June 27, 2025

Odia Express

Here, There and Everywhere

୪ଥର ପଦ୍ମ ମଞ୍ଜି ତଥା ପୋସ୍ତ ଖାଇବା ଦ୍ୱାରା ଆପଣଙ୍କ ଶାରୀରିକ ରୋଗ ସବୁ ଠିକ ହେଇଯିବ ଆଉ ମଣିଷ ଦୌଡ଼ିବାକୁ ଲାଗିବ…

ମାତ୍ର ଚାରି ଥର ପଦ୍ମ ମଞ୍ଜି ତଥା ପୋସ୍ତ ଭଳି ଜିନିଷ ଖାଇବା ଦ୍ୱାରା ଆପଣଙ୍କ ଶରୀର ରେ ରୋଗ ଆଉ ଆସିବ ନାହିଁ। ଆପଣଙ୍କ ଶରୀର ରେ ଶକ୍ତି ଦୌଡ଼ିଥାଏ। ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଉପାୟ ନେଇକି ଆସିଛୁ ଯାହାର ଅବଲମ୍ବନ ପରେ ଆପଣଙ୍କ ଶରୀର ପୂର୍ବ ଠାରୁ ଆହୁରି ମଜବୁତ ହେଇଯିବ। ଆପଣଙ୍କ ଶରୀର ରେ ଦୁର୍ବଳତା ଆଉ ରହିବ ନାହିଁ। ଆପଣଙ୍କ ଶରୀର ର ହାଡ଼ ଲୁହା ଭଳି ମଜବୁତ ହେଇଯିବ ତଥା ଆପଣ ଆଗ ଠାରୁ ବହୁତ ଅଧିକ ସବଳ ଅନୁଭବ କରିବେ ଆଉ ଆପଣଙ୍କୁ ପେଟ ଦରଜ, କମର ଦରଜ ତଥା ଅନ୍ୟ କିଛି ବି ହାଡ଼ ଦରଜ ଅନୁଭଵ ହେବ ନାହିଁ।ଏହା ନା କେବଳ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ ବରଂ ଡାଇବେଟିସ ଥିବା ଲୋକଙ୍କୁ ବି ପ୍ରଭାବିତ କରିବ। କାରଣ ଏହା ଖାଇବା ଦ୍ୱାରା ତାଙ୍କ ପେଟ ରେ କଷ୍ଟ କାଠିନ୍ୟ ହେବ ନାହିଁ ଆଉ ତାଙ୍କ ଶରୀର ରେ ସୁଗାର ର ସ୍ତର ବି ରହିବ।

ଏହା ପାଇଁ ଆପଣଙ୍କୁ ସବୁଠୁ ପ୍ରଥମେ ଯାହା ଦରକାର ତାହା ହେଉଛି ପୋସ୍ତ। ପୋସ୍ତ ଆମ ପାଇଁ ବହୁତ ଉପଯୋଗୀ ହେଇଥାଏ। ଏହା ଆମକୁ କାଠିନ୍ୟ ସମସ୍ୟା ରୁ ମୁକ୍ତି କରେ ଆଉ ଶରୀର କୁ ଦୁର୍ବଳତା ରୁ ମୁକ୍ତ କରେ। ଏହି ଛୋଟ ବୀଜ ଵାଲା ଜିନିଷ ଆମ ପାଇଁ ବହୁତ ଫାଇଦା ଦେଇଥାଏ ତଥା ଆମ ଶରୀର କୁ କ୍ୟାଲସିଆମ, ପୋଟାସିଅମ ଆଉ ଅନେକ ପୋଷକ ତତ୍ତ୍ୱ ର ମାତ୍ରା ପ୍ରଦାନ କରିଥାଏ। ଏହାକୁ ଆନ୍ତରିକ ବେମାରି ରୁ ମୁକ୍ତ ହେବାକୁ ବ୍ୟବହାର କରାଯାଏ।

ଦ୍ୱିତୀୟ ଜିନିଷ ଯାହା ଦରକାର ତାହା ହେଉଛି ପଦ୍ମ ମଞ୍ଜି, ଏହା ଏକ ଜଳୀୟ ଜିନିଷ ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ। ଏହା ଆମ ଆଭ୍ୟନ୍ତରୀଣ ଅନେକ ବେମାରି ଠିକ କରିବା ପାଇଁ ଲାଭ ଦାୟକ ହେଇଥାଏ।

ତୃତୀୟ ଜିନିଷ ଯାହା ଦରକାର ତାହା ହେଉଛି କ୍ଷୀର। ଏହା ବି ପୋଷକ ତତ୍ତ୍ୱ ରେ ଭରା ଥାଏ ଯାହା କି ଆମ ପାଇଁ ଉପଯୋଗୀ ହେଇଥାଏ। ଶକ୍ତି ରେ ଭରପୁର ଏହା ଆମ ଶରୀର କୁ ଦିନ ତମାମ ସବଳ ରଖିଥାଏ।

ଆପଣଙ୍କୁ ବାସ ଏକ କଡା ରେ ଗୋଟେ ଖଣ୍ଡ ଘିଅ ନେବାର ଅଛି। ସେଥିରେ ଦୁଇ କି ତିନି ଚାମଚ ପୋସ୍ତ ପକେଇବାର ଅଛି। ତା ପରେ ଆପଣଙ୍କୁ ତାକୁ ଭାଜିବାର ଅଛି। ତା ପରେ ଆପଣ କିଛି ପଦ୍ମ ମଞ୍ଜି ଆଣି ତାକୁ କୁଟି ଦେଇକି ପକାନ୍ତୁ। ତା ପରେ ଆପଣ ତାକୁ କ୍ଷୀର ପକେଇକି ତିନି ଥର ଫୁଟାନ୍ତୁ। ଯଦି ଆପଣ ଡାଇବେଟିସ ରୋଗୀ ନୁହନ୍ତି ତ ଆପଣ ସ୍ୱାଦ ପାଇଁ ମିଶିରି ମିଶାଇ ପାରନ୍ତି। ନହେଲେ ଆପଣ ତାକୁ ଖାଲି ନ ଛାଣି ସକାଳୁ ଖାଲି ପେଟ ରେ ପିଅନ୍ତୁ। ଏହାଦ୍ୱାରା ଆପଣ ସମସ୍ତ ରୋଗରୁ ମୁକ୍ତ ହେଇ ପାରିବେ।ତେବେ କହିରଖୁ ଏହା ଦୋକାନ ରେ ମିଳିଯିବ ନଚେତ ଆପଣ ଏହାକୁ ଅନଲାଇନ ରେ ମଧ୍ୟ ମଗେଇ ପାରିବେ

Leave a Reply

Your email address will not be published. Required fields are marked *