November 22, 2024

Odia Express

Here, There and Everywhere

ଆଜିର ୧୦ଟି ମଜାଦାର୍ ଜୋକ୍ସ : ଜଣେ ମହିଳା ନିଜ ପ୍ରେମିକ ସହ ବୁଲୁଥିଲା , ଏତିକି ବେଳେ ତାହାର ସ୍ୱାମୀ ଆସିଗଲା ତାପରେ ଯାହା ହେଲା ଜାଣିଲେ ହସିବେ ଆପଣ…

1 min read

ହସିବା ଆମର ଜୀବନରେ କେତେ ଜରୁରୀ ହୋଇଥାଏ ତାହା ଆପଣ ସମସ୍ତଙ୍କୁ ଜଣାଥିବ , ସେମିତି ଆପଣଙ୍କୁ କହିଦେବୁ କି ଆଜି କାଲି କର୍ମବ୍ୟସ୍ତ ଜୀବନ ମଧ୍ୟରେ ଚିନ୍ତା ଏତେ ବଢିଯାଇଛି ଯାହା କମ୍ ସେ କମ୍ ଲୋକ ଖୁସିରେ ଅଛନ୍ତି , ଚିନ୍ତା ଭରା ଏହି ଜୀବନ ମଧ୍ୟରେ ସମସ୍ତେ ନିରାଶ ହୋଇ ରହିଛନ୍ତି , ଓ ବହୁତ ଲୋକ ଏହି ଚିନ୍ତାଗ୍ରସ୍ତ କାରଣରୁ ରୋଗାକ୍ରାନ୍ତ ହୋଇପଡୁଛନ୍ତି , ଏଥିପାଇଁ ଯଦି ଆପଣ ଡାକ୍ତରଙ୍କ ଉପଦେଶ ଶୁଣିବେ ତେବେ ସେମାନେ କହନ୍ତି କି ଏକ ସୁସ୍ଥ୍ୟ ଲାଇଫ୍ ବଞ୍ଚିବାପାଇଁ ହସିବା ଓ ଖୁସି ରହିବା ବହୁତ ଜରୁରୀ ହୋଇଥାଏ , ଆଜି ଆମେ ଆପଣଙ୍କୁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆପଣଙ୍କ ଚିନ୍ତାକୁ ଦୁର କରିବାରେ ସହାୟକ ହେବ । ଆସନ୍ତୁ ଜାଣିବା ସେହି ମଜାଦାର୍ ଜୋକ୍ସଗୁଡିକ ବିଷୟରେ ।

ପପୁ- ସାର୍ ମୋର ସ୍ୟାଲେରୀ ବଢାଇଦିଅନ୍ତୁ । ମୋର ବିବାହ ହୋଇସାରିଛି । ମାଲିକ- ଫ୍ୟାକ୍ଟ୍ରି ବାହାରେ ହେଉଥିବା ଦୁର୍ଘଟଣାରେ ଫ୍ୟାକ୍ଟ୍ରି ଦାୟୀ ହୁଏ ନାହିଁ ।

ବୋହୁ-ମା- ଆଜି ଖାଇବା ଆପଣ ବନାଇଦେବେ, ମୋର ମୁଣ୍ତ ବିନ୍ଦା ପ୍ରବଲ ହେଉଛି । ଶାଶୁ- ବହୁତ ମିଛ କହୁଛୁ, ମୁଁ କରିଦେଇଛି କେତେବେଳୁ, ବୋହୁ –ଆପଣଙ୍କୁ କେମିତି ଜଣାଥିଲା କି ମୁଁ ମିଛ କହୁଛି ବୋଲି ? ଶାଶୁ- କାରଣ ଶାଶୁ ବି କେବେ ବୋହୁ ଥିଲା ।

ଜର୍ଜ- ଚୋରକୁ- ସମସ୍ତଙ୍କ ଆଖି ସାମ୍ନାରୁ ତୁ ଦୋକାନରୁ ଜିନିଷ ଚୋରି କଲୁ କଣ ପାଇଁ ? ଚୋର- ଛାଡନ୍ତୁ ସାର୍, ଆପଣଙ୍କ ଭଲ ଚାକିରି ଅଛି , ଭଲ ଦରମା ପାଉଛନ୍ତି , ତୁମେ କଣ କରିବ ଜାଣିକରି , ଜର୍ଜ ବେହୋସ୍ ।

ସାନ୍ତା- ଆଜି ମୁଁ ପାଣିକୁ ବୋକା ବନାଇଦେଲି ଓ ପାଣିକୁ ଗରମ କରିଦେଲି , ପାଣି ଭାବିଥିବ କି ଏବେ ମୁଁ ଗାଧୋଇବି କିନ୍ତୁ ମୁଁ ଗାଧୋଇଲି ନାହିଁ । ବାନ୍ତା- ଆରେ ମୁଁ ଆଜି ପୁରା ପରିବାରକୁ ବୋକା ବନାଇଦେଲି, ବାଥରୁମ୍ ରେ ଗାଧୋଇବାପାଇଁ ଗଲି କପଡା ବଦଳାଇକରି ବାହାରକୁ ଚାଲି ଆସିଲି,

