October 17, 2024

Odia Express

Here, There and Everywhere

ଅଚାନକ ଯଦି ଆପଣଙ୍କ ଛୁଆ ଲଗାଇବାକୁ ଲାଗେ ଝାଡୁ , ତେବେ ଭବିଷ୍ୟ ଦେଉଛି ଏହି ପ୍ରକାରର ସଙ୍କେତ..

ଏମିତି କୁହାଯାଏ କି ଯେଉଁ ଜାଗାରେ କେଉଁ ପଶୁ ରହିଥାଏ ତେବେ ସେହି ଜାଗାକୁ ସେ ପ୍ରଥମେ ସଫା କରିଥାଏ , ତେବେ ଆମେ ସାଧାରଣ ଲୋକ କଣ ପାଇଁ କରନ୍ତି ନାହିଁ , ସଫା କରିବା ନା କେବଳ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନୁହେଁ ବରଂ ଧାର୍ମିକ ଦୃଷ୍ଟିରୁ ବହୁତ ମହତ୍ତ୍ୱ ରଖିଥାଏ , ସଫା ସୁତୁରା ଜାଗାରେ ଦେବତାଙ୍କ ବାସ ହୋଇଥାଏ , ଏମିତି କୁହାଯାଏ କି ଯେଉଁଠି ସଫା ରହିଥାଏ ସେଠାରେ ଧନର ଦେବୀ ମା ଲକ୍ଷ୍ମୀ ନିବାସ କରନ୍ତି , ଏଥିପାଇଁ ଝାଡୁର ସିଧା ସଂବନ୍ଧ ଲକ୍ଷ୍ମୀଙ୍କୁ ମାନଯାଇଛି , ସଫା କରିବାପାଇଁ ଝାଡୁର ବ୍ୟବହାର ସବୁ ଜାଗାରେ କରାଯାଏ , ଝାଡୁର ବ୍ୟବହାର ଆଜି ସଫାସଫି ପାଇଁନୁହେଁ ବରଂ ବହୁତ ବର୍ଷରୁ ଏହାର ବ୍ୟବହାର କରାଯାଉଛି , ଏଥିପାଈଁ ଝାଡୁ କରିବା ସମୟରେ କିଛି ନିୟମ ବିଷୟରେ କୁହାଯାଇଛି , ଏମିତି ମାନାଯାଇଛି କି ଯେଉଁ ବ୍ୟକ୍ତି ଏହି ନିୟମକୁ ପାଳନ କରିଥାଏ , ସେ ବହୁତ ଖୁସିରେ ରହିଥାଏ , ବହୁତଥର ଆପଣ ଦେଖିଥିବେ କି ଘରେ କେଉଁ ଛୁଆ ଥିଲେ ସେ ଅଚାନକ ଝାଡୁ ନେଇ ଓଳାଇବା ଆରମ୍ଭ କରିଦିଏ , ଏହାକୁ ଆପଣ ସାଧାରଣ କଥା ବୋଲି ଭାବନ୍ତୁ ନାହିଁ , ଏହା ଏକ ପ୍ରକାରର ସଙ୍କେତ ହୋଇଥାଏ ଯାହା ବିଷୟରେ ଆମେ ଆପଣଙ୍କୁ କହିବୁ ।

ଭାରତୀୟ ସମାଜରେ ଝାଡୁ ବିଷୟରେ ବହୁତ ମାନ୍ୟତା ଅଛି , ଯାହା ବିଷୟରେ ଆମେ ପ୍ରଥମରୁ ଶୁଣିଛେ , ପୁରୁଣା ଝାଡୁ ନୁଆ ଘରକୁ ନ ଆଣିବା , ସକାଳୁ ସକାଳୁ ଝାଡୁ ମାରିବା,  ସୁର୍ଯ୍ୟାସ୍ତ ପରେ ଝାଡୁ ନ ଲଗାଇବା , କିଛି ଏମିତି ମାନ୍ୟତା ଅଛି ଯେଉଁ ଘରେ ଦାରିଦ୍ରତା ଦୂର କରିବାରେ ଝାଡୁ କାମ କରିଥାଏ , ଝାଡୁ ରଖିବା ବିଷୟରେ ବହୁତ ପ୍ରକାରର ମାନ୍ୟତା ଅଛି ଝାଡୁ ଘରେ ଠିଆ କରି ରଖିଲେ ଶତ୍ରୁଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥାଏ,  ଏହା ବି କୁହାଯାଏ କି ଝାଡୁକୁ ସବୁବେଳେ ଲୁଚାଇକରି ରଖିବା ଉଚିତ୍ , ଯାହା ଦ୍ୱାରା ତାହା ଉପରେ କାହାର ନଜର ନପଡୁ ।

