ଇଏ ହେଲେ ୩ ଇଡିୟଟ୍ ର ଚତୁର ରାମାଲିଙ୍ଗମ୍ ଙ୍କ ସ୍ତ୍ରୀ, ସୁନ୍ଦରତା ମାମଲାରେ ହିରୋଇନ୍ ଙ୍କୁ ଦିଅନ୍ତି ମାତ୍
ବଲିଉଡ୍ ରେ ସେମିତି ଆସିବା ଦିନରୁ ବହୁତ ଫିଲ୍ମ ଆସିଥାଏ , କିନ୍ତୁ ସେଥିରୁ କିଛି ଫିଲ୍ମ ଏପରି ହୋଇଥାଏ ଯାହା ସବୁବେଳେ ମନେ ରହିଯାଏ , ଏତିକି ନୁହେଁ ଏହି ଫିଲ୍ମ ସହ ଏହି କଳାକାରଙ୍କୁ କେବେ ଭୁଲିପାରିବେ ନାହିଁ , କାରଣ ସେମାନେ ଜୀବନସାରା ପାଇଁ ନିଜ ହୃଦୟରେ ବସିଯାଆନ୍ତି , ଓ ଲୋକେ ତାଙ୍କ ଅସଲି ନାଁ ପରିବର୍ତ୍ତେ ତାଙ୍କ ଫିଲ୍ମରେ ନିଭାଇଥିବା ଭୁମିକା ରୁ ଆମେ ଜାଣିଥାଉ , ଆଜି ଆମେ ଆପଣଙ୍କୁ ଏମିତି କଳାକାରଙ୍କ ବିଷୟର୍ କହିବାକୁ ଯାଊଛୁ , ଆପଣଙ୍କୁ ୨୦୦୯ ରେ ଆସିଥିବା ଫିଲ୍ମ ୩ ଇଡିୟଟ୍ ନିଶ୍ଚିତ ମନେ ଥିବ , ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିଥିଲା , ଏତିକି ନୁହେଁ ଆଜି ବି ଯଦି ସେହି ଫିଲ୍ମ ଦେଖିବେ ତେବେ ଆପଣଙ୍କୁ ସେତିକି ମଜା ଆସିବ , ଏହି ଫିଲ୍ମର ଡାଇଲଗ୍ ଅଲ୍ ଇଜ୍ ୱେଲ୍ ଆଜି ବି କାନରେ ଶୁଭେ । କିଏ ଏହି ଫିଲ୍ମ ଦେଖିବାପରେ ମୋଟିଭେଟ୍ ହେଲା ତ ଆଉ କିଏ ସଫଳ ହେଲା , ଏହି କାରଣରୁ ଏହି ଫିଲ୍ମ ବକ୍ସ ଅଫିସରେ ତହଲକା ମଚାଇଥିଲା
କହିଦେବୁ କି ଏହି ଫିଲ୍ମରେ ମୁଖ୍ୟ ଭୁମିକାରେ ଅମିର୍ ଖାନ୍, ଶରମନ୍ ଜୋଶୀ, ଆର୍ ମାଧବନ, ଓ କରିନା କାପୁର ଥିଲେ, କିନୁତ୍ ଏହା ସହ ଆଉଏକ ଅଭିନେତା ଥିଲେ ଯାହାଙ୍କୁ ଲୋକେ ବହୁତ ପସନ୍ଦ କଲେ , ଯିଏକି ନିଜକୁ ଏହି ଫିଲ୍ମରେ ଅଭିନୟ ଦ୍ୱାରା ବହୁତ ଏଣ୍ଟରଟେନମେଣ୍ଟକରାଇଲେ , ହଁ ଆଜ୍ଞା ଆମେ କଥା ହେଉଛୁ ଚତୁର ରାମାଲିଙ୍ଗମ୍ ଯାହାଙ୍କ ଅସଲି ନାଁ ଓମି ବୈଦ ଅଟେ । ହଁ ଆଜ୍ଞା, କହିଦେବୁ କି ଆପଣଙ୍କୁ କହିଦେବୁ କି ସେ ସେହି ଚତୁର ଅଟନ୍ତି