June 26, 2025

Odia Express

Here, There and Everywhere

ଏହି ଚମତ୍କାର ଜିନିଷକୁ ପାଣିରେ ମିଶେଇ ପିଅନ୍ତୁ,ନିରୋଗ ହୋଇଯିବେ ଆପଣ..

ଏହି ଚମତ୍କାର ଜିନିଷକୁ ପାଣିରେ ମିଶାଇ ଗରମ କରି ୪ ଦିନ ପିଅନ୍ତୁ, ଆପଣଂକୁ ପେଟ ଜନିତ ତଥା ହୃଦୟ ଜନିତ କିଛି ବି ରୋଗ ହେବ ନାହିଁ।ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଜିନିଷ ତିଆରି କରି ଦେବୁ,ଯାହାକୁ ପିଇଲେ ଆପଣ ସମ୍ପୂର୍ଣ ନିରୋଗ ହୋଇଯିବେ।ଆଉ ଫ୍ରେଣ୍ଡସ ଆମେ ଯେଉଁ ଚମତ୍କାର ଜିନିଷ କଥା କହୁଛୁ ସେ ପେଟ ରୋଗ,ହୃଦ ରୋଗ ଆଉ ସୁଗର ଭଳି ରୋଗରୁ ମୁକ୍ତି ମିଳିଯିବ।ବହୁତ ଆଗରୁ ଏହାର ବ୍ୟବହାର ସୁଗର,କୋଲେଷ୍ଟ୍ରଲ ଭଳି ରୋଗର ଔଷଧ ଭଳି ବ୍ୟବହାର କରାଯାଏ।ଯଦି ଆପଣ ଏହି ଜିନିଷ ଟିକୁ ସବୁବେଳେ ପାଣିରେ ମିଶେଇ ପିଉଛନ୍ତି,ତେବେ ଆପଣଂକୁ ସୁଗାର ଭଳି ରୋଗ କେବେ ହେଲେ ହେବ ନାହିଁ। ଆପଣଙ୍କୁ ଯଦି ଡାୟାବେଟିସ ରୋଗ ହୋଇଛି କିମ୍ବା କୋଲେଷ୍ଟ୍ରଲ ସମସ୍ୟା ରହୁଛି ତେବେ ଏହାକୁ ପିଅନ୍ତୁ,ଆପଣଙ୍କ ସବୁ ସମସ୍ୟା ଦୁର ହେଇଯିବ।ଆପଣଙ୍କୁ ହାଟ ଆଟାକ କେବେ ଆସିବ ନାହିଁ। ଅନେକ ରୋଗରୁ ମୁକ୍ତି ମିଳିପାରିବ ଏହି ଚମତ୍କାର ଜିନିଷରୁ। ଯଦି ଆପଣ କିଛି ରୋଗରୁ ମୁକ୍ତି ପାଇବା ପାଇଁ ଔଷଧ ଖାଉଛନ୍ତି,ତେବେ ତା ସହ ଏହାକୁ ବି ଖାଆନ୍ତୁ। ଦେଖିବେ ଏବେ ଔଷଧ ଠାରୁ ମଧ୍ୟ ଅଧିକ ଜୋରରେ କାମ କରିବ।

ଏହା ମଧ୍ୟ ଲୋକଙ୍କ ମୋଟାପଣକୁ ଦୁର କରିଥାଏ।ହଜମ ପକ୍ରିୟା କୁ ଠିକ କରିଦିଏ।ନିଜର ଇଂମୁନିଟି ପାୱାର ବା ରୋଗ ସହ ଲଢେ଼ଇ କରିବାର ଶକ୍ତି ଆମ ଭିତ ରେ ବହୁତ ବଢ଼ାଇ ଦିଏ।ଯେଉଁଠି ପାଇଁ ଆପଣ ସବୁ ପ୍ରକାର ର ରୋଗ ଓ ଭାଇରସ ଠାରୁ ନିଜ କୁ ରକ୍ଷା କରି ପାରନ୍ତି।ଆଉ ଏହି ଜିନିଷ କୁ ତିଆରି କରିବା ପାଇଁ ଦୁଇଟି ଜିନିଷ ଆବଶ୍ୟକ ମାତ୍ର।ଆଉ ଏହାକୁ ବନେଇ ସାରି ପିବା ମାତ୍ରେ ଆପଣ ସବୁ ରୋଗରୁ ମୁକ୍ତି ପାଇପାରିବେ।ତା ଆସନ୍ତୁ ଜାଣିବା କେମିତି ଆପଣ ନିଜ ଘରେ ଏହି ଚମତ୍କାରି ଜିନିଷକୁ ତିଆରି କରିପାରିବେ।

