June 27, 2025

Odia Express

Here, There and Everywhere

ଆସନ୍ତୁ ଜାଣିବା ବାଦାମ ତେଲର ଲାଭ ବିଷୟରେ ? ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ..

1 min read

ଆଜି ଆପଣ ବାଦାମ ତେଲର ଏମିତି ଚମତ୍କାର ଫାଇଦା ବିଷୟରେ ଜାଣି ଆପଣଙ୍କ ନିଜ ଉପରେ ଆପଣ ବିଶ୍ୱାସ କରିପାରିବେ ନାହିଁ।ଏହା ଆପଣ ମାନଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଫାଇଦା ଅଟେ। ଆଉ ଆପଣ ଏହା ବିଷୟରେ ଜାଣିକରି ଆପଣ ଆଜିଠାରୁ ଏହାର ପ୍ରୟୋଗ ଆରମ୍ଭ କରିଦେବେ।ଆଜ୍ଞା ବାଦାମ ଖାଇବା ଶରୀର ପାଇଁ ଯେତିକି ଦରକାର ଏବଂ ଉପକାରୀ ହୋଇଥାଏ ସେହିପରି ବାଦାମ ର ତେଲ ମଧ୍ୟ ଆମ ଶରୀରର ପାଇଁ ବହୁତ ଅଧିକ ମହତ୍ୱପୂର୍ଣ୍ଣ ହୋଇଥାଏ।ବାଦାମ ତେଲରେ ଭିଟାମିନ-ଏ, ଭିଟାମିନ-ବି, ଏବଂ ଭିଟାମିନ-ଈ ପରି ପୋଷକତତ୍ୱ ବହୁତ ଅଧିକ ମାତ୍ରାରେ ମିଳିଥାଏ।ଏବେ ଆସନ୍ତୁ ଜାଣିବା ବାଦାମ ତେଲର ପ୍ରୟୋଗ ଦ୍ଵାରା ହେଉଥିବା ଚମତ୍କାର ଫାଇଦା ବିଷୟରେ।ବାଦାମ ତେଲର ପ୍ରତିଦିନ ନିୟମିତ ଭାବେ ପ୍ରୟୋଗ କରିବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ।ବାଦାମ ଖାଇବା ଦ୍ଵାରା ଆମ ମସ୍ତିଷ୍କ ଖୁବ୍ ଚଞ୍ଚଳ,ମନଯୋଗୀ ଏବଂ କ୍ରୀୟାଶୀଳ ହୋଇଥାଏ। ବାଦାମ ତେଲର ପ୍ରତିଦିନ ର ପ୍ରୟୋଗ ଆମ ବୁଦ୍ଧି ଏବଂ ସ୍ନାୟୁ ପାଇଁ ବହୁତ ପ୍ରଭାବଶାଳୀ ଏବଂ ଫାଇଦା ହୋଇଥାଏ।

ବାଦାମ ତେଲକୁ ମୁଣ୍ଡରେ ମାଲିସ୍ କରିବା ଦ୍ଵାରା ବାଳ ର ସମସ୍ୟା ଦୂର ହୋଇଥାଏ। ବାଳ ଝଡ଼ିବା, ବାଳ ଜଲ୍ଦୀ ପାଚିବା ଏ ସବୁ ସମସ୍ୟା ବନ୍ଦ ହୋଇଯାଇଥାଏ।ବାଦାମ ତେଲକୁ ମୁହଁ ରେ ମସାଜ୍ କରିବା ଦ୍ଵାରା ମୁହଁ ରେ ଚମକ ଆସିଥାଏ। ବାଦାମ ର ତେଲ ମଧ୍ୟ ଆଖିର ଚାରିପାଖରେ ଥିବା କଳାପଣ ପାଇଁ ମଧ୍ୟ ପ୍ରୟୋଗ କରାଯାଏ।ବାଦାମ ର ତେଲ ଦ୍ଵାରା ଆଖିର ଚାରିପାଖ ମସାଜ୍ କରିବା ଉଚିତ୍ ଏହା ଦ୍ଵାରା ଆଖିର ରଶ୍ମି ମଧ୍ୟ ବଢ଼ିଥାଏ। ବାଦାମ ତେଲର ପ୍ରତିଦିନ ନିୟମିତ ଭାବେ ମୁହଁ ରେ ମସାଜ୍ କରିବା ଦ୍ଵାରା ମୁହଁ ରେ ଚମକ ଆସିବା ସହିତ କଳାପଣ ଦୂର ହୋଇଥାଏ।

