ଆଜିର ସବୁଠୁ ମଜାଦାର ଜୋକ୍ସ – ଗୋଟେ ବ୍ୟକ୍ତିର ଘରେ ସେ ନିଜ ପୁରୁଣା କାଗଜପତ୍ର ଦେଖୁଥିଲା, ତେବେ ତାହାର ହାତଏ ସ୍ତ୍ରୀର ୮ମ ଶ୍ରେଣୀର ରିପୋର୍ଟ ଆସିଲା ତାପରେ ଯାହା କହିଲେ ହସି ହସି ଗଡ଼ିଯିବେ ଆପଣ..
1 min read![](https://odiaexpress.net/wp-content/uploads/2020/09/nSAJFhjkfergkegthjhghg-Odia-Express.jpg)
ଆଜିକାଲି ଏହି କର୍ମବ୍ୟସ୍ତ ଜୀବନ ମଧ୍ୟରେ ହସିବା ମୁସକିଲ୍ ହୋଇଯାଇଛି , କାହାର ମନକୁ ଆଘାତ ଦେବା ତ୍ ସହଜ ହୋଇଥାଏ , କିନ୍ତୁ କାହା ମନରେ ଖୁସି ଆଣିବା କଷ୍ଟକର ହୋଇଥାଏ , ସୋସିଆଲ୍ ମିଡିଆରେ ଏମିତି ବହୁତସାରା ଜୋକ୍ସ ରହିଛି ଯାହାକୁ ଦେଖିଲେ ଆପଣ ହସିବାକୁ ବାଧ୍ୟ ହେବେ , ଲୋକେ ଯେବେ ଚିନ୍ତିତ ରୁହନ୍ତି କିମ୍ବା ରୋଗାକ୍ରାନ୍ତ ରୁହନ୍ତି , ତାଙ୍କୁ ଜୋକ୍ସ କେଉଁ ମେଡିସିନ୍ ରୁ କମ୍ ନୁହେଁ , ଆଜି ଆମେ ଆପଣଙ୍କୁ କିଛି ଏପରି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହା ସୋସିଆଲ୍ ମିଡିଆରେ ବହୁତ ଟ୍ରେଡିଙ୍ଗ୍ ରେ ଅଛି , ଆସନ୍ତୁ ଜାଣିବା ସେହି ଜୋକ୍ସଗୁଡିକ ବିଷୟରେ ।
୧) ସ୍ୱାମୀ ଦଙ୍ଗଲ୍ ଫିଲ୍ମ ଦେଖିକରି ଆସିଲା , ଓ ଫିଲ୍ମର ଗୀତ ଏସି ଧାକଡ୍ ହୈ ଧାକତ୍ ହେ , ଘରେ ଗାଇବାକୁ ଲାଗିଲା , କିନ୍ତୁ ମୁହଁରେ ଗୁଟୁଖା ଥିବା କାରଣରୁ ଆବାଜ୍ ଏମିତି ଆସିଲା ଏସି ଡାକଣ ହେ ଡାକଣ ହେ ବାହାରୁଥିଲା, ସ୍ତ୍ରୀ ଶୁଣିନେଲା , ସ୍ୱାମୀର ଏବେ ମେଡିକାଲ୍ ରେ ଚିକିତ୍ସା ଚାଳୁଛି ।
୨) ସ୍ତ୍ରୀ-ଦେଖ ବାହାରେ ବର୍ଷା ହେଉଛି , ମୌସୁମ୍ କେତେ ରୋମାଣ୍ଟୀକ୍ ହେଇଛି , ତୁମର କଣ ପ୍ଲାନ୍ ଅଛି , ସ୍ୱାମୀ-ମୋର ତ ସେଇ ୨୫୫ ରେ ୧ ଜିବି ୨୮ ଦିନ ପାଇଁ , ସ୍ତ୍ରି-ମରି ଯାଅ ,ଏହି ମୋବାଇଲ୍ ରେ ପଶିକରି ।
୩) ଶିକ୍ଷକ- ପପୁ କହ, ମେଡିକାଲ୍ ରେ ଯେଉଁ + ର ଚିହ୍ନ ହୋଇଥାଏ ,ତାହାର କଣ ମତଲବ ହୋଇଥାଏ ? ପପୁ- ଯାହା ଠିଆ ହୋଇଛି , ସେ ଡାକ୍ତର, ଓ ଯିଏ ପଡିଛି ସେ ରୋଗୀ ଶିକ୍ଷକ-ବେହୋସ୍ ।
୪) ଭାରତୀୟ ସ୍ତ୍ରୀ ସଂସ୍କାର ବାଲି ହୋଇଥାନ୍ତି , ନିଜ ସ୍ସାମୀକୁ ଆବେ ଗଧ, ଓ ଗଧ, ଶୁଣ୍ ଗଧ, କହି ଡାକନ୍ତି ନାହିଁ , ସର୍ଟରେ ଏଜି, ଓଜି, ସୁନୋଜି କହିଡାକନ୍ତି ।
୫) ପ୍ରେମୀ –ବେୱଫା ତୁ ମୋର ହୃଦୟ ଜଳାଇଦେଲୁ, ମୋର ହୃଦୟ ଜଳାଇ ପାଉଁଶ କରିଦେଲୁ , ପ୍ରେମିକା- ତୋର କୁରବାନୀ ବେକାର୍ ଯିବନି, ପଠାଇଦେ ଅଙ୍ଗାର, ବାସନ ମାଜିବାକୁ କାମ ଆସିବ ।
୬) ଗାର୍ଲଫ୍ରେଣ୍ତ- ଜାନୁ ଏବେ ରାତିକୁ ଫୋନ୍ କରିବ , ବୟଫ୍ରେଣ୍ତ- ନା ରାତିକୁ କଥାହୋଇପାରିବି ନାହିଁ , ନହେଲେ ତୁ ମରିଯିବୁ , ଗାର୍ଲଫ୍ରେଣ୍ତ୍-କିପରି ? ବୟଫ୍ରେଣ୍ତ- ଆଜି ମା କହୁଥିଲେ ରାତିକୁ ଯେଉଁ ପିଶାଚି ସହ କଥା ହେଉଛୁ ସେ ମୋ ହାତରେ ମରିବ ।
୭) ନୁଆ ନୁଆ ବାହାଘର ହୋଇଥିଲା , ସ୍ୱାମୀ ସକାଳୁ ନିଜ ସ୍ତ୍ରୀକୁ ପାଣି ଢାଲିଦେଇଥାଏ , ସ୍ତ୍ରୀ- ନିଦରେ ଉଠି ରାଗରେ କହେ ପାଣି କଣ ପାଇଁ ପକାଇଲ ? ସ୍ୱାମୀ-ତୋର ବାପା କହିଥିଲେ କି ଜ୍ୱାଇଁପୁଅ ମୋର ଝିଅ ଫୁଲର ପାଖୁଡା ଅଟେ, ତାକୁ କେବେ ମଉଳିବାକୁ ଦେବନାହିଁ ।
୮) ଗାଁରେ ଗୋଟିଏ ଝିଅ ଘରୁ ଫେରାର୍ ହୋଇଗଲା ଓ ୨ ଦିନପରେ ଫେରିଆସିଲା, ବାପା-ରାଗରେ –ଏବେ କଣ ନେବାକୁ ଆସିଛୁ ? ଝିଅ- ପତଳା ପିନ୍ ର ଚାର୍ଜର୍ ।
୯) ସ୍ୱାମୀ ନିଜ ସ୍ତ୍ରୀକୁ ବ୍ୟାଙ୍କର ଲାଇନ୍ ରେ ଠିଆ କରାଇ ନିଜେ ଅଫିସ୍ ଚାଲିଗଲା, ସଂନ୍ଧ୍ୟାକୁ ଯେବେ ଫେରିଲା ସ୍ତ୍ରୀ କହିଲା ଖରାରେ ଠିଆ ହୋଇ ଦୁଇଟାବେଳେ ବ୍ୟାଙ୍କ୍ ରେ ଏଣ୍ଟ୍ରି କଲି, ଓ ତିନିଟା ବେଳେ କ୍ୟାଶିୟର୍ ପାଖରେ ପହଞ୍ଚିଲି, ମୋତେ ଠିଆ ହେବାର ଦେଖି ସେ ଚାହା ପିଇବାକୁ ଗଲା, ଅଧା ଘଣ୍ଟା ପରେ ଆସିଲା , ଓ କମ୍ପ୍ୟୁଟର ପାଖରେ ବସିଲା ଓ କହିଲା- ସରି ମାଡାମ୍ ପଇସା ନାହିଁ , ତୁମ ରାଣ ମୁହଁ ଲଙ୍କା ଖାଇଲା ପରି ହୋଇଗଲା, ମୋର ଦେହ ହାତରେ ନିଆଁ ଲାଗିଗଲା , ଦିନଟା ଯାକ ମୁଁ ଚିନ୍ତିତ , ଘରର ସବୁ କାମ ଛାଡିକରି ଭୋକିଲା ଶୋଷିଲା ହୋଇ ଏତେ ସମୟ ଠିଆ ହେଲି ଶେଷରେ ଏମିତି ଜବାବ୍ ପଇସା ନାହିଁ , ସ୍ୱାମୀ-ରାଗରେ- ତୁ ପାଗେଳି ପରି ଏମିତି ଆସିଗଲୁ, ତାଙ୍କର କିଛି କରିପାରିଲୁ ନାହିଁ , ମୋତେ ତ ଆଜି ପର୍ଯ୍ୟନ୍ତ ୧୫ ଟି ବେଲଣ କାଠି ଭାଙ୍ଗିସାରିଲୁଣି, କମ୍ ସେ କମ୍ ତାକୁ ତ ଗୋଟେ ସେଇ ବେଲଣ ପାହାର ଦେଇଥାନ୍ତୁ , ତାଙ୍କୁ କିଛି ବି ଜଣାପଡିଥାନ୍ତା, ସ୍ତ୍ରୀ-ବେଲଣ ଆଜି ବି ଭାଙ୍ଗିବ , ପଇସା ବ୍ୟାଙ୍କରେ ନାହିଂ ,ତୁମର ଖାତାରେ ନଥିଲା ପଇସା ହେଲା ,
୧୦) ଡାକ୍ତର-ମୁଁ ରିସର୍ଚ୍ଚରେ ଗୋଟେ ଆଇସକ୍ରିମ୍ ର ଆବିଷ୍କାର କରିଛି , ଯେଉଁ ସ୍ତ୍ରୀ ଉପଯୋଗ କରିଲେ ୪୦ ବର୍ଷର ସ୍ତ୍ରୀ ୨୦ ବର୍ଷର ଲାଗିବ , ସାଙ୍ଗ-ତେବେ ତୁ ବହୁତ ବିକ୍ରି ହୋଇଯିବ , ମାର୍କେଟ୍ କଭର୍ କରିନେଇଥିବ , ବହୁତ୍ ଡିମାଣ୍ତ ଥିବ ଏବେ । ଡାକ୍ତର –ନା ଭାଇ ନା , କେଉଁ ସ୍ତ୍ରୀ ନିଜକୁ ୪୦ ବର୍ଷର ବୋଲି ଭାବିଲେ ସିନା !!
୧୧) ଗୋଟେ ବ୍ୟକ୍ତି ତାର ପୁରୂଣା କାଗଜପତ୍ର ଦେଖୁଥିଲା, ତେବେ ତାର ହାତରେ ସ୍ତ୍ରୀର ୮ମ ଶ୍ରେଣୀର ରିପୋର୍ଟ କାର୍ଡ ପଡିଲା, ନମ୍ବରର ତଳେ ଚରିତ୍ର ପ୍ରମାଣ ପତ୍ର ପଢିକରି ସ୍ୱାମୀ ଏବେ ବି ବେହୋସ୍ ଅଛି , ଲେଖାହୋଇଥିଲା, ମଧୁରଭାଷି ଏବଂ ଶାନ୍ତି ପ୍ରିୟା ଛାତ୍ରୀ ।