ଏହା ଛଡା ଆଉ ଏକ ମାନ୍ୟତା ଅଛି କି ଯଦି ଘରେ ଛୁଆ ଅଚାନକ ଝାଡୁ ନେଇକରି ଘରେ ଲଗାଏ ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ , ଏହି ନଜାରା ପ୍ରାୟ ସବୁ ଘରେ ସାଧାରଣତଃ ଦେଖାଯାଏ , ଛୁଆମାନେ କୋଣରେ ବା ଯେ କୌଣସି ସ୍ଥାନରୁ ଝାଡୁ ଉଠାନ୍ତି , ଓ ଏପଟ ସେପଟ ଝାଡୁ ବୁଲାଇଥାନ୍ତି , ଶାସ୍ତ୍ରର ଅନୁସାରେ ଏହା ଅତିଥିଙ୍କ ଆସିବାର ସଙ୍କେତ ହୋଇଥାଏ , ଏହା ବି ମାନାଯାଏ କି ଆପଣଙ୍କ ଘରେ ଆସୁଥିବା ସେ ଅତିଥି ଆପଣଙ୍କୁ କେଉଁ ନା କେଉଁ ପ୍ରକାରର ଆର୍ଥିକ ଲାଭ କରାଇବାର ଅଛି ।

ଯଦି ସାଧାରଣ ଶବ୍ଦରେ କହିବା ତେବେ ଛୁଆଙ୍କ ଏହି ଅଭ୍ୟାସ ଆପଣଙ୍କୁ ଭବିଷ୍ୟତରେ ଧନୀ କରାଇବ , ତାହା ସହ ଛୁଆଙ୍କୁ ସଫାଇ ପ୍ରତି ଜାଗୃତ କରିଥାଏ , ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ଅଭ୍ୟାସ କାରଣରୁ ଆପଣଙ୍କ ଉପରେ ଇଶ୍ୱରଙ୍କ କୃପା ରହିଥାଏ , ଏହା ସହ କିଛି ଅନ୍ୟ ମାନ୍ୟତା ଅଛି ଯାହା ଆପଣଙ୍କ ଜୀବନରେ ଯୋଡି ହୋଇଥାଏ , ଏମିତି କୁହାଯାଏ କି ଆପଣ ଯେଉଁ ଘରକୁ ରହିବାକୁ ଯାଊଛନ୍ତି ସେଠାରେ ମରିଥିବା ଝିଟିପିଟି ଦେଖିଲେ , ତେବେ ସେହି ଘରେ ରହିବାର ବିଚାର ତ୍ୟାଗ କରିଦିଅନ୍ତୁ , ଯଦି ରହିବାର ଅଛି ତେବେ ପୁଜା ବିଧାନ କରି ରୁହନ୍ତୁ , ତାହା ସହ ଏହା ବି ମାନାଯାଏ କି ଝାଡୁ ମାତା ଲକ୍ଷ୍ମୀଙ୍କର ପ୍ରତିକ ହୋଇଥାଏ , ଏଥିପାଇଁ ଏହାର ଅପମାନ କେବେ ବି କରନ୍ତୁ ନାହିଁ,  ଏହାର ଉପରେ ଚପଲ ରଖନ୍ତୁ ନାହିଁ , ନା ଭୁଲ୍ ରେ ବି ଏହା ଉପରେ ଡେଇଁକରି ଯାଆନ୍ତୁ ।

Leave a Reply

Your email address will not be published. Required fields are marked *