June 21, 2025

Odia Express

Here, There and Everywhere

ପରୀକ୍ଷାରେ ପଚରାଗଲା ଏପରି ପ୍ରଶ୍ନ – କେଉଁ ଜୀଵ ଯିଏ କି ଜୀବନ ରେ କେବେ ବି ସୋଇ ନଥାଏ?ଉତ୍ତର ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ..

ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଆନନ୍ଦଦାୟକ ଲିଖନି ନେଇକି ଆସିଛୁ। ଆପଣ ଯଦି ସାଧାରଣ ଜ୍ଞାନ କୁ ପସନ୍ଦ କରନ୍ତି ତ ଆଜିର ଲିଖନୀ ଆପଣଙ୍କୁ ବହୁତ ପସନ୍ଦ ଆସି ବାକୁ ଯାଉଛି। ଆଜି ଆମେ ସାଧାରଣ ଜ୍ଞାନସହ ଯୋଡ଼ା କିଛି ଏପରି କଥା ବାସ୍ତୁ କହିବାକୁ ଯାଉଛୁ ଯାହା ଉପରେ କିଛି ପ୍ରଶ୍ନ ଅଛି ଆଉ ଏହି ପ୍ରଶ୍ନ ର ଉତ୍ତର ଆପଣ ବୋଧହୁଏ ଜାଣି ଥିବେ କି ନାହିଁ। ତ ଆରମ୍ଭ କରିବା ଆଗରୁ ଆପଣଙ୍କୁ ଆମେ କହିଦେବୁ କି ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟୀ ହେବ। ତ ଚାଲନ୍ତୁ ଜାଣିବା।

୧: ପ୍ରଥମ ପ୍ରଶ୍ନ ହେଉଛି କି କେଉଁ ପକ୍ଷୀ ର ଡେଣା ନଥାଏ?

: କିବି ପକ୍ଷୀ।

୨: ଦ୍ୱିତୀୟ ପ୍ରଶ୍ନ ହେଉଛି କି ତାହା କେଉଁ ଜୀଵ ଯାହାର ମୁଣ୍ଡ କାଟିଦେବା ପରେ ବି ତାହା ବହୁତ ଦିନ ଯାଏ ବଂଚି ରହି ପାରେ?

: କକ୍ରୋଚ

୩: ତୃତୀୟ ପ୍ରଶ୍ନ ହେଉଛି ଏହା କେଉଁ ପ୍ରାଣୀ ଯିଏ କି ଆକାଶ ଆଡକୁ କେବେ ବି ଦେଖି ପାରିବ ନାହିଁ?

: ଉତ୍ତର ହେଉଛି ଘୁଷୁରୀ

୪: କେଉଁ ପ୍ରାଣୀ ଯିଏ ଘାଇଲା ହେଲା ପରେ ମଣିଷ ମାନଙ୍କ ଭଳି କାନ୍ଦି ଥାଏ?

: ଉତ୍ତର ହେଉଛି ଭାଲୁ

୫: ସେ କେଉଁ ପ୍ରାଣୀ ଯାହାର ରକ୍ତ ନୀଳ ହେଇ ଥାଏ?

: ଉତ୍ତର ହେଉଛି ଅକ୍ଟୋପସ

୬: ଏମିତି କେଉଁ ଜୀଵ ଯିଏ ଛୁଆ ଜନ୍ମ କରିବା ପରେ ତୁରନ୍ତ ହି ମରିଯାଏ?

: ଉତ୍ତର ହେଉଛି କଙ୍କଡା ବିଛା

୭: ସେ କେଉଁ ଜୀଵ ଯାହାକୁ ସମସ୍ତ ଜିନିଷ ଦୁଇ ଗୁଣ ଦେଖା ଯାଇ ଥାଏ?

: ଉତ୍ତର ହେଉଛି ହାତୀ

୮: ଏପରି କେଉଁ ପ୍ରାଣୀ ଯିଏ ଆଖି ବନ୍ଦ କରିକି ବି ଦେଖିପାରେ?

: ଉତ୍ତର ହେଉଛି ଓଟ

୯: କେଉଁ ପ୍ରାଣୀ ନିଜର ଜିଭ ଦ୍ୱାରା ତାର କାନ ସଫା କରିପାରେ?

: ଉତ୍ତର ହେଉଛି ଜିରାଫ

୧୦: ସେ କେଉଁ ଜୀଵ ଯିଏ କି ଜୀବନ ରେ କେବେ ବି ସୋଇ ନଥାଏ?

: ପିମ୍ପୁଡି।

ଏହା ଥିଲା ସେହି ୧୦ ଟି ପ୍ରଶ୍ନ ଯାହା ଆପଣଙ୍କ ଜ୍ଞାନ ର ବିକାଶ କରିବା ଦିଗରେ ସହାୟକ ହେବ। ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ଏବଂ କେମିତି ଲାଗିଲା ଆମକୁ ଆମର କମେଂଟ ବିଭାଗରେ ପ୍ରଦାନ କରନ୍ତୁ।

Leave a Reply

Your email address will not be published. Required fields are marked *