June 27, 2025

Odia Express

Here, There and Everywhere

କିପରି ଜାଣିବେ କି କିଡ୍ନୀ ଖରାପ ଅଛି କି ନାହିଁ – ଖରାପ ହେବା ଆଗରୁ ଏହି ଲକ୍ଷଣ ସବୁ ଦେଖାଦିଏ – ନିଶ୍ଚୟ ଜାଣିରଖନ୍ତୁ..

ଆମ ଶରୀରରେ କିଡ୍ନୀ ଏକ ମହତ୍ତ୍ୱପୂର୍ଣ ଅଙ୍ଗ ହେଇଥାଏ। ଏହା ଆମ ରକ୍ତ କୁ ସଫା କରିବାରେ କାମ କରି ଥାଏ। ଏହା ଆମ ରକ୍ତ ରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହେଇ ଥାଏ। ଯେତେବେଳେ ବିଷାକ୍ତ ପଦାର୍ଥ ର ମାତ୍ରା ବଢିଯାଏ ସେତେବେଳେ କିଡ୍ନୀ ଆମ ଶରୀର ରେ ରକ୍ତ କୁ ଛାଣି ପାରେ ନାହିଁ। ଏହା ଧୀରେ ଧୀରେ ଖରାପ ହେବାକୁ ଲାଗେ। ଯେପରି କି ଆମେ ଯେତେବେଳେ ଅଧିକ ପ୍ରୋଟିନ, ଫାଇବର, ତଥା ପୋଟାସିଅମ ଯୁକ୍ତ ଖାଦ୍ୟ ଖାଉ ତାହା ଆମ ଶରୀର ରେ ହଜମ ହେଇପାରେ ନାହିଁ। ତାହା ଆମ ରକ୍ତ ରେ ଟକ୍ସିକ ମାତ୍ରା ବଢ଼େଇ ଦେଇଥାଏ। ଏହାଦ୍ୱାରା ଆମ ରକ୍ତ ରେ ବିଷାକ୍ତ ପଦାର୍ଥ ବଢିଯାଏ ଆଉ ତାକୁ ଯେତେବେଳେ ଆମ କିଡ୍ନୀ ସଫା କରି ତ ତାର ଟିସୁ ଡ୍ୟାମେଜ ହୁଏ। ଏହା ଦୁଇ ପ୍ରକାର। ଗୋଟେ ହେଉଛି ଆକ୍ୟୁଟ ଡ୍ୟାମେଜ ଆଉ ଗୋଟେ କ୍ରନିକ କିଡ୍ନୀ ଡ୍ୟାମେଜ।

ଆକ୍ୟୁଟ ଡ୍ୟାମେଜ ରେ କିଡ୍ନୀ ଅଚାନକ ଖରାପ ହେଇଯାଏ ଆଉ ଠିକ ସମୟରେ ଚିକିତ୍ସା କଲେ ତାହା ଠିକ ବି ହେଇଯାଏ। କ୍ରନିକ ଡ୍ୟାମେଜ ରେ କିଡ୍ନୀ ବହୁତ ସମୟରୁ ଖରାପ ହେଇ ହେଇ ଆସେ। ଆଉ ତାହା ଧୀରେ ଧୀରେ ଆମକୁ ଖରାପ କରେ।

୧: ଯେତେବେଳେ ଆମ କିଡ୍ନୀ ଠିକସେ କାମ ନ କରେ ତ ଆମ ଶରୀର ରେ ପରିଶ୍ରା ଠିକ ସେ ହୁଏ ନାହିଁ। ଏହାର ଅର୍ଥ ପରିଶ୍ରା ଠିକ ସେ ନହେବା କିଡ୍ନୀ ଖରାପ ହେବାର ଲକ୍ଷଣ।

୨: ହାତ ଗୋଡ଼ ଫୁଲିବା: ଯେତେବେଳେ କିଡ୍ନୀ ଠିକ ସେ କାମ ନ କରେ ତ ଖାଦ୍ୟରେ ନେଇଥିବା ପାଣି ଆମ ଗୋଡ଼ ହାତ ରେ ଜମିବାକୁ ଲାଗେ। ତେଣୁ ଗୋଡ଼ ଫୁଲିଯାଏ।

୩: ନିଶ୍ୱାସ ପ୍ରଶ୍ବାସ ରେ ତକଲିଫ ହେବା: ନିଶ୍ବାସ ପ୍ରଶ୍ୱାସ ରେ ଯଦି ତକଲିଫ ହେଉଛ ତାହେଲେ ଆପଣ ଜଲଦି ଡକ୍ଟର ଙ୍କୁ ଦେଖନ୍ତୁ। କାରଣ ଏହା କିଡ୍ନୀ ଖରାପ ର ଲକ୍ଷଣ ଅଟେ।

୪: ଗୋଡ଼ ହାତ ଯଦି ଖାଲି ଖାଲି ରେ ଦରଜ କରୁଛି ତ ଆପଣ ଜଲଦି ଡକ୍ଟର ଙ୍କୁ ଦେଖାନ୍ତୁ।

ଏବେ ଆସନ୍ତୁ ଜାଣିବା କି ଆମେ କିପରି କିଡ୍ନୀ ଖରାପ ହେବାରୁ ବଂଚି ପାରିବା। ଆପଣ ଖାଦ୍ୟ ରେ ଅଧିକ ଭାରି ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଆପଣ ବାସ ହାଲକା ବୋଇତାଳୁ ଅଥବା ଲାଉ ଭଳି ଖାଦ୍ୟ ଖାଆନ୍ତୁ।

ଯଦି ଫଳ ଆହାର କରୁଛନ୍ତି ତ ଆପଣ ହାଲକା ଫଳ ଆହାର ଯେପରି କି ଅଙ୍ଗୁରୁ, କମଳା ଅଥବା ନାଁସ୍ପତି ଇତ୍ୟାଦି ଖାଆନ୍ତୁ। ଆଉ ସକାଳୁ ଚା ପିବାକୁ ଚେଷ୍ଟା କରନ୍ତୁ। କଳା ଚା ଅଥବା ଗ୍ରୀନ ଟି ସେବନ କରନ୍ତୁ। ଖାଦ୍ୟ ରେ ମାତ୍ରାଧିକ ପ୍ରୋଟିନ ସେବନ କରନ୍ତୁ ନାହିଁ। ନିଜର ପେଟ ସଫା ରଖନ୍ତୁ।

ଆପଣ କିଡ୍ନୀ ସମସ୍ୟା ରୁ ମୁକ୍ତ ହେବା ପାଇଁ ଆୟୁର୍ବେଦ ର ସାହାରା ନିଅନ୍ତୁ ଆଉ ଯୋଗ କୁ ସାମିଲ କରନ୍ତୁ। ଆପଣ ଯୋଗ ର ସାହାରା ରେ ବି ନିଜର କିଡ୍ନୀ କୁ ସୁସ୍ଥ କରିପାରିବେ।

Leave a Reply

Your email address will not be published. Required fields are marked *