February 6, 2025

Odia Express

Here, There and Everywhere

ଆଜି ସବୁଠୁ ମଜାଦାର୍ ଜୋକ୍ସ – ବାପଘରୁ ସ୍ତ୍ରୀ ସ୍ୱାମୀକୁ ଫୋନ୍ କରି କହିଲା- ଭଗବାନଙ୍କ ରାଣ , ତୁମ ବିନା ମୋର ମନ ଲାଗୁନି ଏଠି ତାପରେ ସ୍ୱାମୀ ଯାହା କହିଲେ ସ୍ତ୍ରୀ ଶୁଣିକି ଚମକି ପଡିଲେ..

1 min read

ହସିବା ସ୍ୱାସ୍ଥ୍ୟ ପାଇଁ ଫାଇଦାୟକ ହୋଇଥାଏ , ଏହି କଥା ଆମେ ସମସ୍ତେ ଶୁଣିଛେ , ହସିବାର ମଉକା କେହି ବି ଛାଡିବାକୁ ପସନ୍ଦ କରନ୍ତି ନାହିଁ , ଏହା ସ୍ୱାସ୍ଥ୍ୟ ପାଇଁ ଫାଈଦାଦାୟକ ହୋଇଥାଏ , ତାହା ସହ ସବୁ ଚିନ୍ତାଗୁଡିକ ଦୁର କରିଥାଏ , ଫିଲ୍ମ କଲ୍ ହୋ ନା ହୋରେ ଏହି ଲାଇନ୍ ନିଶ୍ଚିତ ଶୁଣିଥିବେ କି ସବୁବେଳେ ହସୁଥାଅ କେତେବେଳେ କାଲି ଥିବ କି ନଥିବ , ଛୋଟ ଏହି ଜୀବନକୁ ସମସ୍ତେ ଖୁସିରେ ଅତିବାହିତ କରିବା ଉଚିତ୍ , ଦିନେ ନା ଦିନେ ସମସ୍ତଙ୍କୁ ମରିବାର ଅଛି , କିନ୍ତୁ ଏବେ ପ୍ରଶ୍ନ ଉଠୁଛି କି କିପରି ଖୁସି ରହିପାରିବା , ଯଦି ଆପଣ ଖୁସି ରହିବାର କୌଣସି କାରଣ ଖୋଜୁଛନ୍ତି ,ତେବେ ଆଜି ଆମେ ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଛି, ଯାହାକୁ ପଢିଲେ ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ସେହି ମଜାଦାର୍ ଜୋକ୍ସର ସିଲସିଲା ।

୧)ଗାର୍ଲଫ୍ରେଣ୍ତ- ପିଇକି ଆସିବନି, ବହୁତ ଆକ୍ସିଡେଣ୍ଟ୍ ହେଉଛି । ବୟଫ୍ରେଣ୍ତ୍- ଥ୍ୟାଙ୍କ୍ ୟୁ ତୁମେ ମୋର କେତେ ଧ୍ୟାନ ରଖୁଛ ! ସାଙ୍ଗ-ପିଇକରି ଗାଡି ଚଲାଇବୁନି, ବହୁତ ଆକ୍ସିଡେଣ୍ଟ୍ ହେଉଛି , ବନ୍ଧୁ- ଶଳା ବାପାକୁ ଶିଖାନି ।

୨) ଜନେ ବ୍ୟକ୍ତିର ସ୍ତ୍ରୀ ବାପଘର ଯାଇଥିଲା , ସ୍ତ୍ରୀ ସ୍ୱାମୀକୁ ଫୋନ୍ ରେ ଯେବେ ତୁମର କଥା ମୋର ମନେ ପଡେ ତେବେ ତୁମର ଫଟୋ ଦେଖିନିଏ , ସ୍ୱାମୀ- ଆଚ୍ଛା ମୋର ଆବାଜ୍ ଶୁଣିବାପାଇଁ କଣ କର? ସ୍ତ୍ରୀ-କିଛି ନାହିଁ , କୁକୁରଙ୍କୁ ଗୋଈଁଠା ମାରିଦିଏ ।

୩) ହ୍ୱାଟ୍ସଆପ୍ ଇନଷ୍ଟାଲ୍ କରିବାପରେ ବାପା ପୁଅକୁ ମେସେଜ୍ କଲେ , ହଇରେ ଜୋକ୍ସ ପଠା, ପୁଅ- ଏବେ ମୁଁ ପଢୁଛି , ଟିକିଏ ସମୟ ପରେ ବାପା- ମସ୍ତ ଥିଲା ଆହୁରି ପଠା ।

୪) ଶିକ୍ଷକ- ଚନ୍ଦ୍ର ପୃଷ୍ଠରେ ପ୍ରଥମ ଅବତରଣ କିଏ କରିଥିଲେ ? ପପୁ-ନିଲ୍ ଆର୍ମଷ୍ଟ୍ରଙ୍ଗ୍ , ଶିକ୍ଷକ- ଆଉ କିଏ ? ପପୁ- ଆଉଜଣେ ସେହି ରଖିଥିବେ ସେଠି ଆଉ କଣ କବାଡି ଖେଳିବାକୁ ଯାଈଥିଲେ କି ??

