October 17, 2024

Odia Express

Here, There and Everywhere

ମଜାଦାର ପ୍ରଶ୍ନ – କେଉଁ ଜିନିଷ ବିଲରେ ସବୁଜ,ବଜାର ରେ କଳା ଓ ଘରକୁ ଆସି ବ୍ୟବହାର ପରେ ନାଲି ହେଇଯାଏ ? ବୁଦ୍ଧିମାନ ହେଇଥିଲେ ଉତ୍ତର କୁହନ୍ତୁ ..

1 min read

ଆଜିକାଲି ସବୁ ପରୀକ୍ଷାରେ ସାଧାରଣଜ୍ଞାନ ପ୍ରଶ୍ନର ମହତ୍ତ୍ୱ ଅଧିକ ରହିଛି।ସେଥିପାଇଁ ସମସ୍ତଙ୍କୁ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକ।ଆଜି ଆମେ ଜାଣିବା ୟୁପିଏସି, ଆଇପିଏସ, ଆଇଏସ ଭଳି ପରୀକ୍ଷାରେ ପଚରାଯାଉଥିବା କିଛି ପ୍ରଶ୍ନ ଓ ଉତ୍ତର।ତେବେ ଆସନ୍ତୁ ଜାଣିବା।ଏହି ସବୁ ପ୍ରଶ୍ନ ଜାଣିବା ଅତ୍ୟନ୍ତ ଆବଶ୍ୟକ କାରଣ କାରଣ ଆପଣ ଯାହା ଭାବୁଥିବେ ସେହି ଭଳି ପ୍ରଶ୍ନ ବଡ଼ ବଡ଼ ପରୀକ୍ଷାର ଇଣ୍ଟରଭିଉରେ ଆସିନଥାଏ।ସେଠାରେ ଏହି ଭଳି ପ୍ରଶ୍ନ ଆସିଥାଏ।

ଅଧିକାଂଶ ଛାତ୍ର ଓ ଛାତ୍ରୀଙ୍କ ଇଛା ଥାଏ ସେମାନେ ଆଇଏସ ହେବେ।ସେମାନେ ଭାବିଥାନ୍ତି ଏହି ପ୍ରଶ୍ନ ସବୁ କୌଣସି ବହିରୁ ଆସିବ।କିନ୍ତୁ ଆଇଏସ ଇଣ୍ଟରଭିଉର ଏଭଳି ପ୍ରଶ୍ନ ପଚରାଜାଏ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।ସେହିଭଳି କିଛି ପ୍ରଶ୍ନ ଆମେ ଆପଣଙ୍କ ପାଇଁ ନେଇକି ଆସିଛି ଯାହାକୁ ଜାଣିବା ପରେ ଆପଣ ଜାଣି ପାରିବେ କେଉଁ ଭଳି ପ୍ରଶ୍ନ ଆଇଏସ ଇଣ୍ଟରଭିଉରେ ପ୍ରଚରାଯାଇଥାଏ ଏହା ଦ୍ୱାରା ଆପଣ ଭଲସେ ପ୍ରିପାର ହୋଇପାରିବେ।

ପ୍ରଶ୍ନ୧-ତାହା କେଉଁ ଜିନିଷ ଯାହା ଆପଣଙ୍କ ଆଖ ପାଖରେ ରହିଥାଏ କିନ୍ତୁ ଆପଣ ତାକୁ ଦେଖିପାରନ୍ତି ନାହିଁ?

ଉତ୍ତର-ପବନ

ପ୍ରଶ୍ନ୨-ଏପରି କେଉଁ ଜିନିଷ ଅଛି ଯାହାକୁ ଆମେ ଖାଇଥାଉ, ପିଇ ଥାଉ ଓ ଜଳାଇ ମଧ୍ୟ ଥାଉ?

ଉତ୍ତର-ନଡ଼ିଆ

ପ୍ରଶ୍ନ୩-ଏପରି କେଉଁ ଜିନିଷ ଯାହା ଆମେ ପିଇବା ପାଇଁ କିଣି ଥାଉ କିନ୍ତୁ ପିଇ ନଥାଉ ?