ବାଦାମ ତେଲର ପ୍ରତିଦିନ ପ୍ରୟୋଗ କରିବା ଦ୍ଵାରା ପେଟର ସମସ୍ୟା ଏବଂ ପେଟରେ ହେଉଥିବା ଗ୍ୟାସ୍ଟିକ୍ ପରି ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ। ବାଦାମ ତେଲର ପ୍ରୟୋଗ କରିବା ଦ୍ଵାରା ମୁହଁ ରେ ଜଲ୍ଦୀ ଦାଗ ଏବଂ ଭାଙ୍ଗ ପଡ଼ିନଥାଏ। ଯଦି ଆପଣଙ୍କର ନଖ ଭଲଭାବରେ ନ ବଢୁଛି ଏଥିପାଇଁ ମଧ୍ୟ ବାଦାମ ତେଲର ମସାଜ୍ କରିବା ଉଚିତ୍। ଯଦି ଶରୀରରେ କୈାଣସି ସ୍ଥାନରେ ଖଣ୍ଡିଆ କିମ୍ବା ଘା ହୋଇଯାଇଥାଏ ତେବେ ବାଦାମ ତେଲର ପ୍ରୟୋଗ କରିବା ଦ୍ଵାରା ଏହା ବହୁତ ଶୀଘ୍ର ଭଲ ହୋଇଯାଇଥାଏ।

ବାଦାମ ତେଲର ପ୍ରୟୋଗ ଫାଟି ଯାଇଥିବା ଓଠ ପାଇଁ ବହୁତ ଲାଭଦାୟକ ହୋଇଥାଏ। ବାଦାମ ତେଲର ମାଲିସ୍ ଯୁବତୀ ମାନେ ସ୍ଥନ ବଢାଇବା ପାଇଁ ମଧ୍ୟ ପ୍ରୟୋଗ କରିପାରିବେ। ବାଦାମ ତେଲର ମାଲିସ୍ ମୁଣ୍ଡରେ କରିବା ଦ୍ଵାରା ଆପଣଙ୍କ ବାଳ ଲମ୍ବା ଏବଂ ଘନ ହୋଇଥାଏ। ବାଦାମ ତେଲ ମସ୍ତିଷ୍କ ଏବଂ ସ୍ନାୟୁ କୋଷ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହା ବୌଦ୍ଧିକ ଉର୍ଜ୍ବା ବଢାଇଥାଏ, ଦୀର୍ଘାୟୁ ବନାଇଥାଏ। ମିଠା ବାଦାମ ସେବନ କରିବା ଦ୍ଵାରା ମାଂସପେଶୀୟ ରେ ହେଉଥିବା ବିନ୍ଧା ଦରଜ ପରି ସମସ୍ୟା କୁ ଦୂର କରିବା ସହିତ ତୁରନ୍ତ ଆରାମ୍ ପ୍ରଦାନ କରିଥାଏ।

