June 27, 2025

Odia Express

Here, There and Everywhere

କଣ ପାଇଁ ବ୍ଲେଡ଼ ର ଡିଜାଇନ ଆଜି ଯାଏ ବଦଳି ନାହିଁ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ..

ସେଭିଙ୍ଗ ଠାରୁ ଚୁଟି କଟା ଯାଇଁ ସବୁଥିରେ ବ୍ଲେଡ଼ ର ବ୍ୟବହାର କରାଯାଇଥାଏ। କିନ୍ତୁ ଆପଣ କଣ କେବେ ଭାବିଛନ୍ତି କି ବ୍ଲେଡ଼ କୁ କଣ ପାଇଁ ଏପରି ବନାଯାଇଛି। ବ୍ଲେଡ଼ ବନେଇବା ପାଇଁ ଏତେ କମ୍ପାନୀ ଅଛନ୍ତି ତଥାପି କିଏ ବି କଣ ପାଇଁ ତାର ଡିଜାଇନ ବଦଳି ନାହାନ୍ତି।ତେବେ ସେବେ ଠାରୁ ଆଜି ପର୍ଯ୍ୟନ୍ତ କଣ ପାଇଁ ବ୍ଲେଡ଼ ର ଡିଜାଇନ ବଦଳି ନାହିଁ?କଣ ଏହାର କାରଣ ହୋଇପାରେ? ବାସ୍ତବରେ ୟା ପଛର କାରଣ ହଉଛି ଜିଲେଟ କମ୍ପାନୀ। ଏହି କମ୍ପାନୀ ବ୍ଲେଡ଼ ତିଆରି କରିବା ଆରମ୍ଭ କରିଥିଲା ।ତେବେ ଆସନ୍ତୁ ଜାଣିବା ଆଜି ଯାଇଁ ବ୍ଲେଡ଼ ର ଡିଜାଇନ କଣ ପାଇଁ ବଦଳି ନାହିଁ।ଜିଲେଟ କମ୍ପାନୀର ସଂସ୍ଥା ରେ କିଙ୍ଗ କ୍ୟାମ୍ପ ଜିଲେଟ ୧୯୦୧ ରେ ନିଜ ସାଙ୍ଗ ଉଇଲିୟମ ନିକର୍ଷନ ଙ୍କ ସହ ମିଶିକି ବ୍ଲେଡ଼ ର ଡିଜାଇନ ବନାଇଥିଲେ।ସେହି ସମୟରେ ବ୍ଲେଡ଼ ର ଡିଜାଇନ ସେହିପରି ଥିଲା ଯେମିତି ଆମେ ଦେଖୁଛୁ।କିଙ୍ଗ କ୍ୟାମ୍ପ ଜିଲେଟ ତାର ଡିଜାଇନ କରିସାରିବା ପରେ ତାକୁ ପେମେଣ୍ଟ କରାଇଦେଲେ ଏବଂ ୧୯୦୪ ରେ ଏହାର ଉତ୍ପାଦନ ଆରମ୍ଭ କରିଦେଲେ ।

