June 25, 2025

Odia Express

Here, There and Everywhere

ପେଟର ଗ୍ୟାସ, ମଧୁମେହ, ହୃଦୟ ରୋଗରୁ ନେଇକି କ୍ୟାନ୍ସର ପର୍ଯ୍ୟନ୍ତ ସବୁ ରୋଗ ପାଇଁ ଏହା ହେଉଛି ଚମତ୍କାର ଔଷଧ…

1 min read

ପେଟର ଗ୍ୟାସ, ମଧୁମେହ, ହୃଦୟ ରୋଗରୁ ନେଇକି କ୍ୟାନ୍ସର ପର୍ଯ୍ୟନ୍ତ ସବୁ ରୋଗ ପାଇଁ ରାମବାଣ ଉପାୟ ଅଟେ ହି ଔଷଧ।କଣ ଆପଣଙ୍କୁ ଜଣାଅଛି ବେଲ ଆମ ଶରୀର ପାଇଁ ଅନେକ ଫାଇଦା ଦେଇଥାଏ।ଏହା ବହୁତ ରୋଗକୁ ମୂଳରୁ ସଫା କରିବାରେ ସାହାଯ୍ୟ କରିଥାଏ।କଣ ଆପଣ ଜାଣିଛନ୍ତି ବେଲର ଜୁସ ରୁ ନେଇକି ମଞ୍ଜି ପର୍ଯ୍ୟନ୍ତ ସବୁ ଉପକାର ଦେଇଥାଏ।ଏହାକୁ ଅନେକ ନାମରେ ଜଣାଯାଇଥାଏ ଯେପରି ଶ୍ରୀ ଫଳ, ସୁସମ ଫଳ ଏହି ଭଳି ଲୋକ ଏହାକୁ ଅନେକ ନାମରେ ଜାଣିଛନ୍ତି।ବେଲର ରସ ବାହାରୁ ଟାଣ କିନ୍ତୁ ଭିତରୁ ନରମ ହୋଇଥାଏ।


ଶାସ୍ତ୍ର ଅନୁସାରେ ମଧ୍ୟ ବେଲର ଗଛକୁ ଶୁଭ ମାନାଯାଇଛି।ଏହାର ପତ୍ର ପୂଜା ରେ ଲାଗିଥାଏ।ହିନ୍ଦୁ ଧର୍ମ ଅନୁସାରେ ଏହି ଗଛରେ ଭଗବାନ ଶଙ୍କର ବାସ କରିଥାନ୍ତି।ଏହା ଛଡା ବେଲର ତିନୋଟି ଯାକ ପତ୍ର ଲାଗିକରି ରହିଥିବାରୁ ଏହାକୁ ତ୍ରିଦେବ ମଧ୍ୟ କୁହାଯାଏ।ଏହା ଛଡା ବେଲର ଫଳ ଓ ପତ୍ରରେ ଅନେକ ଔଷଧ ପ୍ରସ୍ତୁତ କରାଯାଇଥାଏ।ତେଣୁ ବହୁତ ରୋଗ ପାଇଁ ଏହି ବେଲ କାମ କରିଥାଏ।ବେଲରେ ଅନେକ ରାସାୟନିକ ପଦାର୍ଥ ମିଳିଥାଏ ଯାହା ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ।ବେଲରେ ଯେଉଁ ତତ୍ୱ ଥାଏ ତାହା ଦ୍ଵାରା ଏହା ଅନେକ ରୋଗରୁ ବଞ୍ଚାଇଥାଏ।ତେବେ ଆସନ୍ତୁ ଜାଣିବା ଏହା ଭିତରେ କଣ ତତ୍ୱ ରହିଛି।

ଫସଫରସ, କ୍ୟାଲସିୟମ, ପ୍ରୋଟିନ, ଆଇରନ, ଜିଙ୍କ ଓ ଫାଇବର ଏଥିରେ ରହିଥାଏ।ବେଲକୁ ଆପଣ ସିଧା ଖାଇ ପାରିବେ ଓ ଏହାର ଜୁସ ବାହାର କରି ମଧ୍ୟ ଖାଇପାରିବେ।ଦୁଇଟି ଯାକ ପ୍ରକାର ଖାଇବା ଦ୍ଵାରା ଏହା ଆମକୁ ଅନେକ ଫାଇଦା ପହଞ୍ଚାଇ ଥାଏ।ପେଟ ସମସ୍ୟା ପାଇଁ ବେଲ ଏକ ରାମବାଣ ଔଷଧୀ ଅଟେ।ତେବେ ଆସନ୍ତୁ ଏବେ ଜାଣିବା ଏହା ବିଭିନ୍ନ ରୋଗରେ କିପରି ଉପଯୋଗ କରାଯିବ।

୧-ହୃଦୟ ରୋଗ- ଯଦି ଆପଣଙ୍କ ହୃଦୟ ସହିତ ଜଡିତ କୌଣସି ରୋଗ ଅଛି ତେବେ ଆପଣ ବେଲ ସହିତ କିଛି ବୁନ୍ଦା ଘିଅ ମିଶାଇ ନିୟମିତ ସେବନ କରିବା ଦ୍ଵାରା ଏହା ହୃଦୟ ରୋଗରୁ ମୁକ୍ତି ଦେଇଥାଏ।

୨-କୋଲେଷ୍ଟଲ- ଯଦି ଆପଣ ଏହା ଦ୍ଵାରା ପୀଡିତ ଅଛନ୍ତି ତେବେ ନିୟମିତ ବେଲ ର ରସ ସେବନ କରିବା ଦ୍ଵାରା ଏହା ଭଲ ହୋଇଥାଏ।

୩-ଗ୍ୟାସ- ଯେଉଁ ମାନଙ୍କର ଅଧିକ ଗ୍ୟାସ ହେଉଛି ଚିନ୍ତା କରିବାର ନାହିଁ ଆପଣ ନିୟମିତ ବେଲ ରସ ସେବନ କରିବା ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ଡାଇରିଆ-ଆପଣ ମାନେ ଦେଖିଥିବେ ବର୍ଷା ଦିନେ ଅନେକ ରୋଗ ଡାଇରିଆ ରେ ପୀଡିତ ହୋଇଥାନ୍ତି।ଯଦି ଆପଣ ମଧ୍ୟ ଏହି ରୋଗ ଦ୍ଵାରା ପୀଡିତ ଅଛନ୍ତି ଯେବେ ଆପଣ ବେଲ ରସ ରେ ଚିନି ବା ଗୁଡ଼ ମିଶାଇ ସେବନ କରିବା ଦ୍ଵାରା ଏହି ରୋଗ ସାଙ୍ଗେ ସାଙ୍ଗେ ଭଲ ହୋଇଥାଏ।

Leave a Reply

Your email address will not be published. Required fields are marked *