February 6, 2025

Odia Express

Here, There and Everywhere

ଯଦି ଜୀବନରେ ଥରେ ମାତ୍ର କରିନେଲେ ଏହି କାମ ତେବେ ଅକାଳ ମୃତ୍ୟୁ ବି ଆପଣଙ୍କ ଠାରୁ ଦୂର ରେ ରହିବ..

ଯେମିତି କି ଆପଣ ସମସ୍ତେ ଜାଣିଥିବେ କି ଆମ ବଲିଉଡ୍ ର ମହାନ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ନିଧନ ହୋଇସାରିଛି, ଓ ସେ କେବଳ ୫୨ ବର୍ଷ ବୟସରେ ହିଁ ମୃତ୍ୟୁ ବରଣ କରିଥିଲେ , ତାଙ୍କ ମୃତ୍ୟୁରେ ପୁରା ଭାରତରେ ଶୋକର ଛାୟା ଖେଳିଗଲା ,ଏହି ଦୁନିଆଁକୁ ଆସିଛନ୍ତି ମାନେ ଦିନେ ନା ଦିନେ ଯିବାକୁ ହିଁ ପଡିବ , କାରଣ ମୃତ୍ୟୁ ଏକାଳ ସତ୍ୟ ଅଟେ , ଆଜି ହେଉ କିମ୍ବା କାଲି ମୃତ୍ୟୁ ହେବା ଏକ ନିରାଟ ସତ୍ୟ ଅଟେ , ଥରେ ଯିଏ ଏହି ପୃଥିବୀରେ ଜନ୍ମ ନେଇଛି ଦିନେ ନା ଦିନେ ସେ ଏହି ନଶ୍ୱର ଶରୀର ତ୍ୟାଗ କରିବାକୁ ପଡିବ , କିନ୍ତୁ ପୁରାଣରେ ଅକାଳ ମୃତ୍ୟୁ ଉପରେ ବଞ୍ଚିବାର କିଛି ଉପାୟ ବିଷୟରେ ଆଲୋଚନା କରାଯାଇଛି ।

 

ଆଜି ଆମେ ଆପଣଙ୍କୁ କହିବୁ କି ଅକାଳ ମୃତ୍ୟୁ ହେଲେ କିପରି ଏଥିରୁ ରକ୍ଷା ପାଇପାରିବେ , ସମସ୍ତେ ଜାଣିଛନ୍ତି କି ଶ୍ରୀଦେବୀଙ୍କର ଅକାଳ ମୃତ୍ୟୁ ହୋଇଥିଲା, ଯଦି ମୃତ୍ୟୁର ପୂର୍ବରୁ କାହାର ମୃତ୍ୟୁ ହୋଇଯାଏ ତାହାକୁ ଅକାଳ ମୃତ୍ୟୁ ବୋଲି କୁହାଯାଏ , ଏମିତି ତ ପ୍ରକୃତିର ନିୟମ ଅଛି,  ଭଗବାନ ଶ୍ରୀକୃଷ୍ଣ ଭଗବତ୍ ଗୀତାରେ ଏହି ସନ୍ଦେଶ ଦେଇଥିଲେ କି ଆତ୍ମା ଅମର ଅଟେ , ଓ ଏହା ଗୋଟେ ଶରୀରରୁ ଆଉ ଏକ ଶରିରକୁ ଯାଇଥାଏ , କିନ୍ତୁ ଶିବ ପୂରାଣ ଅନୁସାରେ ହେଉଥିବା ମୃତ୍ୟୁରୁ ବଞ୍ଚିବାକୁ ହେଲେ , ଶନିଦେବଙ୍କ ଆରାଧନା କରିବା ଦରକାର , ଏହା ଏକ ସର୍ବଶ୍ରେଷ୍ଠ ଉପାୟ ବି ଅଛି , ଶନିଦେବଙ୍କ ଅସମୟ ମୃତ୍ୟୁରୁ ବଞ୍ଚିବାକୁ ହେଲେ ନିମିତ ପୁଜା ଦ୍ୱାରା ଓ ତାଙ୍କୁ ପ୍ରସନ୍ନ କରି କରାଯାଇପାରିବ , ଓ ମୃତ୍ୟୁକୁ ଦୁରେଇ ଦିଆଯାଇପାରିବ ।

 

ଏହି ଦିନରେ ଭଗବାନ ଶନିଙ୍କର ପୁଜା କରୁଥିବା ଲୋକର କେବେ ବି ଅକାଳ ମୃତ୍ୟୁ ଆସେ ନାହିଂମ୍ , ଓ ଏହା ଦ୍ୱାରା କୁଣ୍ତଳୀ ଦୋଷ ବି ଦୁର ହୋଇଯାଏ , ସବୁ ଦେବତାଙ୍କ ମଧ୍ୟରୁ କ୍ରୁର  ଜଣାଯାଉଥିବା ଶନିଦେବଙ୍କର କୃପା ପାଇବାକୁ ହେଲେ ଶନିବାର ଦିନ ବିଶେଷ ପୁଜା କରିବା ଉଚିତ୍ , ଓ କିଛି ବସ୍ତୁ ଦାନ ଦେବା ବି ଉଚିତ୍।

 

କାଳର ମହାକାଳ ଶିବଶଙ୍କରଙ୍କ ମହିମା ସହ ଯୋଡିହୋଇଥିବା ପୌରାଣିକ କଥା ପ୍ରଚଳିତ ଅଛି , ଦେବତାଙ୍କ ମହାଦେବଙ୍କୁ ପ୍ରସନ୍ନ କରିବା ବହୁତ ସହଜ ଅଟେ , ସେ ନିଜ ଭକ୍ତଙ୍କ ଆରାଧନାରେ ବହୁତ ଜଲଦି ଖୁସି ହୋଇଯାଆନ୍ତି , ଏହା ସହ ତାଙ୍କର ପୁରା ଶ୍ରଦ୍ଧାରେ ପୁଜା କଲେ ଭୋଳାନାଥଙ୍କ କୃପା ରହିଥାଏ , ଭଗବାନ ଶିବଙ୍କୁ ଜଳରେ ରାଶିତେଲ ପକାଇ ଅର୍ପଣ କରନ୍ତୁ ,

 

ଶିବଙ୍କ ସହ ଶନିଦେବଙ୍କ ଆରାଧନା କରିଲେ ବ୍ୟକ୍ତିର ଅକାଳ ମୃତ୍ୟୁକୁ ଅଟକାଇପାରିବ , ଓ ବ୍ୟକ୍ତି ଲମ୍ବା ଆୟୁ ପ୍ରାପ୍ତି ହୋଇଥାଏ , ଓ ଆପଣ ଜୀବନରେ ସବୁ କାର୍ଯ୍ୟରେ ସଫଳ ହୋଇପାରିବେ ।

Leave a Reply

Your email address will not be published. Required fields are marked *