ଶିକ୍ଷକ- ତୁମେ କାଲି ସ୍କୁଲ୍ କଣ ପାଇଁ ଆସିନଥିଲ ? ଛାତ୍ର- ସାର୍ କାଲି ମୋର ଘରେ ପୁଜା ଥିଲା। ଶିକ୍ଷକ –ତେବେ ତା ପରଦିନ କଣ ପାଇଁ ଆସିଲ ନାହିଁ ? ଛାତ୍ର- ସାର୍ ପରଦିନ ମୋର ଘରେ ପ୍ରିୟା ଥିଲା । ଶିକ୍ଷକ- ଏବେ ବେହୋସ୍ ।

ଥରେ ସାନ୍ତା ୨୦ ଲକ୍ଷର ଲଟେରି ଜିତିଲା , ସାନ୍ତା-ଲଟେରି ବାଲାର ପାଖକୁ ଗଲା , ନମ୍ବର ମିଳାଇବାପରେ ଲଟେରି ବାଲା କହିଲା- ଠିକ୍ ଅଛି ସାର୍, ଆମେ ଆପଣଙ୍କୁ ଏକ ଲକ୍ଷ ଟଙ୍କା ଦେବୁ ଓ ବାକି ୧୯ ଲକ୍ଷ ଆପଣ ୧୯ଟି ସପ୍ତାହରେ ନେଇପାରିବେ । ସାନ୍ତା-  ନା ମୋତେ ପୁରା ପଇସା ଦରକାର, ନହେଲେ ମୋର ପାଞ୍ଚ ଟଙ୍କା ଫେରାଇଦିଅ ।

ଥରେ ଜଣେ ମହିଳା ନିଜ ପ୍ରେମିକ ସହ ବୁଲୁଥିଲା , ଏତିକି ବେଳେ ତାର ସ୍ୱାମୀ ଚାଲି ଆସିଲା, ଓ ତାର ପ୍ରେମିକକୁ ପିଟିବାକୁ ଲାଗିଲା,  ମହିଳା- ମାର ଶଳାକୁ ନିଜ ସ୍ତ୍ରୀକୁ ତ ବୁଲାଇପାରୁନି, ଅଲଗା ସ୍ତ୍ରୀକୁ ବୁଲାଇବାକୁ ନେଇ ଆସୁଛି, ଏତିକିରେ ପ୍ରେମିକ ଜୋଶରେ ଆସିଗଲା ଓ ସେ ତାର ସ୍ୱାମୀକୁ ପିଟିବାକୁ ଲାଗିଲା,  ମହିଳା-ମାର୍ ଶଳାକୁ ନା ନିଜେ ବୁଲାଇବାକୁ ନେଇକି ଯାଉଛି, ଓ ନା ହିଁ କାହାକୁ ବୁଲାଇବାକୁ ଛାଡୁଛି ।

ଟିଟି ସାନ୍ତାକୁ କହିଲା- ନିଜ ଟିକେଟ୍ ଦେଖାଅ, ସାନ୍ତା-ସାର୍ ନିଅନ୍ତୁ । ଟିଟି- ଏଇଟା ତ ଲିଫାଫାରେ ଲଗାଯାଉଥିବା ଟିକେଟ୍ ଅଟେ , ସାନ୍ତା-ତେବେ କଣ ହେଲା- ଯେବେ ଲିଫାଫାରେ ଏଇ ଟିକେଟ୍ ପୁରା ଦୁନିଆଁ ବୁଲିପାରୁଛି, ତେବେ ଏହି ଟିକେଟ୍ ରେ ମୁଁ କଣ ସହର ବୁଲିପାରିବି ନାହିଁ ?

ଗୋଟେ ଛୋଟ ଛୁଆ ନିଜ ପଡୋଶୀର ଡୋର୍ ବେଲ୍ ବଜାଏ ଓ କହେ , ଆଣ୍ଟି ମମି କହିଛନ୍ତି କି ଚିନି ଦିଅନ୍ତୁ , ଆଣ୍ଟି ସେତେବେଳେ ହସିକରି କହେ , ଭଲ , ଆଉ କଣ କହିଲା ତୋର ମା ? ଛୁଆ- ଯଦି କୁତିଆ ନଦିଏ ତେବେ ପାଖ ପଡୋଶୀ ଆଣ୍ଟି ଠୁ ଆଣିବୁ ।

ସାନ୍ତାର ଦେହ ଖରାପ ହୋଇଗଲା , ଡାକ୍ତର-ମଦ ପିଇବୁନି, ସାନ୍ତା- ଡାକ୍ତର ସାର୍ ଗୋଟେ ପ୍ୟାଗ୍ ନେଇପାରିବି ତ , ଡାକ୍ତର- ଚାଲ୍ ଗୋଟେ ପ୍ୟାଗ୍ ନେଇଯିବୁ, ତାପର ଦିନ ସାନ୍ତା ଦୁଇ ପ୍ୟାଗ୍ ନେଇ ଯାଇଥିଲା,  ସ୍ତ୍ରୀ-ଡାକ୍ତର ତ ତୁମକୁ ଗୋଟିଏ ପ୍ୟାଗ୍ ମାରିବାକୁ କହିଥିଲେ , ସାନ୍ତା- ତୁ ଚୁପକର ମୁଁ ଗୋଟେ ପ୍ୟାଗର ରିସିପ୍ଟ ଡାକ୍ତରକୁ କହି ବନାଇନେଇଛି ।

Leave a Reply

Your email address will not be published. Required fields are marked *