ମୁଣ୍ଡରୁ ନେଇ ଗୋଡ଼ ପର୍ଯ୍ୟନ୍ତ ସବୁ ପ୍ରକାରର ବନ୍ଦ ଶିରାକୁ ଖୋଲି ଦେବ ଏହି ଘରୋଇ ଉପାୟ – ନିଶ୍ଚୟ ଜାଣିରଖନ୍ତୁ..
![](https://odiaexpress.net/wp-content/uploads/2020/09/ouhwedouy79awytrfhe-Odia-Express.jpg)
ଏମିତି ଏକ ଘରୋଇ ଉପାୟ ଯାହା ମାତ୍ର କେବଳ ଦୁଇ ଦିନରେ ଶରୀରର ସବୁ ବନ୍ଦ ଥିବା ଶିରା ପ୍ରଶିରା କୁ ଖୋଲିବାରେ ସାହାଯ୍ୟ କରିବ।ଆଜ୍ଞା ହଁ ଆପଣ ବିଶ୍ୱାସ କରିବେନି ଶୁଣିଲେ ଆମେ ଯେଉଁ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ ସେ ଘରୋଇ ଉପାୟର ମାତ୍ର ଗୋଟେ ଗିଲାସ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରର ସବୁ ପ୍ରକାରର ବନ୍ଦ ଥିବା ଶିରା ପ୍ରଶିରାକୁ ମୁକ୍ତ କରିଦେବ ଏହି ଘରୋଇ ଉପାୟ।ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏମିତି ଚମତ୍କାରି ଘରୋଇ ଉପାୟ ନେଇ ଆସିଅଛୁ ଯାହାକୁ ଆପଣ ନିଜ ଶରୀରରେ ପ୍ରୟୋଗ କରି ସବୁ ପ୍ରକାରର ବନ୍ଦ ଶିରାକୁ ଠିକ କରି ପାରିବେ।ଆପଣଙ୍କ ଗୋଡ଼ ଠାରୁ ନେଇ ମୁଣ୍ଡ ପର୍ଯ୍ୟନ୍ତ ଯେକୌଣସି ବନ୍ଦ ଶିରା ହେଉ ତାକୁ ଆପଣ ଠିକ କରି ପାରିବେ।
ଆପଣ ବିଶ୍ୱାସ କରିବେନି ଇଏ ଆପଣଙ୍କ ଶରୀରର ଖରାପ କୋଳେଷ୍ଟ୍ରଲରକୁ ସମ୍ପୂର୍ଣ୍ଣ ଭାବରେ ସଠିକ କରିବାରେ ସାହାଯ୍ୟ କରିଥାଏ।ଆଉ ତାକୁ ଠିକ କରିବା ସହିତ ଆପଣଙ୍କ ଶରୀରରେ ଭଲ କୋଳେଷ୍ଟ୍ରଲର ମାତ୍ରାକୁ ବଢେ଼ଇବାରେ ସାହାଯ୍ୟ କରିବ।ଯଦି ଆପଣଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲର ରହିବ ନାହିଁ ତାହେଲେ ଆପଣଙ୍କ ହୃଦ୍ଘାତ ଜନିତ ସମସ୍ୟା ମଧ୍ୟ କେବେ ରହିବ ନାହିଁ।ଆଜିକାଲି ହେଉଥିବା ହୃଦ୍ଘାତ ଜନିତ ସମସ୍ୟାର ପ୍ରମୁଖ କାରଣ ହେଉଛି ଖରାପ କୋଲେଷ୍ଟ୍ରଲର ମାତ୍ରା ଶରୀରେ ବୃଦ୍ଧି ହେବା।ଯେତେବେଳେ ଆପଣଙ୍କ ଶିରା ବ୍ଳକେଜ ହେବ ନାହିଁ ତାହେଲେ ଆପଣଙ୍କୁ ହୃଦ୍ଘାତ ଭଳି ସମସ୍ୟା ମଧ୍ୟ ହେବ ନାହିଁ।ମାନେ ଦେଖିବାକୁ ଗଲେ ଏ ଘରୋଇ ଉପାୟ କୋଲେଷ୍ଟ୍ରଲରକୁ ଠିକ କରିବ,ହୃଦ୍ଘାତକୁ ମଧ୍ୟ ଠିକ କରିବାରେ ସାହାଯ୍ୟ କରିବ।