ଉତ୍ତର-କପ ବା ଗିଲାସ

ପ୍ରଶ୍ନ୪-ଏପରି କେଉଁ ଯିବ ଅଛି ଯିଏକି କେବେବି ନିଜ ମୁହଁରେ ପାଣି ପିଇ ନଥାଏ?

ଉତ୍ତର-ବେଙ୍ଗ

ପ୍ରଶ୍ନ୫-ସମୁଦ୍ର ଭିତରେ ତାପମାତ୍ରା କେତେ ରହିଥାଏ?

ଉତ୍ତର-୧ ଡିଗ୍ରୀ ସେଲସିଯସ

ପ୍ରଶ୍ନ୬-ଉଡାଜାହାଜ ର ସିଟର ରଙ୍ଗ ସବୁବେଳେ ନୀଳ କଣ ପାଇଁ ଥାଏ?

ଉତ୍ତର-ଧୂଳି ନ ଦିସିବା ପାଇଁ

ପ୍ରଶ୍ନ୭-କଣ ହେବ ଯଦି ଉଡାଜାହାଜ ଚାଲୁଥିବା ସମୟରେ ତାର କବାଟ ଖୋଲିଯିବତ?

ଉତ୍ତର-ଉଡାଜାହାଜ ଚାଲୁଥିବା ସମୟରେ ତାର କବାଟ ଖୋଲିନଥାଏ।

ପ୍ରଶ୍ନ୮-କେଉଁ ଦେଶର ସରକାର ପିଲା ଜନ୍ମ କରିବା ପରେ ପୁରସ୍କାର ଦେଇଥାଏ?

ଉତ୍ତର-ସିଙ୍ଗାପୁର

ପ୍ରଶ୍ନ୯-ଓପୋ କେଉଁ ଦେଶର କମ୍ପାନୀ ଅଟେ?

ଉତ୍ତର-ଚୀନ

ପ୍ରଶ୍ନ୧୦-ବର୍ତ୍ତମାନ ଅଳ୍ପ ଦିନ ପୂର୍ବରୁ କେଉଁ କ୍ରିକେଟର ସନ୍ୟାସ ନେଇଛନ୍ତି?

ଉତର-ଏମ ଏସ ଧୋନି

ପ୍ରଶ୍ନ୧୧-ଭଗବାନ ହନୁମାନ କେତେ ଗତିରେ ଉଡୁଥିଲେ?

ଉତ୍ତର-୬୬୦ କିଲୋମିଟର ପ୍ରତି ଘଣ୍ଟାରେ

ପ୍ରଶ୍ନ୧୨-ୟୁଟୁବ କେଉଁ ଦେଶର କମ୍ପାନୀ ଅଟେ?

ଉତ୍ତର-ଆମେରିକା

ପ୍ରଶ୍ନ୧୩-କଣ ପ୍ରଧାନମନ୍ତ୍ରୀ କୁ ବି ଅନ୍ୟ ଦେଶ ଯିବାପାଇଁ ଭିଜା ଆବଶ୍ୟକ ହୋଇଥାଏ?

ଉତ୍ତର-ହଁ

ପ୍ରଶ୍ନ୧୪-ଗୋଟେ ଟ୍ରେନ ର ଗୋଟିଏ ବଗିରେ କେତେ ଚକ ଥାଏ?

ଉତ୍ତର- ୬-୮

ପ୍ରଶ୍ନ ୧୫ – କେଉଁ ଜିନିଷ ବିଲରେ ସବୁଜ,ବଜାର ରେ କଳା ଓ ଘରକୁ ଆସି ବ୍ୟବହାର ପରେ ନାଲି ହେଇଯାଏ ?

ଉତ୍ତର – ଏହାର ସଠିକ ଉତ୍ତର ହେଲା ଚା ପତି

ଏହାକୁ ଅଧିକ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *