June 21, 2025

Odia Express

Here, There and Everywhere

କେମିତି ଦୁଇ ଦିନ ମଧ୍ୟରେ ଘରୋଇ ଉପଚାରରେ ଆଖିର ଦୃଷ୍ଟି ଶକ୍ତିକୁ ପନ୍ଦର ଗୁଣା ବଢ଼େଇ ପାରିବା

ଆଖି ଆମ ଶରୀରର ଗୋଟେ ମୁଖ୍ୟ ଅଙ୍ଗ ଅଟେ । ଯେଉଁଥିରେ ଖରାପ ଆସିଗଲେ ଶରୀର ପୁରା ଅଧୁରା ରହିଯାଏ , ବହୁତ ସମୟରେ ଏହା ଦେଖାଯାଏ କି ସାଧାରଣତଃ ଲୋକ ମାନେ ଚୁଟି ,ଶରୀର, ମୁଂହ ଏବଂ ଶରୀରର ଅନ୍ୟ ଅଙ୍ଗ ଗୁଡିକର ଯତ୍ନ ନେଇଥାନ୍ତି କିନ୍ତୁ ଆଖି ପାଇଁ ସେମାନେ ବିଶେଷ କିଛି କରି ନଥାନ୍ତି ଆଉ ସେଥିପାଇଁ ବୟସ ସହ ଆଖିରର ଦୃଷ୍ଟି ଶକ୍ତି କମିବାରେ ଲାଗିଥାଏ ଯାହାକି ଉଚିତ ନୁହେଁ।ବେଳେ ବେଳେ କମ ବୟସରେ ମଧ୍ୟ ଆଖି ଖରାପ ହୋଇଥାଏ। ଯାହାକି ଦିନକୁ ଦିନ ବଢିବାରେ ଲାଗିଥାଏ , ଯାହାର ମୁଖ୍ୟ କାରଣ କମ୍ପୁଟର,ଟିଭି,ମୋବାଇଲ ଏବଂ ଏହା ସହ ପ୍ରଦୂଷଣ ବି ଅଟେ। ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାଚାର କହିବାକୁ ଯାହା ଦ୍ଵାରା ଆପଣ ଆପଣଙ୍କ ଆଖି ଦୃଷ୍ଟ ଶକ୍ତି ମାତ୍ର ଦୁଇ ଦିନରେ ପନ୍ଦର ଗୁଣା ବଢାଇ ପାରିବେ । ତେବେ ଚାଲନ୍ତୁ ଜାଣିବା କେମିତି ଘରୋଇ ଉପଚାର ରେ ଦୃଷ୍ଟି ଶକ୍ତି ବଢାଇବା ।


ଏଥିପାଇଁ ଆପଣଙ୍କୁ ଦୁଇଟି ଉପାୟ ଆପଣେଇବାକୁ ହେବ ପ୍ରଥମ ଟି ହେଲା ପ୍ରଥମେ ଆମେ କିଛି କାର୍ଲିଫୋନିଆ ବାଦାମ, ମିଶ୍ରି ଏବଂ ମେଥି ନେବା । ଆପଣଙ୍କୁ ଏହି ତିନୋଟି ଜିନିଷ ଦରକାର, ପ୍ରଥମେ ଆପଣ କଣ କରିବେ ନା ସାତୋଟି ବାଦାମ ନେବେ ତା ପରେ ପାଞ୍ଚ ଗ୍ରାମ ମେଥି , ଏବଂ ପାଞ୍ଚ ଗ୍ରାମ ନେବେ ମିଶ୍ରି, ଏହା ପରେ ଏହି ତିନୋଟି ଜିନିଷକୁ ମିଶାଇ କୁଟି ଦେବେ, ଭଲ ଭାବେ କୁଟି ଦେଲା ପରେ ଏହାକୁ ମିଶ୍ରଣ କରିଦେବେ ଏବଂ ସେହି ତିନି ପ୍ରକାର ଜିନିଷର ମିଶ୍ରଣକୁ ରାତିରେ ଶୋଇଲା ସମୟରେ ଖିରରେ ମିଶାଇ ପିଇବେ, ଏହି ଉପାୟଟି ମାତ୍ର ଦୁଇ ଦିନ ରାତିରେ କରନ୍ତୁ ।


ଦ୍ଵିତୀୟ ଉପାୟ ଟି ସକାଳେ ଆପଣ ଆପଣେଇବେ ଯାହା ପାଇଁ ଆପଣଙ୍କୁ ଦରକାର ସୁଦ୍ଧ ଦେଶୀ ଗାଈ ଘିଅ। ଭାରତରେ ଘିଅର ବ୍ୟବହାର ଖାଲି ଖାଇବା ନୁହେଁ ବରଂ ପୂଜା ପାଠରେ ମଧ୍ୟ ଦରକାର ହୋଇଥାଏ, ଘିଅ ଖାଇଲେ ଦେହରେ ଶକ୍ତି ବଢିଥାଏ କାହିଁକି ନା ଏଥିରେ ବହୁତ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ ଏହା ଆମ ହୃଦୟ ପାଇଁ ମଧ୍ୟ ବହୁତ ଉପକାରୀ ଅଟେ ଏବଂ ଏହା ସହ ଦୃଷ୍ଟି ଶକ୍ତି ମଧ୍ୟ ବଢିବା ସହିତ ଏଥିରେ ବହୁତ ପ୍ରକାର ଭିଟାମିନ ମଧ୍ୟ ରହିଛି ଯାହା ଆମ ଶରୀରର ପ୍ରତି ରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ ।

ଆପଣଙ୍କୁ ଘିଅକୁ ମାଲିସ କରି ମଧ୍ୟ ଵ୍ୟଵହାର କରି ପାରିବେ, ଆପଣ ଏହାକୁ କାନ ପାଖରେ ଦଶ ମିନିଟ ପର୍ଯ୍ୟନ୍ତ ମାଲିସ କରିବାକୁ ପଡିବ ଏବଂ ପାଦରେ ଏହାକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଭଲ ଭାବେ ମାଲିସ କରନ୍ତୁ । ଏହି ଦୁଇ ଉପାୟକୁ ଆପଣକୁ ଆପଣେଇବାକୁ ପଡିବା । ଯଦି ଆପଣ ଏହି ଉପାୟକୁ ଦିନରେ ଏବଂ ରାତିରେ ଅପଣାଉଛନ୍ତି ଏବଂ ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ କରୁଛନ୍ତି ଏହା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତିକୁ ପନ୍ଦର ଗୁଣ ନିଶ୍ଚିତ ଭାବେ ବଢ଼ାଇଦେବ। ଏହି ଦୁଇ ଉପାୟ କଲେ ଆଖିର ଦୃଷ୍ଟି ଶକ୍ତି ବଢି ଥାଏ ଏବଂ ଆପଣଙ୍କୁ ଆଗ ଅପେକ୍ଷା ଭଲ ଲାଗିବ।

Leave a Reply

Your email address will not be published. Required fields are marked *