June 27, 2025

Odia Express

Here, There and Everywhere

ସବୁଠୁ ବଡ଼ ପ୍ରେରଣା ଦାୟକ ବଚନ – ପାଠ ପଢିବାକୁ ଇଚ୍ଛା ହେଉନଥିଲେ ଏହାକୁ ପଢି ନିୟନ୍ତୁ – ଦିନ ରାତି ପଢିବା ପାଇଁ ଇଚ୍ଛା ହେଇଯିବ…

ଶୋଇବେ, ଉଠିବେ, ମୋବାଇଲ ଚଲେଇବେ ଆଉ ଦିନ ସାରା ମୋବାଇଲ ଚଲେଇବେ। ତା ପରେ ପୁଣି ଯେତେବେଳେ ରାତି ଅଧରେ ପାଠ ପଢିବା କଥା ମନେ ପଡିବ ତ କାନ୍ଦିବେ। ତା ପରେ ପୁଣି ସୋଇଯିବେ ନିଜକୁ ଏଇଆ କହି କି କାଲି ପୁଣି ପଢିବି ଆଉ ତା ପରେ ପୁଣି ସକାଳୁ ଉଠିକି ଖାଇବେ ଆଉ ମୋବାଇଲ ଚଳେଇବେ। ଆରେ ଏମିତି ହେଲେ ନିଜର ଜୀବନ କିପରି ସୁଦୃଢ଼ ହେବ। ଆପଣଙ୍କ ଠାରୁ ଭଲ ଜୀବନ ତ ଜଣେ ପଶୁ ର ହେଇଥାଏ। ତାକୁ ଏଇଆ ତ ଜଣା ଥାଏ କି ତାର ଜୀବନ ରେ କଣ ହେବାର ଅଛି।ଆମ ପାଖରେ ସମୟ ନାହିଁ। କାଲି ଯେତେବେଳେ ଆମ ସହିତ ପଢ଼ୁଥିବା ସେଇ ପିଲା ଆମ ଠାରୁ ଆଗକୁ ଚାଲିଯିବ ଆଉ ତାର ସ୍ବପ୍ନ ପୁରା କରୁଥିବ ଆଉ ଆମେ ସଡକ ରେ ଧକା ଖାଉଥିବା। ତା ପରେ ସେହି ବାହାନା କି ଆମର ତ ଭାଗ୍ୟ ହି ଖରାପ। ଆରେ କାହାକୁ ବୋକା ବନାଉଛ।

ମୋ ଦ୍ୱାରା ପାଠ ହୁଏନା, ମୋ ଦ୍ୱାରା ପାଠ ହେବନି, ଏପରି କହି ନିଜକୁ ଦୁର୍ବଳ କରିଦେଉଛ। ଆପଣ ବି ଜଣେ ମଣିଷ ଆପଣଙ୍କର ବି ଦୁଇଟି ଆଖି ଆଉ ଦୁଇଟି କାନ। ଆପଣଙ୍କର ପଢ଼ା ରେ ମନ ଲାଗୁନାହିଁ କାରଣ ଆପଣ ପାଠ ବାସ କାମ ଚଲେଇବା ପାଇଁ ହି ପଢୁଛନ୍ତି। ଆପଣ ପାଠ ପଢିବା ପାଇଁ ବାସ ନିଜକୁ ସର୍ବଦା ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି। ଆରେ ପାଠକୁ ନିଜର ଅନ୍ତିମ ଲକ୍ଷ ନୁହଁ ବରଂ ନିଜର ରାସ୍ତା ବନାଓ। ଏହାଦ୍ୱାରା ହି ଆମ ଦ୍ୱାରା ପାଠ ହେବ।

ଆପଣ କୁହନ୍ତି କି ମୋବାଇଲ ଯୋଗୁଁ ଆମ ପାଠ ହେଉନି ମାତ୍ର ଜାଣି ରଖିବା ଦରକାର କି ଯାହା ପାଖରେ କୋଟି କୋଟି ଟଙ୍କା ର ସମ୍ପତ୍ତି ଅଛି ତାର ବି ମୋବାଇଲ ଅଛି ଆଉ ଯିଏ କ୍ଳାସ ରେ ଟପ କରୁଛି ତାର ବି ମୋବାଇଲ ଅଛି। ତ ମୋବାଇଲ କେବଳ ଆପଣଙ୍କ ପାଖରେ ହି ନାହିଁ। ଆପଣ କ୍ଳାସ ରେ ଟପ କରିବା ଭଳି ଅବସ୍ଥା ରେ ନାହାନ୍ତି। କାରଣ ଆପଣଙ୍କୁ ଜଣା ହି ନାହିଁ କି ମୋବାଇଲ କିପରି ବ୍ୟବହାର କରିବା ଦରକାର। ମାତ୍ର ଯେ ବଡ ହେଇଛନ୍ତି ତାଙ୍କୁ ନିଶ୍ଚେ ଜଣା ଅଛି କି ମୋବାଇଲ କିପରି ଚଲେଇବା ଦରକାର।

ଯଦି ଗୋଟେ ଛୋଟ ମୋବାଇଲ ହିଁ ତୁମକୁ ଗୁଲାମ କରିକି ରଖିଛି ତ ତୁମେ ବଡ ବଡ କଥା କାହିଁକି କହୁଚ। ଆରେ ମୋବାଇଲ ଠାରୁ ମୁକ୍ତି ପାଇବା ପାଇଁ ନିଜର ଆଖି ଖୋଲ। ମୋବାଇଲ ଠାରୁ ମୁକ୍ତ ହୁଅ। ଆଉ ଆଜିଠାରୁ ନିଜକୁ ଶପଥ କର କି ପାଠ ପଢିବ ଆଉ ନିଜର ସ୍ବପ୍ନ ପୁରା କରିବ। ଏହା ଯଦି ଆପଣଙ୍କ ମନ କୁ ପାଉନାହିଁ ତ ଆଜିଠାରୁ ଆଉ କିଛି ଦେଖିବା ଦରକାର ନାହିଁ। କାରଣ ଯାହାକୁ ବୁଝିବାର ହେବ ସେ ଆପେ ଆପେ ବୁଝିଯିବ।

Leave a Reply

Your email address will not be published. Required fields are marked *