February 6, 2025

Odia Express

Here, There and Everywhere

ଷ୍ଟେଜ୍ ଉପରେ ସନ୍ୟାସ୍ ଘୋଷଣା କରୁଥିଲେ ଯୁବରାଜ ସିଂ , ସାମନାରେ ବସିଥିବା ମା ଓ ସ୍ତ୍ରୀ ହେଜଲଙ୍କ ଆଖିରେ ଆସିଯାଇଥିଲା ଲୁହ କାରଣ ଜାଣିଲେ ଆପଣ ମଧ୍ୟ କାନ୍ଦି ପକେଇବେ..

ବିଶ୍ୱକପ୍ ୨୦୧୧ ର ହିରୋ ରହିଥିବା ଯୁବରାଜ୍ ସିଂ ସୋମବାରକୁ ନିଜ ତରଫରୁ କ୍ରିକେଟ୍ ରୁ ସନ୍ୟାସ ନେଇଯାଇଛନ୍ତି , ଯୁବରାଜ ସିଂ ଲୁହଭରା ଆଖିରେ କ୍ରିକେଟ୍ ରୁ ଅଲବିଦା କହିଦେଲେ , ଯାହାପରେ ତାଙ୍କ ଫ୍ୟାନ୍ସ ଟିକିଏ ନିରାଶ ହୋଇଥିଲେ , ଯୁବରାଜ ସିଂ ସନ୍ୟାସ୍ ନେବାପରେ ଲୋକେ ତାଙ୍କ ଭଲ ଜୀବନ ପାଈଁ ଶୁଭେଚ୍ଛା ଦେଇଛନ୍ତି  ଯୁବରାଜ ସିଂ କ୍ରିକେଟ୍ ଜଗତରୁ ସନ୍ୟାସ ନେଲେ , ଯୁବରାଜ ମୁମ୍ବାଇର ପ୍ରେସ୍ କନଫରରେନ୍ସରେ ନିଜ ଭାବନା ବ୍ୟକ୍ତ କରି କହିଲେ କି ଆଜି ଯାହା କିଛି ଅଛି , କ୍ରିକେଟ୍ ମୋତେ ଦେଇଛି, କ୍ରିକେଟ୍ କାରଣରୁ ଆଜି ମୁଁ ଏଠାରେ ଠିଆ ହୋଇଛି,

 

ଭାରତୀୟ ଟିମ୍ ସହ ଦୁଇଥର ବିଶ୍ୱକପ୍ ୨୦୦୭ ଟି ଟ୍ୱେଣ୍ଟି ଓ ୨୦୧୧ ୱାନ୍ ଡେ ଜିତିବା ବାଲା ଯୁବରାଜ୍ କହିଲେ କି କହିପାରିବିନି କ୍ରିକେଟ୍ ମୋତେ କଣ ଦେଇଛି , ମୁଁ ଏହା କହିବାକୁ ଚାହୁଁଛି , ଆଜିମୋର ପାଖେ ଯାହା ବି ଅଛି , କ୍ରିକେଟ୍ ଦେଇଛି, କ୍ରିକେଟ୍ ପାଇଁ ଅଟେ , ଯାହାର କାରଣରୁ ମୁଁ ଆଜି ଆପଣଙ୍କ ପାଖରେ ଠିଆ ହୋଇଛି ।

ନିଜ ସ୍ପିଚ୍ ରେ ଯୁବରାଜ ଶେଷରେ କହିଲେ କି ଏହି ଶାନଦାର୍ ଯାତ୍ରାରେ ପରିବାର ଖାସ୍ କରି ମାଙ୍କୁ ମୁଁ ଧନ୍ୟବାଦ ଦେବି , ଯୁବରାଜ୍ ସିଂ କହିଲେ କି ମୁଁ ପରିବାର , ଖାସ୍ କରି ମା ଙ୍କୁ ଧନ୍ୟବାଦ ଦେବି , ଯିଏ ଆଜି ମୋ ସହ ଅଛନ୍ତି , ମୋର ମା ମୋତେ ସବୁବେଳେ ଶାନ୍ତିରେ ରହିବାକୁ କହିଛନ୍ତି , ଓ ମୋତେ ଦୁଇଥର ଜନ୍ମ ଦେଇଛନ୍ତି  ।ଯୁବରାଜ ସିଂ ନିଜ ସ୍ତ୍ରୀ ହେଜଲଙ୍କ ପାଇଁ ବି କହିଥିଲେ ,

 

ସେ କହିଲେ କି ଧନ୍ୟବାଦ ମୋର ସ୍ତ୍ରୀ ମୋର ଅସୁବିଧାର ସମୟରେ ମୋର ସାଥ୍ ଦେଇଥିଲେ , ମୋର ପାଖ ବନ୍ଧୁଗଣ ଯିଏ ମୋ ପାଇଁ ରୋଗାଗ୍ରସ୍ତ ହୋଇଯାଉଥିଲେ , କିନ୍ତୁ ଏହାପରେ ସବୁବେଳେ ମୋ ପାଖରେ ଆସି ଠିଆ ହେଉଥିଲେ , ମୁଁ ଯେଉଁଲୋକଙ୍କୁ ଭଲ ପାଏ , ଆଜି ସେ ମୋ ସାଙ୍ଗରେ ଅଛନ୍ତି , ଏବେ ସେଥିପାଇଁ ଏଥିପାଇଁ ମୋର ଆଗକୁ ବଢିବାର ଭଲ ସମୟ ଅଟେ ।

 

 

Leave a Reply

Your email address will not be published. Required fields are marked *