ଆଉ ଆମ ଶରୀରରେ ଯେକୌଣସି ବ୍ଳକେଜ ଅଛି କିମ୍ବା ଯେକୌଣସି ବନ୍ଦ ଶିରା ଅଛି ତାହେଲେ ଏହାର ସବୁଠାରୁ ପ୍ରମୁଖ କାରଣ ହେଉଛି ଖରାପ କୋଲେଷ୍ଟ୍ରଲ।ଏହି ଖରାପ କୋଲେଷ୍ଟ୍ରଲର ଆମ ଶରୀରରେ ବଢିବା କାରଣରୁ ଆମ ଶିରା ବନ୍ଦ ହୋଇ ଯାଇଥାଏ।ଆମ ଶରୀରରେ ଧୀରେ ଧୀରେ ଖରାପ କୋଲେଷ୍ଟ୍ରଲର ବଢିବା କାରଣରୁ ଆମ ରକ୍ତବାହିନୀ ଶିରାରେ ରକ୍ତ ପ୍ରବାହ ସଠିକ ଭାବରେ ହୋଇପାରେ ନାହିଁ ଓ ଆମ ହୃଦୟ ପାଖକୁ ସଠିକ ଭାବରେ ରକ୍ତ ପହଞ୍ଚି ପାରେ ନାହିଁ ଯାହାଫଳରେ ଆମକୁ ହୃଦ୍ଘାତ ହେବାର ସମ୍ଭାବନା ଥାଏ।ଆମେ ଆପଣଙ୍କୁ ଏ ଘରୋଇ ଉପାୟ ବିଷୟରେ କହିବା ଆଗରୁ ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପ୍ରତିଦିନ ପାଳନ କରିବାର ଅଛି।ଆଉ ଏହି ସବୁ କଥାକୁ ପାଳନ କରିବା ଦ୍ୱାରା ଆପଣଙ୍କ ଜୀବନରେ କୋଲେଷ୍ଟ୍ରଲର ଜନିତ ସମସ୍ୟା କେବେ ଆସିବ ନାହିଁ।
ଏବେ ଆସନ୍ତୁ ଜାଣିବା ସେ ବିଶେଷ କଥା ବିଷୟରେ ପ୍ରଥମେତ ଆପଣଙ୍କୁ ରିଫାଇନ ତେଲର ପ୍ରୟୋଗ କମ ରୁ କମ କରିବାର ଅଛି।ଆଉ ତାପରେ ଆପଣ ଖାଉଥିବା ଚିନି ତାର ମଧ୍ୟ ପ୍ରୟୋଗ ଜୀବନରେ କମ ରୁ କମ କରିବାର ଅଛି।ତାପରେ ଆପଣଙ୍କୁ କାର୍ବୋହାଇଡ୍ରେଟର ସେବନ କମରୁ କମ କରିବାର ଅଛି।ଆପଣଙ୍କୁ ବାହାର ତେଲିଆ ଖାଦ୍ୟ ଓ ଅଧା ସିଝା ଖାଇବାରୁ ବଞ୍ଚିତ ରହିବାର ଅଛି। ଆପଣଙ୍କୁ ଅଧିକରୁ ଅଧିକ ମାତ୍ରାରେ ପ୍ରୋଟିନ ଖାଇବାର ଅଛି।ଯଦି ଆପଣ ମାସାଂସୀ ଅଟନ୍ତି ତାହେଲେ ମାଛର ସେବନ ମଧ୍ୟ ଆପଣଙ୍କୁ କରିବାର ଅଛି।ଆପଣଙ୍କୁ ମଦ୍ୟପାନ ଓ ଧୂମ୍ରପାନ ଭଳି ଜିନିଷରୁ ଦୁରେଇ ରହିବାର ଅଛି।ଆପଣଙ୍କୁ ନିୟମିତ ଭବାରେ ଯୋଗ ବ୍ୟାୟାମ ଓ କୁସ୍ତି କସର୍ତ କରିବାର ଅଛି।
