June 27, 2025

Odia Express

Here, There and Everywhere

ଆଜିର ସବୁଠୁ ମଜାଦାର ପ୍ରଶ୍ନ – କେଉଁ ଜାଗାକୁ ୧୦୦ ଜଣ ଲୋକ ଗଲେ ୧୦୧ ଜଣ ଲୋକ ଫେରିକି ଆସିଥାନ୍ତି? ବୁଦ୍ଧି ଥିଲେ ଉତ୍ତର ଦିୟନ୍ତୁ…

ଜୀବନ ରେ ଶିକ୍ଷା ଗ୍ରହଣ କରିବା ନିହାତି ଦରକାର | ତେବେ ଏହି ଶିକ୍ଷା କେବଳ ବହି ରେ ନଥାଏ | ଅନେକ ଶିକ୍ଷା ଆମକୁ ଆମ ଆଖପାଖ ଥିବା ଲୋକଙ୍କ ପାଖରୁ ମଧ୍ୟ ଦେଖିବା ପାଇଁ ମିଳେ |ତେବେ ଏଭଳି ପ୍ରଶ୍ନ ଉତ୍ତର ଶୁଣିଲେ ଆପଣ ମଧ୍ୟ ଟିକେ ସମୟ ଅଟକିଯିବେ ଓ ପ୍ରଶ୍ନ କୁ ଆଉ ଠାରେ ଭାବିବା ପାଇଁ ଲାଗିବେ | ତେବେ ଏହି ପ୍ରଶ୍ନ ଖୁଶଵ ସହଜ ଉତ୍ତର ହେଲେ ମଧ୍ୟ ଆମକୁ ଚିନ୍ତାରେ ପକେଇ ଦିଏ | ଚାଲନ୍ତୁ ଆଜି ଏପରି କିଛି ପ୍ରଶ୍ନ ଉତ୍ତର ଜାଣିବା

ପ୍ରଶ୍ନ ୧: ଏପରି ଏକ ଜିନିଷ ଯାହାକୁ ଝିଅ ଖାଆନ୍ତି ବି ଆଉ ପିନ୍ଧନ୍ତି ବି?

ସଠିକ ଉତ୍ତର : ଲବଙ୍ଗ

ପ୍ରଶ୍ନ ୨: ଏକ ଲୋକ ବିନା ନିଦରେ ୩୦ ଦିନ ଯାଏ କିପରି ରହିପାରେ?

ସଠିକ ଉତ୍ତର : ରାତିରେ ନିଦ ନେଇକି

ପ୍ରଶ୍ନ ୩: ଏପରି ଏକ ଜିନିଷ ଯାହା ବାହାରେ ମାଗଣା ରେ ମିଳେ ଆଉ ଡାକ୍ତରଖାନା ରେ ପଇସା ଦେବାକୁ ପଡେ?

ସଠିକ ଉତ୍ତର : ଅମ୍ଳଜାନ

ପ୍ରଶ୍ନ ୪: ମୁଷା କେତେବେଳେ ଆଉ କେତେ ଘଣ୍ଟା ସୋଇ?

ସଠିକ ଉତ୍ତର : ଦିନରେ ଦୁଇ ଘଣ୍ଟା

ପ୍ରଶ୍ନ ୫: ମନୁଷ୍ୟ ଶରୀର ର ସବୁଠୁ ବ୍ୟସ୍ତ ଅଙ୍ଗ?

ସଠିକ ଉତ୍ତର :ହୃଦୟ

ପ୍ରଶ୍ନ ୬: ମିସାଇଲ ର ଦାମ କେତେ ହେଇ ଥାଏ?

ସଠିକ ଉତ୍ତର :୧୪ ଲକ୍ଷ ଡଲାର

ପ୍ରଶ୍ନ ୭: ଏବେଯାଏ ସବୁଠୁ ପୁରୁଣା ଟିଭି ସିରିଏଲ ର ନାମ କଣ?

ସଠିକ ଉତ୍ତର : ତାରକ ମେହତା କା ଉଲ୍ଟା ଚଷମା

ପ୍ରଶ୍ନ ୮: ଭାରତ ରେ ୧୦ ଟଙ୍କା ର କଏନ ବନେଇବା ପାଇଁ ପ୍ରାୟ କେତେ ଟଙ୍କା ଖର୍ଚ୍ଚ ହେଇଥାଏ?

ସଠିକ ଉତ୍ତର : ପ୍ରାୟତଃ ୩ ଟଙ୍କା

ପ୍ରଶ୍ନ ୯: କେଉଁ ଦେଶ ରେ ସର୍ବାଧିକ ଟ୍ରେନଚାଲେ?

ସଠିକ ଉତ୍ତର :ଜାପାନ ରେ

ପ୍ରଶ୍ନ ୧୦: ଛତିଶଗଡ଼ ର ରାଜଧାନୀ କେଉଁଠି ଅଛି?

ସଠିକ ଉତ୍ତର : ରାୟପୁର

ପ୍ରଶ୍ନ ୧୨: ସର୍ବାଧିକ ଟମାଟୋ ଉତ୍ପାଦନ କରୁଥିବା ଦେଶ?

ସଠିକ ଉତ୍ତର :ଭାରତ

ପ୍ରଶ୍ନ ୧୩: କେଉଁ ଦେଶର ଲୋକ କୁକୁର ପାଳିବାକୁ ଡରନ୍ତି?