ବାଦାମ ତେଲର ପ୍ରୟୋଗ କରିବା ଦ୍ଵାରା ଆମ ଶରୀରର ରଙ୍ଗରେ ଉଜ୍ଜ୍ୱଳତା ଆଣିଥାଏ ଏବଂ ତ୍ବଚା କୁ ସୁନ୍ଦରତା ପ୍ରଦାନ କରିଥାଏ। ଏହା ସହିତ ତ୍ବଚା ର ହଜିଯାଇଥିବା ରଙ୍ଗ ଏବଂ ସୁନ୍ଦରତା କୁ ଫେରେଇ ଆଣିବାରେ ମଧ୍ୟ ବାଦାମ ତେଲ କୁ ମଧ୍ୟ ବହୁତ ସର୍ବୋତ୍ତମ ମନାଯାଇ ଥାଏ। ସୁଧ ବାଦାମ ତେଲ ଅଳସ ଏବଂ ଦୁର୍ବଳତା କୁ ଦୂର କରିଥାଏ। ଏହା ସହିତ ଆଖିର ଦୃଷ୍ଟିଶକ୍ତି କୁ ଠିକ୍ କରିଥାଏ ଏବଂ ସ୍ନାୟୁ ର ଦରଜ ମଧ୍ୟ ଦୂର କରିଥାଏ। ଭିଟାମିନ-ଡି ରେ ଭରି ହୋଇ ରହିଥିବା ବାଦାମ ତେଲ ପିଲାମାନଙ୍କର ଅସ୍ତି ର ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ। ବାଦାମ ତେଲ ଦ୍ଵାରା ରୂପି ଦୂରେଇଯିବା ସହ ବାଳକୁ ଭଲ ଚମକ୍ ମିଳିଥାଏ। ବାଦାମ ତେଲ କୁ ଶରୀରର ବାହାରେ ପ୍ରୟୋଗ କରାଯାଉ ଅଥବା ଏହାକୁ ସେବନ କରାଯାଉ ଏହା ସବୁ ରୋଗ ପାଇଁ ରାମବାଣ ରୂପେ କାମ କରିଥାଏ।

ପ୍ରତିଦିନ ରାତିରେ ଅଢେ଼ଇ ଗ୍ରାମ ଅର୍ଥାତ୍ ୨.୫ ଗ୍ରାମ ଅଳ୍ପ ଉଷୁମ କ୍ଷୀରରେ ୫ ରୁ ୧୦ ମିଲିଲିଟର ବାଦାମ ତେଲ ଭଲଭାବରେ ମିଶାଇ କରି ଏହାର ସେବନ କରିବା ଦରକାର। ଯାହା ଆପଣଙ୍କ ତ୍ବଚା କୁ ସଫା, ସୁନ୍ଦର ଏବଂ ନରମ ବନାଇ ଥାଏ ଏହାକୁ ଆପଣ ଦେହରେ ମଧ୍ୟ ଲଗାଇ ପାରିବେ। ଗାଧେଇବା ର ୨ ରୁ ୩ ଘଣ୍ଟା ପୂର୍ବରୁ ଏହାକୁ ଦେହରେ ଲଗାଇବା ଆଦର୍ଶ ମନାଯାଇ ଥାଏ। ବାଦାମ ତେଲର ପ୍ରୟୋଗ ନା କେବଳ ବାଳ ପାଇଁ ଉପକାରୀ ଅଟେ ବରଂ ଏହା ମଧ୍ୟ ମସ୍ତିଷ୍କ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ସପ୍ତାହରେ ଥରେ ବାଦାମ ତେଲର ମାଲିସ୍ କରିବା ଦ୍ଵାରା ନିତ୍ୟାନ୍ତ ଆବଶ୍ୟକ। ବାଦାମ ତେଲ ପେଟରେ ହେଉଥିବା ବିଭିନ୍ନ ପ୍ରକାରର ରୋଗର ସମସ୍ୟା କୁ ଦୂର କରିବା ସହିତ ପେଟରେ ହେଉଥିବା କ୍ୟାନ୍ସର ଭଳି ଦୁଃସାଧ୍ୟ ରୋଗକୁ ଦୂର କରିବା ରେ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ।

ବାଦାମ ତେଲର ନିୟମିତ ଭାବେ ସେବନ କରିବା ଦ୍ଵାରା କୋଲେଷ୍ଟ୍ରୋଲ ସ୍ତରରେ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଅର୍ଥାତ୍ ଏହା ଆମର ହୃତପିଣ୍ଡ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ତେଣୁ ଏବେ ଆପଣମାନେ ବାଦାମ ତେଲର ପ୍ରୟୋଗ କରି ଏହା ଦ୍ଵାରା ମିଳୁଥିବା ବିଭିନ୍ନ ପ୍ରକାରର ଫାଇଦା ର ଲାଭ ଉଠାଇବା ସହ ଆପଣଙ୍କ ଶରୀରକୁ ସୁସ୍ଥ କରିପାରିବେ।

Leave a Reply

Your email address will not be published. Required fields are marked *