October 17, 2024

Odia Express

Here, There and Everywhere

କୁକୁଡା ଗୋଡ ଖାଉଥିବା ୧୦୦ ରୁ ୯୦ ଲୋକ ଜାଣିନାହନ୍ତି ଏହାର ସତ୍ୟତା , ନିଶ୍ଚିତ ଜାଣିନିଅନ୍ତୁ ନହେଲେ ପଛରେ ହଇରାଣ ହେବେ…

ଏମିତି ଦୁନିଆଁରେ ବହୁତ ଲୋକ ମିଳିଯିବେ ଯେଉଁମାନେ ନନ୍ ଭେଜ ଖାଇବାକୁ ପସନ୍ଦ କରନ୍ତି । ଓ କିଛି ଲୋକେ ଏପରି ମିଳିଯିବେ ଯିଏ ଶୁଦ୍ଧ ଶାକାହାରୀ ଅଟନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଲୋକଙ୍କ ବିଷୟରେ କହିବୁ ଯିଏ ନନ୍ ଭେଜ୍ ଖାଈବାକୁ ଇଚ୍ଛା କରନ୍ତି , ଯେଉଁ ଲୋକ ନନ୍ ଭେଜ୍ ଖାଇବାକୁ ପସନ୍ଦ କରନ୍ତି , ସେମାନେ ଚିକେନ୍ ଖାଇବାକୁ ଅଧିକା ପସନ୍ଦ କରନ୍ତି । ସମସ୍ତଙ୍କୁ ଯଦି ପଚାରାଯାଏ କି ଚିକେନ୍ ରେ କଣ ପସନ୍ଦ ଆସିଥାଏ , ତେବେ ସମସ୍ତେ କହିବେ କି କୁକୁଡାର ଗୋଡ ଖାଇବାକୁ ଅଧିକା ପସନ୍ଦ ଲାଗିଥାଏ , ବହୁତ ଲୋକଙ୍କର ସେଇଟା ଫେବରାଇଟ୍ ହୋଇଥାଏ , ଲୋକେ ଏହାକୁ ବହୁତ ମଜାନେଇ ଖାଇଥାନ୍ତି ।

 

ଏହି କଥା ସତ କି ସବୁ ଲୋକ ଅନ୍ୟ ପିସ୍ ଖାଇବା ଛଡା କୁକୁଡା ଗୋଡ ଖାଇବାକୁ ଅଧିକା ପସନ୍ଦ କରନ୍ତି , ସେମିତି ଆପଣଙ୍କୁ କହିଦେବୁ କି ନନ୍ ଭେଜ୍ ଖାଉଥିବା ଲୋକେ ଜାଣିଥିବେ କି ଏହା କେତେ ଫାଇଦା ହୋଇଥାଏ , ଯିଏ ବହୁତ କମ୍ ଲୋକ ଜାଣିଛନ୍ତି , ସେମିତି ଏହି କଥା ସତ କହନ୍ତି । କି ଚିକେନ୍ ରେ ପୋଷକ ତତ୍ତ୍ୱ ସହ ଟ୍ରାଇଟ୍ରୋଫନ୍ ଓ ଭିଟାମିନ୍ ବି ୫ ସେବନରେ ଚିନ୍ତାରୁ ମୁକ୍ତି ମିଳିଥାଏ , ଏହି ଦୁହେଁ ଶରିରକୁ ଶାନ୍ତ କରିଥାଏ ,

 

ଯଦି ଆପଣ ଚିକେନ୍ ଖାଆନ୍ତି ତେବେ ଏହା ଶରୀରକୁ ଶକ୍ତି ଦେଇଥାଏ , ଏହା ଆମେ ସମସ୍ତେ ଜାଣିଛେ , ଏହା ମଧ୍ୟରେ ଅଧିକା କ୍ୟାଲୋରି ମିଳିଥାଏ , କୁହାଯାଏ କି କୁକୁଡାର ଗୋଡର ଉପର ତ୍ୱଚା ହଟାଇଦେଲେ ଏଥିରେ ୧୦୬ କ୍ୟାଲୋରି ଥାଏ , ଯେବେ କି ସ୍କିନ୍ ଲେସ୍ ଚିକେନ୍ ରେ ୧୭୬ କ୍ୟାଲୋରି ଥାଏ , କିନ୍ତୁ ଦେଖିବାକୁ ଗଲେ ପ୍ରାୟ ପ୍ରାୟ ନନ୍ ଭେଜିଟେରିଆନ୍ ପ୍ରତିବର୍ଷ ୯୦ ପାଉଣ୍ତ ଚିକେନ୍ ଖାଇଥାନ୍ତି , ଯେଉଁଥିରେ ଚିକେନ୍ ଅନ୍ୟ ପିସ୍ ତୁଳନାରେ କୁକୁଡା ଗୋଡ ଖାଇବାକୁ ଅଧିକା ପସନ୍ଦ କରନ୍ତି , କହିଦେବୁ କି କୁକୁଡା ଗୋଡରେ କିଛି ପୋଷକ ତତ୍ତ୍ୱ ହୋଇଥାଏ ।

 

ଏହି ପୋଷକ ତତ୍ତ୍ୱ ଶରୀରରେ ଉର୍ଜା ପ୍ରଦାନ କରିଥାଏ , ଚିକେନ୍ ରେ ଭିଟାମିନ୍ ବି୬ ଅଧିକା ମାତ୍ରାରେ ମିଳିଥାଏ , ଭିଟାମିନ୍ ବି୬ ହୃଦରୋଗ ସମୟରେ ସୁରକ୍ଷା ଦେଇଥାଏ , ଭିଟାମିନ୍ ବି୬ ହୋମୋସିଷ୍ଟାଇନ୍ ସ୍ତରକୁ କମ୍ କରିଥାଏ , ହୋମୋସିଷ୍ଟାଇନ୍ ବଢିବା ଦ୍ୱାରା ହୃଦରୋଗ ସ୍ତର ବଢିଯାଏ , ଏହା ଛଡା ଚିକେନ୍ ରେ ନିୟାସିନ୍ ବି ପର୍ଯ୍ୟାପ୍ତ ମାତ୍ରାରେ ମିଲିଥାଏ , ଓ କୋଲୋଷ୍ଟ୍ରୋଲ୍ କମ କରିଥାଏ ।

 

କୁହାଯାଏ କି ଚିକେନ୍ ରେ ମିଳୁଥିବା ରେଟନୋଲ୍ , ଆଲଫା, ବିଟା କେରୋଟିନ୍ ଲାଇକୋପିନ୍, ଓ ଭିଟାମିନ୍ ଏ ଆଖିକୁ ରଶ୍ମୀ ବଢାଇଥାଏ , ଏହା ଛଡା ଚିକେନ୍ ରେ ଭିଟାମିନ୍ ଏ ଆଖିର ରଶ୍ମୀର ସମସ୍ୟା ଦୂର କରିଥାଏ ।

Leave a Reply

Your email address will not be published. Required fields are marked *