ଯିଏକି ଷ୍ଟୁଡେଣ୍ଟ ରୂପରେ ପାଠପଢାକୁ ନେଇକରି ବହୁତ ଟେନସନ୍ ନଜର ଆସନ୍ତି , ଓ ସବୁ ଜିନିଷକୁ ପଢିବା ଓ ବୁଝିବା ପରିବର୍ତ୍ତେ ସବୁ ମନେ ରଖିଦିଅନ୍ତି , ଓ ତାଙ୍କ ମଜାଦାର୍ ଅଭିନୟରୁ ଦର୍ଶକଙ୍କୁ ବହୁତ ହସାଇଥିଲେ, ତାଙ୍କ ଏହି ଅଭିନୟ ପାଇଁ ତାଙ୍କୁ ସ୍କିନ୍ ଆୱାର୍ଡ, ଆଇଫା ଆୱାର୍ଡ ଲାୟନ୍ସ ଗୋଲ୍ଡ ଆୱାର୍ଡ ଦ୍ୱାରା ସମ୍ମାନିତ କରାଯାଇଛି , ଆପଣଙ୍କୁ ଏହା ଅନ୍ୟ ଟିଭି ସିରିଆଲ୍ ଓ ବିଜ୍ଞାପନରେ ଦେଖିଥିବେ
ସେ କଲେଜରେ ପାଠପଢା ପୁରା କରିବାପରେ ଟେଲିଭିଜନ ଓ କେମିକାଲ୍ ରେ ଅଗେନ୍ ହିସାବରେ କାମ କରିଛନ୍ତି , ଯେଉଁଥିରେ ତାଙ୍କ ପରଫରମାନ୍ସ ଭଲଦେଖିବାକୁ ମିଳିଛି , ଯାହାକୁ ନେଇ ଆରେଷ୍ଟେଡ୍ ଡେଭେଲପମେଣ୍ଟ କାମ ବି ମିଳିଛି । ଯଦି ଆମେ କଥା ହେବା ତାଙ୍କ ଫିଲ୍ମ ବିଷୟରେ ସେ ଦି ଅଫିସ୍, ବିଗ୍ ଇନ୍ ବଲିଉଡ୍ , ଦିଲ୍ ତୋ ବଚ୍ଚା ହେ ଜି, ଦେଶୀ ବଏଜ୍, ପ୍ଲେୟାର୍ସ, ପରି ଫିଲ୍ମରେ କାମ କରିସାରିଛନ୍ତି , ଆପଣଙ୍କୁ ବୋଧେ ମନେ ନଥିବ , ବୈଦ କେବଳ ଅଭିନେତା ନୁହନ୍ତି ବରଂ ନିର୍ଦ୍ଦେଶକ ଓ ଏଡୀଟର୍ ବି କାମ କରିସାରିଛନ୍ତି । ସେ ବଲିଉଡ୍ ରେ ବହୁତ ସାରା ରୋଲ୍ ପ୍ଲେ କରିଛନ୍ତି
ଏତେ ସଫଳତା ପାଇବାପରେ ସେ ୨୦୦୯ ରେ ହି ମିନଲ୍ ପଟେଲଙ୍କୁ ବିବାହ କରିନେଲେ , ଓ ଆଜି ତାଙ୍କର ଗୋଟିଏ ପୁଅ ଅଛି, ତାଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ବୈଦ ଓ ମିନଲ୍ ନିଜର ବୈବାହିକ ଜୀବନକୁ ନେଇ ବହୁତ ଖୁସିରେ ଅଛନ୍ତି ଏହି ଫଟୋଗୁଡିକରୁ ଦେଖି ଜାଣିପାରୁଥିବେ କି ତାଙ୍କର ସ୍ତ୍ରୀ କେତେ ସୁନ୍ଦର ଅଛନ୍ତି , ସେ ଜଣେ ଗୃହିଣୀ ଥିଲେ , ମିନଲ୍ ଓ ବୈଦ ଆଜି ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।