June 27, 2025

Odia Express

Here, There and Everywhere

ଏହି ଚାରି ନାମ ଝିଅଙ୍କୁ ମିଳିଥାଏ ସୁନ୍ଦର ଆଉ ମନ ମୁତବକ ସ୍ୱାମୀ – ଦେଖନ୍ତୁ ଆପଣଙ୍କ ନାମ ସାମିଲ ଅଛି କି ଏଥିରେ..

1 min read

ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି କଥା କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ହେଇପାରେ। ଆଜି ଆମେ ଆପଣଙ୍କ ପାଖରେ ସେପରି କିଛି ଝିଅ ଙ୍କର ନାମ କହିବାକୁ ଯାଉଛୁ ଯେଉଁ ମାନଙ୍କୁ କି ସୁନ୍ଦର ଆଉ ମନ ଚାହା ସ୍ୱାମୀ ମିଳନ୍ତି। ବିବାହ କଥା ଉଠିବା କ୍ଷଣି ହି ସବୁ ଝିଅ ମାନଙ୍କ ମନ ରେ ବହୁତ ସାରା ଇଛା ତଥା ଅଭିଳାଷ ଜାଗି ଯିବାକୁ ଲାଗେ। ସେମାନେ ବାହିତ ଇଛା କରିବା ପରେ ତାଙ୍କର ମନ ଚାହା ସ୍ୱାମୀ ପାଇବାରେ ସକ୍ଷମ ହେଇ ଥାଆନ୍ତି। ସେମାନେ ଅନେକ କିଛି ଭାବିବା ପରେ ହି ତାଙ୍କ ପାଇଁ ମନ ଚାହା ଜୀବନ ସାଥି ଖୋଜିବାରେ ସକ୍ଷମ ହେଇ ଥାଆନ୍ତି। ମାତ୍ର କିଛି ରାଶି ମାନଙ୍କର ପ୍ରଭାବ ଏତେ ଥାଏ କି ତାଙ୍କୁ ତାଙ୍କ ମନ ଅନୁସାରେ ସ୍ୱାମୀ ମିଳି ଯାଇ ପାରେ। ଆଜି ଆମେ ଆପଣଙ୍କ ପାଖରେ ସେପରି ହି ଚାରିଟି ଝିଅ ଙ୍କର ନାମ କହିବାକୁ ଯାଉଛୁ ଯେଉଁ ମାନଙ୍କୁ କି ତାଙ୍କ ମନ ଅନୁସାରେ ସ୍ୱାମୀ ମିଳିଥାଏ ଯିଏ କି ହ୍ୟାଣ୍ଡସମ ବି ହେଇଥାଏ ତଥା ଗୁଣବାନ ବି ହେଇଥାଏ।

୧:A ନାମର ଝିଅ:  A ନାମ ଵାଲା ଝିଅ ଙ୍କୁ ବି ବହୁତ ହି ସୁନ୍ଦର ତଥା ଭଲ ବ୍ୟକ୍ତିତ୍ତ୍ୱ ଵାଲା ସ୍ୱାମୀ ମିଳି ଥାଏ। ଏମାନେ ସ୍ଵଭାଵ ରେ ଭଲ ହେଇ ଥାଆନ୍ତି ତଥା ତାଙ୍କ ସ୍ତ୍ରୀ ଙ୍କୁ ନଜର ରେ ଚଢ଼େଇକି ରଖନ୍ତି। ସେମାନେ ତାଙ୍କ ସ୍ତ୍ରୀ ଙ୍କ ଉପରେ କିଛି ବି ବିପଦ ଆଣିବାକୁ ଦେଇ ନଥାନ୍ତି। ଏମାନେ ସମସ୍ତଙ୍କ ଠୁ ଭିନ୍ନ ଧରଣର ଅଟନ୍ତି।

୨: ଦ୍ୱିତୀୟ ରେ ଆସେ P ନାମର ଝିଅ: ଏହି ନାମ ରଖିଥିବା ଝିଅ ଙ୍କୁ ବହୁତ ହି ସୁନ୍ଦର ତଥା ଗୁଣବାନ ପୁଅ ମିଳି ଥାଆନ୍ତି। ସେମାନେ ତାଙ୍କ ସ୍ତ୍ରୀ ଙ୍କୁ ବହୁତ ଭଲ ପାଇଥାନ୍ତି ତଥା ତାଙ୍କ ସ୍ତ୍ରୀ ଙ୍କର ସମସ୍ତ ଆବଶ୍ୟକତା ପୂରଣ କରି ଥାଆନ୍ତି। ଏମାନେ ନିଆରା ଅଟନ୍ତି।

୩: S ନାମର ଝିଅ: S ନାମ ଥିବା ଝିଅ ଙ୍କୁ ବି ବହୁତ ସୁନ୍ଦର ତଥା ଗୁଣ ବାନ ପୁଅ ମିଳନ୍ତି। ତାଙ୍କ ସ୍ବାମୀ ତାଙ୍କ ସ୍ତ୍ରୀ ଙ୍କୁ ନିଜ ନଜର ରେ ବସେଇକି ରଖନ୍ତି ଆଉ ସେ ଯାହା ବି କୁହନ୍ତି ତାଙ୍କ ସ୍ବାମୀ ତାକୁ ପୁରା କରନ୍ତି।

୪: M ନାମର ଝିଅ: ଶେଷ ରେ ଏହି M ନାମ ଵାଲା ଝିଅ ଙ୍କର ସ୍ୱାମୀ ବି ବହୁତ ହି ସୁନ୍ଦର, ଗୁଣବାନ ତଥା ହୋସିଆର ଥାଆନ୍ତି। ସେମାନେ ଅନେକ ଗୁଣ ର ଅଧିକାରୀ ବି ହେଇଥାନ୍ତି ଆଉ ତାଙ୍କ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି। ସାଧାରଣ ଭାବେ ଏମାନେ ଟିକେ ସାବଧାନ ଅଟନ୍ତି ଏବଂ ସବୁକାର୍ଯ୍ୟକୁ ସୁଚାର ରୂପେ ସମ୍ପୂର୍ଣ୍ଣ କରିବାର କ୍ଷମତା ରଖନ୍ତି।

Leave a Reply

Your email address will not be published. Required fields are marked *