ସୈଫ୍ ଅଲ୍ଲୀ ଖାନ୍ ଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ସାଥିରେ ଥିଲା ଏପରି ସଂମ୍ପର୍କ, ଛାଡପତ୍ର ପରେ ସବୁ ମାସ ଦେବାକୁ ପଡୁଥିଲା ଏତେ ସାରା ପଇସା..
ବଲିଉଡ୍ ରେ ଛୋଟ ନବାବ୍ ଭାବେ ଜଣାଶୁଣା ସୈଫ୍ ଅଲ୍ଲୀ ଖାନ୍ ଜଲଦି ଆଉଥରେ ବାପା ହେବାକୁ ଯାଉଛନ୍ତି , ଆପଣଙ୍କୁ କହିଦେବୁ କି ସୈଫ୍ ଦ୍ୱିତୀୟ ବିବାହ କରିନା କାପୁର୍ ଖାନ୍ ଙ୍କ ସହ କରିଥିଲେ ଓ କରିନା କାପୁର୍ ଖାନ୍ ନିଜ ଗର୍ଭବତୀ ହେବାର୍ ଖବର ମିଡିଆ ସାମ୍ନାରେ ଜଣାଇଛନ୍ତି , ଯେପରି ଆପଣଙ୍କୁ ଜଣାଥିବ କି କରିନାଙ୍କ ପୁର୍ବରୁ ସୈଫଙ୍କ ସ୍ତ୍ରୀ ଅମୃତା ସିଂ ଥିଲେ କିନ୍ତୁ ଦୁହେଁଙ୍କର ଛାଡପତ୍ର ହେବା ପରେ ସବୁ ଶେଷ ହୋଇଯାଇଥିଲା , ଅମୃତା ନିଜ ଛୁଆଙ୍କ ସହ ସୈଫ୍ ଙ୍କ ଠାରୁ ଅଲଗା ରହିବାକୁ ଲାଗିଲେ , ତେବେ ଆସନ୍ତୁ ଆଜି ଆମେ ସୈଫ୍ ଓ ଅମୃତାଙ୍କ ମଧ୍ୟରେ କିଛି ଅଜଣାକଥା କହିବୁ । ବହୁତ କମ୍ ଲୋକ ଜାଣିଛନ୍ତି କି ଅମୃତା ସିଂ ସୈଫ୍ ଙ୍କୁ ଘରୁ ଲୁଚିକରି ବାହା ହୋଇଥିଲେ, ଯାହାପରେ ଦୁହେଁଙ୍କ ଘର ଲୋକେ ବହୁତ ନାରାଜ୍ ହେଲେ ,
ପରିବାରର ନାରାଜ ହେବାର ମୁଖ୍ୟ କାରଣ ଥିଲା କି ସୈଫ୍ ଅଲ୍ଲୀଙ୍କ ଠାରୁ ଅମୃତା ବୟସରେ ବଡ ହେବା , କୁହାଯାଏ କି ହିନ୍ଦୁ ପରିବାରରୁ ସଂମ୍ପର୍କ ରଖୁଥିବା ଅମୃତା ସୈଫ୍ ଙ୍କୁ ବିବାହ କରିବାପରେ ଇସଲାମ୍ ଧର୍ମ ଗ୍ରହଣ କରିନେଇଥିଲେ , ସୈଫ୍ ଓ ଅମୃତାଙ୍କ ଛୁଆ ସାରା ଅଲ୍ଲୀ ଖାନ୍ ଓ ଇବ୍ରାହିମ୍ ଅଲ୍ଲୀ ଖାନ୍ ଅଛନ୍ତି , କିନ୍ତୁ ଛାଡପତ୍ର ପରେ ଦୁହେଁଙ୍କ ଛୁଆ ଅମୃତାଙ୍କ ପାଖରେ ରହିଗଲେ , ସୈଫ୍ ୨୦୧୨ ରେ କରିନା କାପୁରଙ୍କୁ ବିବାହ କରିନେଲେ , ଆଜି ଦୁହେଁଙ୍କ ପାଖରେ ତୈମୁର୍ ଅଲ୍ଲୀ ଖାନ୍ ଅଛି ।