ଯଦି ଆପଣଙ୍କୁ ମଧୁମେହ ଭଳି ସମସ୍ୟା ଅଛି ତାହେଲେ ନିଜର ମଧୁମେହକୁ ସର୍ବଦା ନିୟନ୍ତ୍ରଣରେ ରଖିବାର ଅଛି।ଏବେ ଆସନ୍ତୁ ଜାଣିବା ସେ ଘରୋଇ ଉପାୟ ବିଷୟରେ ଯାହା ଆପଣଙ୍କ ଶରୀରରେ ସବୁବପ୍ରକାରର ଅସୁବିଧାରୁ ଆପଣଙ୍କୁ ବଞ୍ଚେଇ ପାରିବ।ସେଥିପାଇଁ ସର୍ଵ ପ୍ରଥମ ଜିନିଷ ଯାହା ଆମକୁ ଦରକାର ସେ ହେଉଛି ଗୋଟେ କପ କିସମିଶ,ଦୁଇ ଚାମୁଚ ମହୁ,ଦୁଇଚାମୁଚ କଟାଯାଇଥିବା ଅଦା,ଆଉ ଚାରି ଚାମୁଚ ସବୁଜ ଚା।
ଏବେ ଆସନ୍ତୁ ଜାଣିବା ସେ ଘରୋଇ ଉପାୟକୁ ତିଆରି କରିବାର ବିଦ୍ଧି।ଆପଣ ଗୋଟେ ଜାଗାରେ ପାଣିକୁ ଫୁଟିବା ପାଇଁ ଗ୍ୟାସ ଉପରେ ରଖି ଦେବେ।ତାପରେ ଯେତେବେଳେ ପାଣି ଫୁଟି ଆସିବ ଆପଣ ସବୁଜ ଚାକୁ ତାଭିତରେ ପକେଇ ଦେବେ।ଆଉ ତାପରେ ତାକୁ କିଛି ସମୟ ଫୁଟିବାକୁ ଛାଡ଼ିଦେବେ ତାର ୨ ମିନିଟ ପରେ ସେଥିରେ କିସମିଶ ପକେଇବେ।
ଆଉ କିସମିଶ ପକେଇବା ପୂର୍ବରୁ ଏହାକୁ ସଫା ପାଣିରେ ଭଲ ଭାବରେ ଧୋଇ ସଫା କରିନେବେ।ତାପରେ କିସମିଶ ପକେଇ ସାରିବା ପରେ ଆପଣ ଦଶ ମିନିଟ ପର୍ଯ୍ୟନ୍ତ ଏହାକୁ ଅଳ୍ପ ଆଞ୍ଚରେ ଫୁଟିବାକୁ ଛାଡି ଦେବେ।ତାପରେ ସେଥିରେ ଅଳ୍ପ ଅଦା ପକେଇ ନେବେ ଆଉ ଅଳ୍ପ ସମୟ ଫୁଟେଇ ନେବେ।ଆଉ ତାପରେ ସେ ମିଶ୍ରଣକୁ ଗ୍ୟାସରୁ ଓଲ୍ହେଇ ନେଇ ସେଥିରେ ମହୁ ମିଶେଇ ନେବେ।ଏବେ ଆପଣଙ୍କ ମିଶ୍ରଣ ପ୍ରସ୍ତୁତ ହୋଇସାରିଛି ଏବେ ତାକୁ ଆପଣ ଥଣ୍ଡା ହେବାକୁ ଛାଡି ଦେବେ।
ଆପଣ ସବୁଦିନ ଖାଇବା ପୂର୍ବରୁ ଏହି ମିଶ୍ରଣର ଦୁଇ ଚାମୁଚ ନେବେ ଓ ହାଲ୍କା ଉଷୁମ ପାଣିରେ ଗୋଳେଇ ଏହାର ସେବନ କରିବାର ଅଛି।ଆପଣ ଏହାକୁ ଦିନର କେଉଁ ସମୟରେ କରିପାରିବେ କେବଳ ଖାଇବା ପୂର୍ବରୁ।ଆଉ ଯଦି ପାରିବେ ତାହେଲର ଏହି ମିଶ୍ରଣକୁ ସକାଳୁ ଖାଲି ପେଟରେ ମଧ୍ୟ ସେବନ କରି ପାରିବେ।ଏହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀରରେ ବନ୍ଦ ଥିବା ସବୁ ପ୍ରକାରର ଶିରା ଖୋଲିଯିବ।