଏକ ସକରାତ୍ମକ କଥା ଅଟେ , ସେମାନେ ଦୁଇ ବର୍ଷ ପୂର୍ବରୁ ଭାରତକୁ ହରାଇଥିଲେ , ସେ ଜିତ୍ ପରେ ତାଙ୍କ ମନୋବଳ ଉଚ୍ଚା ହେବ ।