ଏହି ଜିନିଷ ତିଆରି କରିବାର ମୁଖ୍ୟ ଉପାଦାନ ହେଉଛି ଅର୍ଜୁନ ର ଛାଲ। ଏହା ଏକ ଗଛର ଛାଲ। ଯାହା ବଜାରରେ ଆପଣ ମାନଙ୍କୁ ମିଳିଯିବ। ଆଉ ମଧ୍ୟ ଏହା ରାସ୍ତା କଡରେ ମିଳିଯିବ। ଏହାର ୨୦ ଟଙ୍କିଆ ପାଉଡର ଆପଣଙ୍କୁ ଏକ ମାସ ଲାଗିଯିବ। ଆଉ ଆପଣ ମାନେ ତ ଜାଣିଥିବେ ଏହି ଅର୍ଜୁନର ଛାଲ ରୁ ବହୁତ ଔଷଧ ପ୍ରସ୍ତୁତ ହୁଏ। ଏତେ ଉପକାରୀ ଏହି ଜିନିଷ।ହୃଦ ରୋଗୀ ଙ୍କ ପାଇଁ ଏହା ତ ଏକ ବରଦାନ।

ଆଉ ଦ୍ୱିତୀୟ ଉପାଦାନ ହେଉଛି ଡାଲଚିନି। ଆପଣ ମାନେ ତା ଡାଲଚିନି ର ଉପକାର ବିଷୟରେ ଜାଣିଥିବେ।ଏହା ମସଲା ମାନଙ୍କର ରାଣୀ। ଏହି ଦୁଇଟି ଜିନିଷ ଅଟେ ଉପକାରୀ ତ ଭାବନ୍ତୁ ଏହି ଦୁଇଟି କୁ ମିଶେଇ ଦେଇ ଯେଉଁ ଜିନିଷ ତିଆରି ହେବ ତାହା କେତେ ଉପକାରୀ ହୋଇପାରିବ।

ଏହାକୁ ତିଆରି କରିବା ପାଇଁ ସର୍ବ ପ୍ରଥମେ ଗୋଟେ ପାତ୍ର କୁ ରେ ଗୋଟେ ଗିଲାସ ପାଣି ନେଇ ଏହାକୁ ଗରମ କରନ୍ତୁ।ଏହା ପରେ ଗୋଟେ କିମ୍ବା ଦୁଇଟା ଅର୍ଜୁନ ର ଛାଲ କୁ ନେଇ ସେଥିରେ ପକାନ୍ତୁ। ଏହା ପରେ ଡାଲଚିନି ର ଏକ ଚିମୁଟା ସେଥିରେ ମିଶେଇ ଦିଅନ୍ତୁ। ଆଉ ସେତେବେଳ ପର୍ଯ୍ୟନ୍ତ ଗରମ କରନ୍ତୁ ଯେତେବେଳେ ପର୍ଯ୍ୟନ୍ତ ଅଧା ଗିଲାସ ପାଣି ବାଷ୍ପ ନ ହୋଇଛି। ଏହା ପରେ ପତ୍ର ରୁ ସେ ଜିନିଷ ଟିକୁ ଆଣି ଛାଣି ଏକ ଗ୍ଲାସ ସେ ରଖିଦେବ। ଆଉ ପ୍ରତ୍ୟେକ ସକାଳୁ ଖାଲି ପେଟରେ ଏହାକୁ ସେବନ କରିବ। ୩୦ମିନିଟ ପର୍ଯ୍ୟନ୍ତ କିଛି ଖାଇବେ ନାହିଁ।ଦେଖିବେ ସବୁ ସମସ୍ୟା ଆପଣଙ୍କ ଦୁର ହୋଇଯିବ।

Leave a Reply

Your email address will not be published. Required fields are marked *