October 17, 2024

Odia Express

Here, There and Everywhere

୩ ଲକ୍ଷର କପ୍ ତ ୪୦ ଲକ୍ଷର ଲିପଷ୍ଟିକ୍, ରିଲାୟନ୍ସ ଇଣ୍ତଷ୍ଟ୍ରିର ମାଲାକାଣୀ ନୀତା ଅମ୍ବାନୀ ରଖନ୍ତି ଏମିତି ମହଙ୍ଗା ଓ ନବାବୀ ସଉକ..

1 min read

ମୁକେଶ ଅମ୍ବାନୀଙ୍କୁ ତ ସମସ୍ତେ ଚିହ୍ନିଛନ୍ତି , ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେବା ସହ ଜଣେ ପ୍ରଭାବଶାଳି ବ୍ୟକ୍ତିତ୍ୱ ଅଟନ୍ତି । ଏମିତିରେ ଯଦି ଦେଖାଯାଏ ତେବେ ତାଙ୍କର ସ୍ତ୍ରୀ ନୀତା ଅମ୍ବାନୀ ଭାରତର ସବୁଠାରୁ ଧନୀ ମହିଳା ହୋଇଛନ୍ତି , ନୀତା ଅମ୍ବାନୀ ପଇସାର ଯେତେ ଧନୀ ହୋଇଛନ୍ତି ସେତିକି ହୃଦୟରୁ ଭଲ ଅଟନ୍ତି , ସେ କୋବିଡ୍ ୧୯ ର ଭ୍ୟାକସିନ୍ ପୁରା ଦେଶରେ ଉପଲବ୍ଧ କରାଇବାର ଘୋଷଣା କରିଛନ୍ତି , ନୀତା ଅମ୍ବାନୀଙ୍କ ସହ ଏମିତି ଖବର ଆସୁଛି କି ସେ ନିଜ ଲାଇଫ୍ ଷ୍ଟାଇଲ୍ କୁ ନେଇକରି ବହୁତଥର ଚର୍ଚ୍ଚାରେ ରୁହନ୍ତି , ତେବେ ଆସନ୍ତୁ ଜାଣିବା କିଛି ତାଙ୍କର ମହଙ୍ଗା ସଉକ ଗୁଡୀକ ବିଷୟରେ ।

ଏକ ଇଣ୍ଟରଭ୍ୟୁ ସମୟରେ ନୀତା କହିଲେ କି ନେରୋଟିକ୍ କପ୍ ରେ ଚାହା ପିଅନ୍ତି , ଓ ଜାପାନର ସବୁଠାରୁ ପୁରୁଣା କ୍ରକେରି ବ୍ରାଣ୍ତ ତାଙ୍କରଅଟେ , ଏହାର ଖାସିୟର୍ ହେବା କି ଏହା ସୁନାର ବର୍ଡର ସହ ୫୦ ପିସ୍ ସେଟ୍ ସହ ଆସେ , ଯାହାର ଦାମ୍ ପ୍ରାୟ ୧,୫ କୋଟି ଟଙ୍କା ଅଟେ, ଏମିତିରେ ଆମେ କହିପାରିବା କି ଏହି ଏକ କପ୍ ର୍ ଚାହାର ଦାମ୍ ୩ ଲକ୍ଷରୁ ଅଧିକା ଅଟେ ,

ନୀତା ଅମ୍ବାନୀଙ୍କ ଯଦି କଥା କହିବା ତେବେ ତାଙ୍କୁ ମହଙ୍ଗା ହ୍ୟାଣ୍ତ ବ୍ୟାଗ୍ସର ସଉକ ଅଛି, ତାଙ୍କର ବ୍ୟାଗ୍ କଥା କହିଲେ କେବେ ସେଥିରେ ହିରା ଯୋଡି ହୋଇଥାଏ କେବେ ଚନେଲ୍ , ଗୋୟାର୍ଡ, ଓ ଜିମି ଚୁ କେରି ପରି ବ୍ରାଣ୍ତ ଏହା ସ୍ପେସିଆଲ୍ ଡିଜାଇନ୍ କରନ୍ତି , ଏହି ବ୍ରାଣ୍ତସ୍ କୁ ୱାର୍ଲଡ୍ ଲେବୁଲ୍ ରେ ମହଙ୍ଗା ବୋଲି ଜଣାଯାଏ , ଛୋଟ ସାଇଜ୍ ର ହିରା ଜେଡ୍ ଜ୍ୟୁଡିଥ୍ ଲାଇଭର୍ ର ଗେନିଶ୍ କ୍ଲଚ୍ ସହ ନୀତା ବହୁତଥର ନଜର ଆସନ୍ତି , ଯାହାର ଦାମ୍ ୩-୪ ଲକ୍ଷ ହୋଇଥାଏ ।