ସଠିକ ଉତ୍ତର : ବ୍ରାଜିଲ ଦେଶ ର ଲୋକ

ପ୍ରଶ୍ନ ୧୪: ପାକିସ୍ତାନ ର ଲୋକେ କେଉଁ ଦେଶକୁ ଯାଇପାରିବେ ନାହିଁ?

ସଠିକ ଉତ୍ତର : ଇଶ୍ରାଏଲ ଦେଶ କୁ

ପ୍ରଶ୍ନ ୧୫: କାହାର ଜିଭ ନାହିଁ ମାତ୍ର ସେ କହେ ଆଉ ଭଲ ଭାବେ ଚାଲେ?

ସଠିକ ଉତ୍ତର : ପଇସା

୧୬: ଏମିତି ଏକ ଡ୍ରେସ ଯାହାକୁ ଆପଣ ପିନ୍ଧିପାରିବେ ନାହିଁ?

ସଠିକ ଉତ୍ତର : ଆଡ୍ରେସ

ପ୍ରଶ୍ନ ୧୭: ଏମିତି ଏକ ଜିନିଷ ଯାହାକୁ ସବୁ ପିଲା ଖାଆନ୍ତି ମାତ୍ର ପସନ୍ଦ କରନ୍ତି ନାହିଁ?

ସଠିକ ଉତ୍ତର :ମାଡ଼

ପ୍ରଶ୍ନ ୧୮: ଏପରି ଏକ ଜିନିଷ ଯାହା ଫାଟେ ମାତ୍ର ଆବାଜ ହୁଏ ନାହିଁ?

ସଠିକ ଉତ୍ତର : କ୍ଷୀର

ପ୍ରଶ୍ନ ୧୯: ବର୍ଷସାରା ମୋତେ କିଣ ଆଉ ବ୍ୟବହାର କର ମାତ୍ର ବର୍ଷ ଶେଷ ରେ ଫୋପାଡ଼ି ଦିଅ?

ସଠିକ ଉତ୍ତର : କ୍ୟାଲେଣ୍ଡର

ପ୍ରଶ୍ନ ୨୦: ଏପରି ଏକ ଜୀଵ ଯାହାର ଆଖି ନାହିଁ?

ସଠିକ ଉତ୍ତର : କଇଁଛ

ପ୍ରଶ୍ନ ୨୧: ଏପରି ଦୁଇଟି ଜିନିଷ ଯାହା ଭିତରୁ ଯଦି ଗୋଟେ ଉଠିଯାଏ ତ ଦ୍ୱିତୀୟ ବି ଉଠିଯାଏ

ସଠିକ ଉତ୍ତର : ପ୍ରେମ ବା ଭରସା

ପ୍ରଶ୍ନ ୨୨: ଏପରି ଏକ ଜିନିଷ ଯାହା ଗରମ ହେଉ ବା ସର୍ଦ୍ଧି ସର୍ବଦା ଥଣ୍ଡା ହି ରହିଥାଏ?

ସଠିକ ଉତ୍ତର : ବରଫ

ପ୍ରଶ୍ନ ୨୩: ଆପଣଙ୍କର କିଛି ବି କହିବା ଦ୍ୱାରା ଯାହା ଭାଙ୍ଗିଯାଏ?

ସଠିକ ଉତ୍ତର : ଶାନ୍ତି

ପ୍ରଶ୍ନ ୨୪: ସଂସାର ର ସବୁଠୁ ଛୋଟ ଅଣ୍ଡା ଦେବା ଵାଲା ପକ୍ଷୀ କିଏ?

ସଠିକ ଉତ୍ତର : ହମିଙ୍ଗ ବାର୍ଡ

ପ୍ରଶ୍ନ ୨୫: ମନୁଷ୍ୟ ଶରୀର ର ସବୁଠୁ ମଇଳା ଅଙ୍ଗ କେଉଁଟା ଅଟେ?

ସଠିକ ଉତ୍ତର : ମୁହଁ

ପ୍ରଶ୍ନ ୨୬:ୟୁ ଟ୍ୟୁବ କେଉଁ ଦେଶ ର କମ୍ପାନୀ ଅଟେ?

ସଠିକ ଉତ୍ତର :ଆମେରିକା

ସଠିକ ପ୍ରଶ୍ନ ୨୭:ଓଟ କ୍ଷୀର ରୁ କାହିଁକି ଦହି ଜମି ନଥାଏ?

ସଠିକ ଉତ୍ତର :ଓଟ କ୍ଷୀର ଗାଈ ଅଥବା ମଇଁଷି ଠାରୁ ଅଲଗା ହେଇଥାଏ।

ପ୍ରଶ୍ନ ୨୮: ଭାରତ ର କେଉଁ ରାଜ୍ୟରେ ସର୍ବାଧିକ ସୁନା ଅଛି?

ସଠିକ ଉତ୍ତର  : କର୍ଣ୍ଣାଟକ ରେ

ପ୍ରଶ୍ନ ୨୯ : କେଉଁ ଜାଗାକୁ ୧୦୦ ଜଣ ଲୋକ ଗଲେ ୧୦୧ ଜଣ ଲୋକ ଫେରିକି ଆସିଥାନ୍ତି?

ସଠିକ ଉତ୍ତର – ବାହାଘର ,ଯେବେ ବାହାଘର ପାଇଁ ବାର ବରଯାତ୍ରୀ ନେଇକି ୧୦୦ ଜଣ ଯାଇଥାନ୍ତି ତେବେ ୧୦୧ ହେଇକି ଫେରିଥାନ୍ତି

Leave a Reply

Your email address will not be published. Required fields are marked *