June 21, 2025

Odia Express

Here, There and Everywhere

ମୋତି ଭଳି ଚମକିବ ଆପଣଙ୍କର ହଳଦିଆ ଦାନ୍ତ କେବଳ ଏହି ଘରୋଇ ଉପାୟ ଦ୍ୱାରା – ଏହି ନୂଆ ଉପାୟ ଏବେ କରିଦିଅନ୍ତୁ..

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଆବଶ୍ୟକୀୟ ହେବାକୁ ଯାଉଛି। ଆଜି ଆମେ ଆପଣଙ୍କ ପାଖରେ ଦାନ୍ତ ଚମକାଇବାର କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଆଉ କେଉଁଠି ବି ଦେଖିବାକୁ ମିଳି ନପାରେ। ଆମକୁ ବି ଏହି ଉପାୟ କିଛି ଦିନ ତଳେ ହି ଜଣା ପଡିଲା ଆଉ ଆମେ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହେଇଗଲୁ କି ତାହା ଏତେ ପ୍ରଭାବଶାଳୀ ଥିଲା। ଆଉ ସବୁଠୁ ବଡ ଜିନିଷ ହେଉଛି କି ଏହା କରିବା ପାଇଁ ଆପଣଙ୍କୁ ବାସ ଗୋଟେ ହି ଜିନିଷ ର ଆବଶ୍ୟକତା ଅଛି।

ଏହି ଜିନିଷ ଆପଣଙ୍କୁ ଏହି ଋତୁ ମାନଙ୍କରେ ବହୁତ ସହଜରେ ମିଳି ଯାଇ ପାରିବ। ଏହାର ନାମ ହେଉଛି ଷ୍ଟ୍ରବେରୀ। ଆଜ୍ଞା ହଁ ଆପଣଙ୍କୁ ବାସ କରିବାର ଏହା ଅଛି କି ଗୋଟେ ହି ଷ୍ଟ୍ରବେରୀ ନେଇକି ତାକୁ ନିଜର ଚାମଚ ରେ କୁଟି କୁଟି ତାର ପେଷ୍ଟ ବନେଇବାର ଅଛି ଆଉ ତାକୁ ଦାନ୍ତ ଘଷୁଥିବା ସମୟରେ ନିଜର ପେଷ୍ଟ ସହ ମିସେଇକି ଘଷିବାର ଅଛି। ଏହାଦ୍ୱାରା ଆପଣ ନିଜର ଦାନ୍ତ ପୁରା ସଫା କରି ପାରିବେ।

ଆପଣଙ୍କ ପାଖରେ ଏହାର ବୈଜ୍ଞାନିକ କାରଣ ବି ଅଛି। କାରଣ ଷ୍ଟ୍ରବେରୀ ମାନଙ୍କରେ ମାଲିକ ଏସିଡ ଭରପୁର ମାତ୍ରା ରେ ମିଳିଥାଏ ଯାହା କି ଆମ ଦାନ୍ତ ଧଳା କରିବାରେ ଭରପୁର ସହାୟକ ହେଇଥାଏ। ଆପଣ ଯେତେ ଯେତେ ବଡ ବଡ ଡକ୍ଟର ମାନଙ୍କ ପାଖକୁ ଯିବେ ସେମାନେ ବି ନିଜର ଦାନ୍ତ ସଫା କରିବା ପାଇଁ ମ୍ୟାଲିକ ଏସିଡ ହି ବ୍ୟବହାର କରୁଥିବେ। ଷ୍ଟ୍ରବେରୀ ରେ ଏହା ଭରପୁର ମାତ୍ରା ରେ ଥାଏ। ଏପରି କି ଆପଣ କିଛି ଷ୍ଟ୍ରବେର ଖାଇଲେ ବି ଏହାର ଫରକ ଆପଣ ପାଇପାରିବେ। ଏହା ଏକ ଭଲ ଉପାୟ ଅଟେ।

ବଜାରରେ ଆପଣଙ୍କୁ ବହୁତ ସାରା ଟୁଥ ପେଷ୍ଟ ମିଳିଯିବ ଆଉ ତାହା ଭିତରେ ଆପଣଙ୍କୁ ଦାନ୍ତ ସଫା କରିବାର ଜିନିଷ କମ ଆଉ ଦାନ୍ତକୁ ହାନି ପହଞ୍ଚାଇବାର କେମିକାଲ ବେସି ମିଳିବେ। ତେଣୁ ତାହା ବ୍ୟବହାର କରିବା ଦ୍ୱାରା ଦାନ୍ତ ଅଧିକ ଶୀଘ୍ର ଖରାପ ହେଇପାରେ,ତେଣୁ ଏହି କେମିକାଲ ଠାରୁ ଯେତେ ସମ୍ଭବ ଦୁରେଇ ରୁହନ୍ତୁ।

ଏହି ଉପାୟ ଦ୍ୱାରା ଆପଣ ବାସ ପାଞ୍ଚ ଦିନରେ ହି ଫରକ ଜାଣି ପାରିବେ। ତ ଏହା ଆପଣଙ୍କୁ ବହୁତ ସହଜରେ ଆଉ ବହୁତ ଭଲ ଉପାୟରେ କୌଣସି ବି ଯୁସ ଦୋକାନ ରେ ମିଳିଯିବ। ତ ବାସ କିଛି ପଇସା ଖର୍ଚ୍ଚ କରନ୍ତୁ। ଆଉ ଆପଣ ନିଜ ଦାନ୍ତର ସଫା କରିବା ବହୁତ ଭଲ ଭାବରେ କରିପାରିବେ। ଏହା ବହୁତ ଫାଇଦାମାନ ଅଟେ।

ଏମିତି ରେ ବିବାହ ସପ୍ତାହ ଆସୁଛି ତ ଆପଣ ନିଜର ହସ କୁ ସୁନ୍ଦର କରିବା ପାଇଁ ନିଜର ଦାନ୍ତ ସଫା କରିପାରିବେ। ଆଉ ନିଜର ହସ କୁ ସୁନ୍ଦର କରିପାରିବେ। ତ ଆପଣ ଚେଷ୍ଟା କରନ୍ତୁ ଆଉ ଦେଖନ୍ତୁ ଏହାର ଫଳ।

Leave a Reply

Your email address will not be published. Required fields are marked *