ପାଣିର ଏହି ଉପାୟ ଆପଣଙ୍କୁ ରାତାରାତି ମାଲାମାଲ୍ କରିଦେବ – ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ…
ସାଧାରଣତଃ ଆପଣମାନେ ସମସ୍ତେ ଜାଣିଥିବେ କି ପାଣି ଆମ ଜୀବନର କେତେ ମହତ୍ତ୍ୱପୂର୍ଣ୍ଣ ଅଟେ , ପାଣିର ବିନା ଜୀବନ ବଞ୍ଚିବା ଅସମ୍ଭବ ଅଟେ , କିନ୍ତୁ କଣ ଆପଣ ଜାଣିଛନ୍ତି କି ପାଣି ଆମ ସ୍ୱାସ୍ଥ୍ୟ ସହ ସବୁଦିନ କର୍ମରେ ଆସୁଥିବାକୁ କେତେ ମହତ୍ତ୍ୱପୂର୍ଣ୍ଣ ହୋଇପାରେ, ଯାହାର ଉପାୟ ମାତ୍ର କେବଳ ଆପଣଙ୍କ ଜୀବନରେ ହେଉଥିବା ସବୁ ପ୍ରକାରର ଆର୍ଥିକ ଅସୁବିଧାରୁ ମୁକ୍ତି ପାଇପାରିବେ । ଆପଣ ବୋଧେ ଜାଣିନଥିବେ କି ପାଣି ଦ୍ୱାରା ଆପଣଙ୍କ ଜୀବନରେ କିପରି ମାଲାମାଲ୍ ହୋଇପାରିବେ , କିନ୍ତୁ ଆଜି ଆମେ ଆପଣଙ୍କୁ ପାଣି ସହ ଏକ ଉପାୟ କହିବୁ ଯାହାକୁ ଆପଣାଇଲେ ଆପଣ ରାତାରାତି ମାଲାମାଲ୍ ହୋଇପାରେ ।
ସବୁଠାରୁ ପ୍ରଥମେ ବାସ୍ତୁଶାସ୍ତ୍ରର ଅନୁସାରେ ଏକ ଗିନାରେ କିଛି ପାଣି ଭରିକରି ଏହାକୁ ଛାତରେ ରଖିଦିଅନ୍ତୁ । ଓ ଧୁପ ଲଗାଇବା ପରେ ପାଣିଙ୍କୁ ଭଗବାନଙ୍କ ନାଁ ନେଇକରି ଆମ୍ବର ପତ୍ରରେ ଛିଞ୍ଚିଦିଅନ୍ତୁ , ମାନାଯାଉଛି କି ଏମିତି କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି , ଓ ଘରେ ଧନର ବୃଦ୍ଧି ହୁଏ ।
ମାନ୍ୟତା ଅଛି କି ମାତ୍ର ମା ଲକ୍ଷ୍ମୀଙ୍କର ପ୍ରସନ୍ନ ହୋଇଯାଆନ୍ତି , ଓ ଘରେ ଆପଣଙ୍କ ପଇସା ଦ୍ୱାରା ହେଉଥିବା ଅସୁବିଧାରୁ ମୁକ୍ତି ମିଳିଥାଏ , ଓ ଧନର ବୃଦ୍ଧି ଘଟେ , ଯାହା ଦ୍ୱାରା ଆପଣ ଦେଖୁଦେଖୁ ମାଲାମାଲ୍ ହୋଇଯିବେ ।
ଏହା ଛଡା ଯଦି ଆପଣଙ୍କ ବୈବାହିକ ଜୀବନରେ ସୁଖଶାନ୍ତି ବନାଈବାକୁ ଚାହୁଁଛନ୍ତି ତେବେ ବର୍ଷା ପାଣିକୁ ଗୋଟେ କାଚର ବୋତଲରେ ଭରିକରି ବେଡରୁମ୍ ରେ ରଖିଦିଅନ୍ତୁ , ଏହାକୁ ବେଡରୁମ୍ ବାସ୍ତୁର ସଠିକ୍ ହୋଇଥାଏ ।ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇନଥାଏ , ଏମିତି କରିଲେ ଆପଣଙ୍କ ସୁଖମୟ ଜୀବନ ଅତିବାହିତ ହୁଏ , ସଂମ୍ପର୍କରେ କୌଣସି ଅସୁବିଧା ଦେଖାଯାଏ ନାହିଁ ।