ପେଡ୍ରୋ, ଗାର୍ସିଆ, ଜିମି ଚୁ, ପେଲମୋଡା ମାର୍ଲିନ୍ ପରି ଇଣ୍ଟରନ୍ୟାଶାନାଲ୍ ବ୍ରାଣ୍ତ ରୁ ନୀତା ପୁରା ନିଜ ଜୋତା ଓ ସ୍ୟାଣ୍ତାଲ୍ ନିଜେ ସ୍ପେସାଲି ଡିଜାଇନ୍ କରନ୍ତି , ଏହି ବ୍ରାଣ୍ତର ଖାସିୟତ୍ ଓ ନାଁ କଥା କହିଲେ ତେବେଏହାର ପ୍ରଡକ୍ସ ଆରମ୍ଭ ଲକ୍ଷାଧିକ ଟଙ୍କା ହୋଇଥାଏ , ତାହା ସହ ଏକ ଇଣ୍ଟରଭ୍ୟୁରେ ସେ କହିଲେ କି କେବେ ବି ଜୋତା ସେ ବାରମ୍ବାର ପିନ୍ଧନ୍ତି ନାହିଁ , ନୀତା ଅମ୍ବାନୀଙ୍କ ଏହି ସବୁ ସହ ଘଡି ବି ବହୁତ ସଉକ ଅଛି, ଗୁଚି, ବୁଲଗାରି, ରାଡୋ, କାର୍ଟିୟର୍ , କେଲଭିନ୍ , କୋଲିନ୍ ଫୋସିଲ୍, ପରି ଇଣ୍ଟରନ୍ୟାଶାନ୍ଲ୍ ଓ ନାମିଦାମି ଓ ମହଙ୍ଗା ବ୍ରାଣ୍ତର ଘଡି ପିନ୍ଧୁଥିବାର ନଜର ଆସନ୍ତି , ପ୍ରାରମ୍ଭିକ ଦାମ୍ କଥା କହିଲେ ଏହି ଘଡିର ଦାମ୍ ଦେଢ ଲକ୍ଷରୁ ଦୁଇ ଲକ୍ଷ ହୋଇଥାଏ ।

ଏହା ସହ ଆମେ ଆପଣଙ୍କୁ କହିଦେବୁ କି ତାଙ୍କ ସ୍ୱାମୀ ମୁକେଶ ଅମ୍ୱାନୀ ତାଙ୍କ ବାର୍ଥ ଡେ ରେ ତାଙ୍କୁ ଉପହାର ଦେଇଥିଲେ,  ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତାଙ୍କୁ ସେ ଏକ ପ୍ରାଇଭେଡ୍ ଜେଟ୍ ଗିଫ୍ଟ୍ କରିଥିଲେ , ଭିତରେ ଫାଇବ୍ ଷ୍ଟାର୍ ଦେଖାଯାଉଥିବା ଏହି ଜେଟ୍ ର ମୁଲ୍ୟ ୧୦୦କୋଟି ବୋଲି ଜଣାଯାଏ , ଫ୍ୟାସନ୍ ସହ ସେ ଟ୍ରାଡିସନାଲ୍ ଦେଖାଯିବାକୁ ବହୁତ ପସନ୍ଦ ଲାଗେ , ଯେମିତି କୋଟିଏର ସ୍ପେସାଲ୍ ଡିଜାଇନ୍ ଗହଣା ପୁରା କରନ୍ତି ,

ଯଦି ଗହଣାର କଥା ପଡୀଛି ତେବେ ଶାଢିର କଥା କିପରି ଛାଡିଦେବା ନୀତାଙ୍କ ଶୁକୋର ହିରା ଓ ସୁନାର ଶାଢି ପିନ୍ଧନ୍ତି , ଖବରରୁ ଜଣାଯାଏ କି ପୁଅ ଆକାଶର ନିର୍ବନ୍ଧରେ ନୀତା ଯେଉଁ ଶାଢି ପିନ୍ଧିଥିଲେ ତାହାର ଦାମ୍ ୪୦ ଲକ୍ଷ ଥିଲା , ଏକ ଇଂରାଜୀ ୱେବସାଇଟ୍ ମୁତାବିକ ଏହି କଥା ଦୁନିଆଁ ସାମ୍ନାରେ ରଖିଥିଲେ ,ନୀତା ମହଙ୍ଗା ଓ କଷ୍ଟମାଇଜ୍ ଲିପଷ୍ଟିକ୍ ବ୍ୟବହାର କରିବାର୍ ଅଭ୍ୟାସ୍ ଅଛି, ଏମିତିରେ ସେ କେବଳ ସେହି ଲିପଷ୍ଟିକ୍ କଲେକ୍ସନ୍ ରଖନ୍ତି ଯାହାର ଦାମ୍ ପ୍ରାୟ ୪୦ ଲକ୍ଷରୁ ୬୦ ଲକ୍ଷ ହୋଇଥାଏ ।

Leave a Reply

Your email address will not be published. Required fields are marked *