୫) ସ୍ୱାମୀ ୧୨ ବର୍ଷ ପରେ ଜେଲ୍ ରୁ ମୁକୁଳିଲା, ମଇଳା କପଡାରେ ଥକିକରି ଘରେ ପହଞ୍ଚିଲା,  ସ୍ତ୍ରୀ-କେଉଁଆଡେ ବୁଲୁଥିଲ , ଏତେ ଡେରି? ୨ ଘଣ୍ଟାପୁର୍ବରୁ ତ ରିହା ହେଲ ନା? ଏହା ଶୁଣିକରି ସ୍ୱାମୀ-ଆଉଥରେ ଜେଲ୍ ଚାଲିଗଲା ।

୬) ଏକ ବହୁତ ଅସୁନ୍ଦର କଳା ସ୍ୱାମୀ ନିଜ ସ୍ତ୍ରୀକୁ-  ଆମର ଛୁଆ ଭଲ ସୁନ୍ଦରଟେ ହେବା ଦରକାର , ସ୍ତ୍ରୀ- ଶୁଣ ହୋ ଭଲ ସେ ଶୁଣିନିଅ, ଛୁଆ ଭଲ ହେବା ଦରକାର ଠିକ୍ ପରେ ମୋତେ ଆଉ କହିବ ନାହିଁ ।

୭) କରିନା କାପୁର୍ ବାବା ରାମଦେବଙ୍କୁ ପଚାରିଲେ –ସୁନ୍ଦର ଝିଅ ଗାଧୋଇବା ପୁର୍ବରୁ କଣ ଲଗାଇବା ଉଚିତ୍ , ବାବା ରାମଦେବ କହିଲେ-ବାଥରୁମ୍ ର ଶିଙ୍କୁଳି  ।

୮) ଗୋଟେ ରାତିରେ ଭିଣେଇ ତାର ଶାଳି ସହ ରୋଡ୍ ରେ ବୁଲୁଥିଲା,  ଭିଣେଇ ଶାଳିକୁ ଚାଲ ଆଜି ତୁମ ଦିଦିକୁ ବାହା ହୋଇ ମୋତେ ବହୁତ ବଡ୍ ଫାଇଦା ହେଲା,  ଶାଳୀ କଣ ଫାଇଦା? ଭିଣେଇ ମୋର ସବୁ ଭୁଲ୍ ର ଦଣ୍ତ ବଞ୍ଚିବା ସମୟରେ ମିଳିଗଲା ।

୯) ଭାରତରେ ଯଦି ରାସ୍ତାରେ ବରଯାତ୍ରୀ ଚାଲୁଥିବ ତ ଓ ସାମ୍ନାରେ ବସ୍ କିମ୍ବା କାର୍ ଆସିଗଲେ ବରଯାତ୍ରୀରୁ ୧୫ ଜଣ ଲୋକ ତୁରନ୍ତ୍ ଟ୍ରାଫିକ୍ ପୋଲିସ୍ ହୋଇ ଆସିଯାଆନ୍ତି ।

୧୦) ଦିନେ ଚମ୍ପୁ ନାମକ ଏକ ହାତି ଝିଅମାନଙ୍କର୍ ବେଶ ଧରି ପୋଲ ପାର୍ କରୁଥିଲା , ଓ ତାହା ଉପରେଏକ ମୁଷା ବସିଥିଲା,  ଯେପରି ଚମ୍ପୁ ହାତି ପୋଲର୍ ଅଧାରେ ପହଞ୍ଚିଲା,  ପୋଲ ଦୋହଲିଲା,  ମୁଷା- ଚମ୍ପୁ ହାତିକୁ- ପୋଲର ଆରପଟକୁ ବାହାରିଯିବ ନା ମୁଁ ଓହ୍ଲାଇବି ??

୧୧) ବାଘ ପରି ବଞ୍ଚୁଥିଲେ ଯେବେ ପର୍ଯ୍ୟନ୍ତ କିଛି ଆୟ ନଥିଲା,  ଯେବେ କମାଇବା ଆରମ୍ଭ କରିଦେଲୁ ଜୀବନ ଶେରୁ ପରି ହୋଇଗଲା ,

୧୨) ସ୍ତ୍ରୀ –ଶୂଣ ହୋ, ପେପରରେ ଗୋଟିଏ ଖବର ଆସିଛି କି ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ବିକ୍ରି କରିଦେଲା,  ସ୍ୱାମୀ-ଓହଃ କେତେ ରେ ? ସ୍ତ୍ରୀ-ଏକ ସାଇକେଲ୍ ବଦଳରେ – ସ୍ତ୍ରୀ-ତୁମେ ଏମିତି କରିବନି ତ ? ସ୍ୱାମୀ_ ମୁଁ ଏତେ ବି ମୁର୍ଖ ନୁହେଁ< ତୁମର ବଦଳରେ ତ କାର୍ ଆସିପାରିବ ।

୧୩) ବାପଘରୁ ସ୍ତ୍ରୀ ସ୍ୱାମୀକୁ ଫୋନ୍ କରି କହିଲା- ଭଗବାନଙ୍କ ରାଣ ତୁମ ବିନା ମୋତେ ଏଠି କିଛି ଭଲ ଲାଗୁନାହିଁ , ସ୍ୱାମୀ-ଆରେ ପାଗେଳି, ଯଦି ମନ ଲାଗୁନି ତେବେ ଷ୍ଟାର୍ ପ୍ଲସ୍ କିମ୍ବା ସୋନି ଲଗାଇକରି ଦେଖି ଦେ , ସେ ବି ଚ୍ୟାନେଲ୍ ନା, ତାହାପରେ ସ୍ତ୍ରୀ କେବେ ଆଉ ବିଷୟରେ କିଛି କହିଲା ନାହିଁ ।

Leave a Reply

Your email address will not be published. Required fields are marked *