କିନ୍ନରଙ୍କୁ ଦାନ କରିବା ଆଗରୁ ପ୍ରଥମେ ଏହି କଥାର ଧ୍ୟାନ ଦିଅନ୍ତୁ, ଯଦି ଦାନରେ ଏହି ବସ୍ତୁ ଦେଇଦେବେ ତେବେ…
1 min readସବୁ ଧର୍ମରେ ଦାନ ଦେବା ଏବଂ ଅନ୍ୟମାନଙ୍କ ସହାୟତା କରିବା କୁ ବିଶେଷ ମହତ୍ଵ ଦିଆଯାଇଛି। ଏହା ମାନ୍ୟତା ଅଛି ଯେ ଦାନ କରିବା ଦ୍ଵାରା ଆଶୀର୍ବାଦ ମିଳିଥାଏ ଏବଂ ଘରେ ସୁଖ-ସମୃଦ୍ଧି ବନିରହେ। କିନ୍ତୁ ଶାସ୍ତ୍ରରେ ଦାନ କରିବାକୁ ନେଇ ମଧ୍ୟ ଅନେକ ପ୍ରକାର ନିୟମ କାନୁନ ତିଆରି ହୋଇଛି, ଯାହା ଅନୁସାରେ ଆପଣଙ୍କୁ କେଉଁ ଜିନିଷ ଦାନ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ ଏକଥା ଉପରେ ବିଶେଷ ଧ୍ୟାନ ଦିଆଯାଇଛି ।
କଥା କହିବୁ କିନ୍ନର ମାନଙ୍କର ତ ଘରେ କୌଣସି ଖୁସି ପରିବେଶ ବେଳେ ବିବାହ ବ୍ରତ ଠାରୁ ନେଇ ଛୁଆ ଜନ୍ମ ପର୍ଯ୍ୟନ୍ତ ପ୍ରତ୍ୟେକ ଖୁସିରେ ଏମାନଙ୍କୁ ପଇସା ଦିଆଯାଏ, ଏମାନଙ୍କୁ ଦାନ ଦେବା ଦ୍ଵାରା ମିଳୁଥିବା ଆଶୀର୍ବାଦର ବିଶେଷ ମହତ୍ଵ ଥାଏ ସେଠାରେ ଏମାନଙ୍କର ଅଭିଶାପ ମଧ୍ୟ ସେତିକି ପ୍ରଭାବୀ ହୋଇଥାଏ। ଏଥିପାଇଁ ଲୋକମାନେ ଏମାନଙ୍କୁ ଘରୁ ଅସନ୍ତୁଷ୍ଟ କରି ଫେରାଇ ଦେବାରୁ କ୍ଷାନ୍ତ ରହନ୍ତି ଏବଂ ଏମାନଙ୍କୁ ଖୁସି କରି ଘରୁ ବିଦା କରନ୍ତି। କିନ୍ତୁ କିନ୍ନର ମାନଙ୍କୁ ଦାନ କରିବାର ମଧ୍ୟ କିଛି ନିୟମ ରହିଛି, କିଛି ଏପରି ବସ୍ତୁ ରହିଛି ଯାହାକୁ ଯଦି ଆପଣ କିନ୍ନରଙ୍କୁ ଦାନ କରିବେ ତ ଆପଣଙ୍କ ଜୀବନରେ ବିଘ୍ନ ବଢିପାରେ ।
ଝାଡୁ: ହିନ୍ଦୁ ଧର୍ମରେ ଝାଡୁ କୁ ଲକ୍ଷ୍ମୀଙ୍କର ପ୍ରତୀକ କୁହାଯାଏ, ଏମିତିରେ କିନ୍ନରଙ୍କୁ କେବେ ଦାନ ଆକାରରେ ବ୍ୟବହୃତ ଝାଡୁ କିମ୍ବା ନୂଆ ଝାଡୁ କିଣିକି ଦିଅନ୍ତୁ ନାହିଁ, ଏପରି କରିବା ଦ୍ଵାରା ଆପଣଙ୍କ ଘରର ଲକ୍ଷ୍ମୀ ତାଙ୍କ ପାଖକୁ ଚାଲିଯିବେ ଏବଂ ଆପଣଙ୍କ ଘରୁ ତାଙ୍କର ବାସ ହଟିଯିବ । ଘରେ ସମୃଦ୍ଧି ହେବ ନାହିଁ,ଅଯଥା ଖର୍ଚ୍ଚ ହେବ ଯାହାଦ୍ୱାରା ଆପଣ ସଞ୍ଚୟ ମଧ୍ୟ କରିପାରିବେ ନାହିଁ । ଆପଣଙ୍କ ପଖାଉ ଆସୁଥିବା ଧନ କେବେ ରହିବ ନାହିଁ କୌଣସି ନା କୌଣସି ରୂପରେ ଖର୍ଚ୍ଚ ହୋଇଯିବ ।
ସ୍ଟୀଲ ବାସନ: କିନ୍ନରଙ୍କୁ ଭୁଲରେ ମଧ୍ୟ ସ୍ଟୀଲ ଇତ୍ୟାଦିର ବାସନ ଦାନ କରିବେ ନାହିଁ, ଏପରି କୁହାଯାଏ ଯେ ସେମାନଙ୍କୁ ସ୍ଟୀଲ ର ବାସନ ଦାନ କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଶାନ୍ତି ଦୂରେଇ ଯାଏ। ଏବଂ ଘରେ ଲଢେଇ ଝଗଡା ବଢିଯାଏ ।
ପୁରୁଣା ପୋଷାକ: ଆମେ ପ୍ରାୟତଃ ପୁରୁଣା ଏବଂ ପିନ୍ଧି ସାରିଥିବା ପୋଷାକକୁ ଦାନ କରିଦେଇଥାଉ ଯାହା କୌଣସି ଆଶାୟୀଙ୍କର କାମ ଆସେ କିନ୍ତୁ କିନ୍ନରଙ୍କୁ କେବେ ମଧ୍ୟ ଭୁଲରେ ପୁରୁଣା ପୋଷାକ ଦାନ କରିବା ଉଚିତ ନୁହେଁ , ସେମାନଙ୍କୁ ସବୁବେଳେ ନୂଆ ପୋଷାକ ଦାନ କରିବା ଉଚିତ। ଏପରି କୁହାଯାଏ ଯେ ସେମାନଙ୍କୁ ପୁରୁଣା ପୋଷାକ ଦାନ କରିବା ଦ୍ଵାରା ଆପଣଙ୍କ ପରିବାରରେ ଅନେକ ପ୍ରକାର ଅସୁବିଧା ଆସିଥାଏ ।
ତେଲ ର ଦାନ: ଶନିବାର ଦିନ ସୋରିଷ ତେଲ ର ଦାନ କରିବା ଶୁଭ ହୋଇଥାଏ, ଏପରି ମାନ୍ୟତା ରଚିଚି ଯେ ଏପରି କରିବା ଦ୍ଵାରା ଦୁର୍ଭାଗ୍ୟ ଏବଂ ଦରିଦ୍ରତା ଦୂର ହୋଇଯାଏ, କିନ୍ତୁ ଯଦି ଆପଣ କିନ୍ନରଙ୍କୁ ସୋରିଷ ତେଲ ଦାନ କରିବେ ତେବେ ଆପଣଙ୍କୁ ଏହାର ବିପରୀତ ଫଳ ପ୍ରାପ୍ତ ହୋଇଥାଏ।