June 23, 2025

Odia Express

Here, There and Everywhere

ଏହି ବଲିଉଡ ହେରୋଇନ ବ୍ୟାଗ ନେଇକରି ପହଞ୍ଚିଲେ କୋଣାର୍କ ମନ୍ଦିର , ଆଉ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଏପରି ନାଚିଲେ ଯେ ଲୋକ ଅନେଇକି ରହିଗଲେ..

1 min read

ବୁଲିବା ସମସ୍ତଙ୍କୁ ପସନ୍ଦ ହୋଇଥାଏ , ଲୋକେ ନୁଆ ନୁଆ ଜିନିଷ ଓ ନୁଆ ନୁଆ ଜାଗାକୁ ବୁଲିବାକୁ ଆସନ୍ତି , ଅଧିକାଂଶ ଲୋକଙ୍କର ସ୍ୱପ୍ନ ହୋଇଥାଏ କି ସେମାନେ ପୁରା ଦୁନିଆଁ ବୁଲିବେ , ଲକ୍ ଡାଉନ୍ ଖୋଲିବାପରେ ଦେଶରେ ଅନଲକ୍ ପ୍ରକିୟା ଚାଲୁଛି, ଓ ଏହି ସମୟରେ ଲୋକ ଘରୁ ବାହାରିବା ଆରମ୍ଭ ହୋଇଗଲେଣି,  ଲୋକ ନିଜ ପସନ୍ଦର ଜାଗା ବୁଲିବା ଆରମ୍ଭ କରିଦେଲେଣି , ଟିଭି କଳାକାର ବି ନିଜ କାମକୁ ଫେରୁଛନ୍ତି , ଓ ଏହି ମଧ୍ୟରେ କିଛି କଳାକାର ନିଜ ଟ୍ରାଭେଲ୍ ର ଫଟୋ ସେୟାର୍ କରିଛନ୍ତି , ତାଙ୍କ ମଧ୍ୟରୁ ଅଭିନେତ୍ରୀ ଦିପିକା ସିଂ ଅଛନ୍ତି ।

ଏହି ଦିନରେ ସୋସିଆଲ୍ ମିଡିଆରେ ଅଭିନେତ୍ରୀ ଦିପିକା ସିଂ ବହୁତ ଆକ୍ଟିଭ୍ ରହୁଛନ୍ତି , ଓ ସେ ଆସିବା ଦିନରୁ ନିଜ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି , ଆଜି କାଲି ଅଭିନେତ୍ରୀ ଦିପିକା ସିଂ କିଛି ଏହିପରି ନିଜ ସମୟ ଅତିବାହିତ କରୁଛନ୍ତି , ଦୀପିକା ସିଂ ଏବେ କୋଣାର୍କ ମନ୍ଦିର୍ ବୁଲିବାକୁ ଆସିଥିଲେ , ମୁକାବଲା ଗୀତରେ ଡ୍ୟାନ୍ସ୍ କରି ଦୀପିକାଙ୍କ ଏହି ଭିଡିଓ ଭାଇରାଲ୍ ହେଉଛି, ଟିଭି ଅଭିନେତ୍ରୀ ଦୀପିକା ସିଂ ସୋସିଆଲ୍ ମିଡିଆରେ ନିଜ ଫଟୋ ସେୟାର୍ କରିଛନ୍ତି ।

https://www.instagram.com/p/CDk8UXaBU8_/

କହିଦେବୁ କି ଦୀପିକା କିଛି ଦିନ ହେବ କୋଣାର୍କ ମନ୍ଦିର ବୁଲି ଆସିଥିଲେ,  ସେହି ସମୟରେ ସେ ଏକ ବ୍ଲୁ କଲରର ଶାଢି ପିନ୍ଧିଥିଲେ,  ହାତରେ ଏକ ବ୍ଲାକ୍ କଲରର ବ୍ୟାଗ୍ ଥିଲା ଓ ବହୁତ ସିଂମ୍ପଲ୍ ଲୁକ୍ ରେ କୋଣାର୍କ ମନ୍ଦିର ଦର୍ଶନ କରୁଥିଲେ,  କହିଦେବୁ କି ଦୀପିକାଙ୍କ ଏତେ ସିଂମ୍ପଲ୍ ଲୁକ୍ ଦେଖିକରି ସାଧାରଣ ଜନତା ସ୍ତବ୍ଧ ହୋଇଗଲେ,  ସେ ଆଶ୍ଚର୍ଯ୍ୟ ହୋଇଥିଲେ କି ଏହି ଟିଭି ଅଭିନେତ୍ରୀ ଦୀପିକା ସିଂ ନା ଆଉ କେହି କାରଣ ସେ ବିଲକୁଲ୍ ଅଲଗା ଲାଗୁଥିଲେ ।

ଦୀପିକାଙ୍କଏହି ଲୁକ୍ ସୋସିଆଳ୍ ମିଡୀଆରେ ୟୁଜରଙ୍କୁ ବହୁତ ପସନ୍ଦ ଆସୁଛି , ଓ ତାଙ୍କର ପ୍ରଶଂସା କମ୍ ହେଉନାହିଁ , କହିଦେବୁ କି ଦୀପିକା ଏହି ଭିଡିଓରେ ୭୬ ହଜାରରୁ ଅଧିକା ଥର ଦେଖାଯାଇସାରିଛି,  ତାହା ସହ ହଜାର ସଂଖ୍ୟକ କମେଣ୍ଟ୍ ଓ ଲାଇକ୍ସ ଆସୁଛି, ଏକ ସୋସିଆଳ୍ ମିଡିଆରେ ତାଙ୍କ ଫ୍ୟାନ୍ କମେଣ୍ଟରେ କହିଲେ କି ଦୀପିକା ଆପଣଙ୍କ ଲୁକ୍ ବହୁତ ଭଲ ଲାଗୁଛି,  ଆଉଜଣେ ୟୁଜର୍ ଲେଖିଲେ କି ବହୁତ ଶାନଦାର୍ , ଏମିତି ହଜାର ସଂଖ୍ୟକ କମେଣ୍ଟ୍ ଆସିଥିଲା,  ସୁଚେଇ ଦେବୁ କି ଦୀୟା ଓ ବାତି ହମ୍ ଫେମ୍ ଦିପିକା ସିଂ ଏକ ଭିଡିଓ ଏହି ଦିନରେ ସୋସିଆଲ୍ ମିଡିଆରେ ବହୁତ୍ ଭାଇରାଲ୍ ହେଉଛି ।

https://www.instagram.com/p/CDlopmtBx8g/

କହିଦେବୁ କି ଏହି ଭିଡୀଓରେ ଦୀପିକା ସିଂ ଆୟୁସ୍ମାନ୍ ଖୁରାନା ଗୀତରେ ଡ୍ୟାନ୍ସ କରୁଛନ୍ତି , ଆପଣଙ୍କୁ କହିଦେବୁ କି ଏହି ଭିଡିଓକୁ ଦୀପିକା ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରୁ ସେୟାର୍ କରି କ୍ୟାପସନ୍ ରେ ଲେଖିଲେ କି ହ୍ୟାପି ହ୍ୟାଣ୍ତଲୁମ୍ ଡେ , ଓ ହ୍ୟାଣ୍ତଲୁମ୍ ଶାଢି ଫ୍ରମ୍ ଓଡିଶା ଏମ୍ପୋରିୟମ୍ , ଏହି ପରି ଭିଡିଓ ସେୟାର୍ କଲେ , ଦୀପିକା ସିଂ ମୁକାବଲା ଗୀତରେ ଡ୍ୟାନ୍ସ କରି ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ଛାଡିଥିଲେ , ଏହି ଭିଡିଓ ଏବେ କିଛି ଦିନ ହେବ ସେୟାର୍ ହୋଇଛି, ଏବେ ପର୍ଯ୍ୟନ୍ତ ୬ ହଜାରରୁ ଅଧିକା ଲୋକ ଦେଖିସାରିଛନ୍ତି , ଆପଣଙ୍କୁ କହିଦେବୁ କି ଏହି ଭିଡିଓକୁ ସେୟାର୍ କରି ଦୀପିକା ଏକ ଖୁଲାସା କଲେ ଓଡିଶାର ସବୁ ଭିଡିଓ ଦୀପିକା ୨୦୧୮ ରେ କରାଯାଇଛି ।

Leave a Reply

Your email address will not be published. Required fields are marked *