କହିଦେବୁ କି ନିଜ ପ୍ରଥମ ବିବାହ ସମୟରେ ସୈଫ୍ ଅଲ୍ଲୀ ଖାନ୍ ୨୧ ବର୍ଷର ଥିଲେ , ଯେବେ ସେ ନିଜଠାରୁ ୧୩ ବର୍ଷର ଅଭିନେତ୍ରୀ ଅମୃତା ସିଂଙ୍କୁ ବିବାହ ରଚାଇଲେ ବିବାହ ସମୟରେ ଅମୃତା ସିଂଙ୍କ ବୟସ ୩୪ ବର୍ଷର ଥିଲା, କୁହାଯାଉଛି ଯେବେ ସୈଫଙ୍କ କ୍ୟାରିୟରରେ ଆରମ୍ଭ ହୋଇନଥିଲା ତେବେ ଅମୃତା ନିଜ କ୍ୟାରିୟରର ଶୀର୍ଷରେ ଥିଲେ , ଖବର ମୁତାବିକ ସୈଫ୍ ଅଲ୍ଲୀ ଖାନ୍ ବିବାହ ନିଜ ଘର ଲୋକଙ୍କର ବିପକ୍ଷରେ ଯାଇ କରିଥିଲେ , ଯାହାପରେ ସେ ବହୁତ ଦିନ ଅମୃତାଙ୍କ ଘରେ ରହୁଥିଲେ , କିନ୍ତୁ ଦୁହେଁଙ୍କ ମଧ୍ୟରେ ଦୁରତା ଆସିବାରେ ଲାଗିଲା , ଓ ବିବାହର ୧୩ ବର୍ଷ ପରେ ଦୁହେଁ ଛାଡପତ୍ର ନେଇଯାଇଥିଲେ , ଛୁଆଙ୍କ ଦାୟିତ୍ୱ ଅମୃତା ନେଇଯାଈଥିଲେ , କିନ୍ତୁ ଆଜି ଅମୃତାଙ୍କ ଦୁହେଁ ଛୁଆ କରିନା ଓ ସୈଫଙ୍କ ସହ ଭଲ ସଂମ୍ପର୍କ ଅଛି ।
ସୈଫ୍ ଓ ଅମୃତାଙ୍କ ସାକ୍ଷାତ କଥା କହିଲେ ସେ ଦିଲ୍ଲୀରେ ଏକ ଫଟୋସୁଟ୍ ସମୟରେ ହୋଇଥିଲା, ଏକ ଟୀଭି ଇଣ୍ଟରଭ୍ୟୁରେ ଅମୃତା କହିଲେ କି ସୁଟ୍ ସମୟରେ ଯେବେ ସୈଫ୍ ତାଙ୍କ କାନ୍ଧରେ ହାତ ରଖିଲେ ସେ ସୈଫ୍ ଙ୍କୁ ବୁଲିକରି ଦେଖିଲେ , କାରଣ ସେ ସମୟରେ ସେ ତାଙ୍କ ସିନିୟର୍ ଥିଲେ , ତାପରେ ସେ ଦିନେ ଅମୃତାଙ୍କୁ ଡିନର୍ ପାଇଁ ଡକାଇଥିଲେ , ଅମୃତା ଏହା କହିକରି ମନାକରିଦେଲେ କି ସେ ଘରୁ ବାହାରକୁ ଯିବା ପସନ୍ଦ କରନ୍ତି ନାହିଁ , ଯାହାପରେ ଅମୃତା ସୈଫ ଙ୍କୁ ନିଜ ଘରକୁ ଡିନର୍ ପାଇଁ ଡକାଇଦେଇଥିଲେ , କହିଦେବୁ କି ସୈଫ୍ ଓ ଅମୃତାଙ୍କ ଛାଡପତ୍ର ଇଣ୍ତଷ୍ଟ୍ରିରେ ସବୁଠାରୁ ମହଙ୍ଗା ଛାଡପତ୍ର ବୋଲି ଜଣାଯାଏ , କାରଣ ସୈଫ୍ ଅମୃତାଙ୍କୁ ଆଲୁମିନି ହିସାବରେ ୫୦ କୋଟି ଟଙ୍କା ଓ ନିଜ ଅଧା ସଂମ୍ପତ୍ତି ଦେଇଥିଲେ , ଯାହା ପରେ ଦୁହେଁଙ୍କ ଛୁଆ ଦେଖାଶୁଣା କରିବାପାଇଁ ସବୁ ମାସ ୧ ଲକ୍ଷ ଟଙ୍କା ଦିଅନ୍ତି ।