October 17, 2024

Odia Express

Here, There and Everywhere

ନା ଗେଲ୍, ନା ରୋହିତ୍ , ନା ବିରାଟ IPL ର ସବୁଠାରୁ ଘାତକ ଖେଳାଳୀଏହି ବ୍ୟାଟ୍ସମ୍ୟାନ୍ ..

1 min read

ଏବେ ଆଇପିଏଲ୍ ର ଲୋକପ୍ରିୟତା ସବୁଆଡେ ବ୍ୟାପିଚାଲିଛି, ଆଇପିଏଲ୍ ରେ ବ୍ୟାଟ୍ସମ୍ୟନଙ୍କ ବ୍ୟାଟିଙ୍ଗ୍ ବହୁତ ବିସ୍ପୋରକ ହୋଇଥାଏ , ଯେଉଁଥିରେ କ୍ରିସ୍ ଗେଲ୍ ବିରାଟ କୋହଲି,ରୋହିତ୍ ଶର୍ମାଙ୍କ ନାଁ ଆସେ , ଏହି ଆଇପିଏଲ୍ ରେ ବିସ୍ପୋରକ ବ୍ୟାଟିଙ୍ଗ୍ ସହ ବୋଲିଙ୍ଗ୍ ହୁଏ ଯିଏ ଅଧିକା ରନ୍ କରେ ତାହା ପ୍ରତିଧ୍ୱନ୍ଧୀକୁ ସେତେ କରିବାକୁ ଟାର୍ଗଟ୍ ଦିଏ । କିନ୍ତୁ ଆଇପିଏଲ୍ ଗଣନା ଅନୁସାରେ କିଛି ବିସ୍ପୋରକ ବ୍ୟାଟ୍ସମ୍ୟାନଙ୍କ୍କ ଲିଷ୍ଟ ଆସିଛି , ସେଥିରେ ଶିର୍ଷରେ ଜଣେ ବ୍ୟାଟ୍ସମ୍ୟାନ୍ ଅଛନ୍ତି , ଆସନ୍ତୁ ଜାଣିବା  ଏହି ସବୁ ପଛକୁ ଛାଡି କେଉଁ ବ୍ୟାଟ୍ସମ୍ୟାନ୍  ଶୀର୍ଷରେ ଅଛନ୍ତି ।

ଆପଣ ସମସ୍ତେ ଭାବୁଥିବେ କି କ୍ରିସ୍ ଗେଲ୍ ଆଇପିଏଲ୍ ର ସବୁଠାରୁ ଖତରନାକ୍ ଖେଳାଳୀ ଓ ବିସ୍ପୋଟକ ବ୍ୟାଟ୍ସମ୍ୟାନ୍ ଲିଷ୍ଟରେ ସବୁଠାରୁ ଆଗରେ ଆସନ୍ତି , କିନ୍ତୁ ଏହା ଭୁଲ୍ କି ଆଇପିଏଲ୍ ରେକର୍ଡ ଅନୁସାରେ ସବୁଠାରୁ ଘାତକ ବ୍ୟାଟ୍ସମ୍ୟାନ୍ ଆନ୍ଦ୍ରେ ରସେଲ୍ ଆସନ୍ତି । ଏହି ବ୍ୟାଟ୍ସମ୍ୟାନ୍ ସବୁଠାରୁ ଘାତକ ବ୍ୟାଟ୍ସମ୍ୟାନ୍ ହିସାବରେ ଉପର ସୁଚୀରେ ଆସନ୍ତି , କାରଣ ସବୁ ବ୍ୟାଟ୍ସମ୍ୟାନଙ୍କ ଷ୍ଟ୍ରାଇକ୍ ରେଟ୍ ଦେଖିଲେ ଆନ୍ଦ୍ରେ ରସେଲଙ୍କ ଷ୍ଟ୍ରାଇକ୍ ରେଟ୍ ୧୮୪ ଉପରେ ଅଛି , ଏହା ନିଜ ବ୍ୟାଟିଙ୍ଗ୍ ସମୟରେ ୧୮୪ ର ଷ୍ଟ୍ରାଇକ୍ ରେଟ୍ ରନ ବନାଇବାର ଏହା କି କାରଣ ଅଛି , ଆନ୍ଦ୍ରେ ରସେଲ୍ ଙ୍କୁ ଆଇପିଏଲ୍ ର ସବୁଠାରୁ ଖତରନାକ ବ୍ୟାଟ୍ସମ୍ୟାନ୍ ଲିଷ୍ଟରେ ଉପରେ ସ୍ଥାନ ଦିଆଯାଇଛି ।

ବ୍ୟାଟିଙ୍ଗ୍ ର ମଜା ଦେଖିବାକୁ ଗଲେ ଆମେ କ୍ରିସ୍ ଗେଲଙ୍କ ବ୍ୟାଟିଙ୍ଗ୍ ଦେଖିବାକୁ ବେଶୀ ପସନ୍ଦ କରୁ କିନ୍ତୁ ଆପଣ ଦେଖିଥିବେ କି ସେ ଯେବେ ବଲ୍ ହିଟ୍ ସବୁବେଳେ ତାହା ବାଉଣ୍ଡ୍ରୀ ଆରପାରିକୁଚାଲି  ଯାଈଥାଏ , କିନ୍ତୁ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୫୨ ର ଅଟେ । ଆପଣ ବିରାଟ କୋହଲିଙ୍କ ଫ୍ୟାନ୍ ହୋଇଥିଲେ ତାଙ୍କର ବ୍ୟାଟିଙ୍ଗ୍ ଦେଖିବା ବହୁତ୍ ପସନ୍ଦ କରିଥିବେ , ଆପଣ ଏହା ବି ଦେଖିଥିବେ ତେବେ କୋହଲି ବହୁତ ଅଧିକା ଗତିରେ ରନ୍ କରିଥାନ୍ତି । କିନ୍ତୁ ଆଇପିଏଲ୍ ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ଦେଖାଯାଏ ତ ତାଙ୍କର ୧୩୦ ରନ୍ ଅଟେ ।

ଆପଣ ରୋହିତ୍ ଶର୍ମାଙ୍କ ବ୍ୟାଟିଙ୍ଗ୍ ଆଇପିଏଲ୍ ରେ ଦେଖିଥିବା,  କିନ୍ତୁ ଯେବେ ରୋହିତ୍ ଶର୍ମା ରନ୍ ବନାଇଥାନ୍ତି , ତେବେ ସେ ଏକ ଓଭରରେ ସେ ୩-୪ ଛକା ଲଗାଇବାର୍ ଶକ୍ତି ରଖନ୍ତି , କିନ୍ତୁ ଏହି ସବୁ ବିପରିତ ରୋହିତ୍ ଶର୍ମାଙ୍କ ଷ୍ଟ୍ରାଇକ୍ ରେଟ୍ କେବଳ ୧୩୧ ଅଛି ।

Leave a Reply

Your email address will not be published. Required fields are marked *