୧୯୦୧ ରେ  ଜିଲେଟ ନାମର କମ୍ପାନୀ ଯିଏକି ରେଜର ଏବଂ ବ୍ଲେଡ଼ ର ଆରମ୍ଭ କରିଥିଲା। ସେହି ସମୟରେ ରେଜର ରେ ବ୍ଲେଡ଼ ଫୋଲଡ଼ ଦ୍ଵାରା ପୁରାଯାଉଥିଲା।ଏଥିପାଇଁ ବ୍ଲେଡ଼ ମଝିରେ ଏପରି ଖାସ ପ୍ରକାର ର ଡିଜାଇନ କରାଯାଇଛି।ସବେପ୍ରଥମେ ଜିଲେଟ ଏକ ବ୍ଲୁ ଜିଲେଟ ନାମରେ ବ୍ଲେଡ଼ ର ଉତ୍ପାଦନ କରିଥିଲେ। ୧୯୦୪ ରେ ପ୍ରଥମ ଥର ୧୬୫ ଟା ବ୍ଲେଡ଼ ପ୍ୟାକେଟ ବନାଯାଇଥିଲା।ଏହା ପରେ ବ୍ଲେଡ଼ ବନେଇବାର ଅନ୍ୟ କମ୍ପାନୀ ଆସିଲା କିନ୍ତୁ ସେମାନେ ବ୍ଲେଡ଼ ବନେଇବାରେ ସେହି ପୁରୁଣା ଡିଜାଇନ କୁ କପି କେରିଥିଲା କାରଣ କମ୍ପାନୀ ପାଖରେ ଏହି ପ୍ରୋବ୍ଲେମ ଥିଲା କି ରେଜର ଖାଲି ଜିଲେଟ କମ୍ପାନୀ ର ହିଁ ଆସୁଥିଲା । ସେଥିପାଇଁ ରେଜରରେ ବ୍ଲେଡ଼ ଫୀଟ କରିବା ପାଇଁ ସେହି ପୁରୁଣା ଡିଜିଇନ କରିବାକୁ ପଡୁଥିଲା ।


୧୮୯୦ ରେ ଜିଲେଟ କମ୍ପାନୀ ସଂସ୍ଥା ର କିଙ୍ଗ କ୍ୟାମ୍ପ ଜିଲେଟ ବୋତଲ ର ଠିପି କମ୍ପାନୀ ରେ ସେଲସ ମ୍ୟାନ ରୂପେ କାମ କରୁଥିଲେ। ସେ ବୋତଲ ର ଠିପି କୁ ଦେଖି ଭାବିଥିଲେ ଲୋକମାନେ ଏହାକୁ ବ୍ୟବହାର କରି ଫୋପାଡ଼ି ଦେଉଛନ୍ତି ତଥାପି ଏହି ଛୋଟ ଜିନିଷ କୁ ଏତେ ବଡ କମ୍ପାନୀ ଚାଲୁଛି ।ସେଥିପାଇଁ ସେ ଏପରି ଗୋଟିଏ ଜିନିଷ ବନେଇବା ପାଇଁ ଭାବିଲେ ଯୋଉଟା କି ଲୋକମାନଙ୍କ ପାଇଁ ଶସ୍ତା ହେବ ଏବଂ ଲୋକମାନେ ତାକୁ ବ୍ୟବହାର କରିବା ଦ୍ୱାରା ତାକୁ ଫୋପାଡ଼ି ଦେବେ।

ସେହି ସମୟରେ ଲୋକମାନେ ଉସ୍ତ୍ରେ ରେ ସେଭିଙ୍ଗ କରୁଥିଲେ। ସେଥିରେ ସେଭିଙ୍ଗ କରିବା ବହୁତ ଖତରନାକ ଥିଲା ଏହା ସହ ଏଥିରେ ସେଭିଙ୍ଗ କରିବା ପାଇଁ ବହୁୟ ସମୟ ଲାଗୁଥିଲା।କିଙ୍ଗ କ୍ୟାମ୍ପ ଜିଲେଟ ଉସ୍ତ୍ରେ ର ବିକଳ୍ପ କରିବା ବାହାର କରିବା ପାଇଁ ଚାହିଁଲେ ଏବଂ ୨ ଧାର ଵାଲା ନିରାପତ୍ତା ରେଜର ବନାଇଲେ।୧୯୦୧ ମସିହା ଡିସେମ୍ବର ମାସରେ ସେ ତାଙ୍କର ଡିଜାଇନକୁ ପେଟେଣ୍ଡ କରାଇଦେଲେ ଏବଂ ୧୯୦୪ ରେ ପ୍ରଥମ ଥର ୧୬୫ ଟା ବ୍ଲେଡ଼ ପ୍ୟାକେଟ ବନାଯାଇଥିଲା ଏହା ପରେ ତାକୁ ମାର୍କେଟରେ ବିକ୍ରି ପାଇଁ ପଠାଯାଇଥିଲା।ତେବେ ଏହା ଥିଲା ଆଜିର କଥା। ଯଦି ଭଲ ଲାଗିଚି ଲାଇକ କରି ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *