June 22, 2025

Odia Express

Here, There and Everywhere

ଆମ୍ବ ଖାଇବା ପରେ ଭୁଲରେ ବି ଏହି ଜିନିଷ ଖାଆନ୍ତୁ ନାହିଁ – ବହୁତ ଖରାପ ଅବସ୍ଥା ହେଇପାରେ…

ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଜିନିଷ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆମ୍ବ ଖାଇବା ପରେ ଖାଇବାର ନାହିଁ। କାରଣ ଏହା ଖାଇବା ପରେ ଆପଣଙ୍କର ଜୀବନ ବି ଯାଇ ପାରେ। ଆପଣ ଜାଣନ୍ତି କି ଆଜି କାଲି ଗରମ ଦିନ ହି ଚାଲୁଛି। ଏମିତି ରେ ଆମକୁ ସର୍ଦ୍ଧି ଅଥବା ବର୍ଷା ଦିନ ପସନ୍ଦ ଥାଏ ମାତ୍ର ଗରମ ଦିନର ଅଲଗା ହି ମଜା ଥାଏ। କାରଣ ଗରମ ଦିନରେ ଆମକୁ ମିଠା ମିଠା ତଥା ତାଜା ତାଜା ଆମ୍ବ ଖାଇବାକୁ ମିଳେ। ଆମ୍ବ ଖାଇବାକୁ ଯେତେ ସ୍ୱାଦିଷ୍ଟ ଥାଏ ଏଥିରେ ଫାଇଦା ହି ସେତିକି ଥାଏ। ଏହା ପ୍ରୋଟିନ, ଭିଟାମିନ ଏ, ଭିଟାମିନ ବି ତଥା ଆଣ୍ଟି ଅକ୍ସିଡ଼ାଣ୍ଟ ରେ ଭରା ଥାଏ।

ମାତ୍ର ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଜିନିଷ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଆମ୍ବ ଖାଇବା ପରେ ଖାଇବା ଜମା ବି ଉଚିତ ନୁହଁ। କାରଣ ଏହା ଖାଇବା ଦ୍ୱାରା ଆପଣଙ୍କ ଦେହ ଅତ୍ୟନ୍ତ ଖରାପ ହେଇଯାଏ ତଥା ଆପଣ ଭିତରୁ ପୁରା ଦୁର୍ବଳ ହେଇଯାନ୍ତି। ଆପଣଙ୍କ ଶରୀର ଭିତରୁ ଦୁର୍ବଳ ହୁଏ ତଥା ଉପରୁ ସବଲ ଲାଗିଥାଏ। ତ ଚାଲନ୍ତୁ ଜାଣିବା।

୧: କଲରା: ଯାହା ଆପଣଙ୍କୁ ଜମା ବି ଖାଇବା ଉଚିତ ନୁହଁ ତାହା ହେଉଛି କଲରା। କାରଣ ଆମ୍ବ ମିଠା ହେଇଥାଏ ଆଉ କଲରା ପିତା ହେଇଥାଏ। ଏହି ଦୁଇଟି ର ସେବନ ଦ୍ୱାରା ଆମ ଶରୀର ଭିତରେ ଏକ ଅଜୀବ ପ୍ରତିକ୍ରିୟା ହେଇଯାଏ ଯାହାଦ୍ୱାରା କି ଆମକୁ ବାନ୍ତି ହୁଏ ଆଉ ଶରୀର ବହୁତ ଖରାପ ହେଇଯାଏ। କେବେ କେବେ ଆମକୁ ନିଶ୍ୱାସ ପ୍ରଶ୍ୱାସ ରେ ବି ଅସୁବିଧା ହୁଏ।
ଏହା ଖାଇବା ଦ୍ୱାରା ଆମକୁ ସିଧା ସଳଖ ପ୍ରଭାବ ତ ପଡି ନଥାଏ। ମାତ୍ର ତାହା ଆମେ ଧୀରେ ଧୀରେ ଖାଇବା ଦ୍ୱାରା ଆମ ଶରୀର ବହୁତ ଡ୍ୟାମେଜ ହେଇ ହେଇ ଯାଇଥାଏ। ଏହା ଆମେ ସେହି ଲୋକ ମାନଙ୍କୁ କହୁଛୁ ଯେଉଁମାନେ ସାଥିରେ ହି ଖାଇଯାନ୍ତି।।ସେମାନଙ୍କୁ ଅନୁରୋଧ କି ସେମାନେ ଆମ୍ବ ଆଉ କଲରା ଭିତରେ ଏକ ଘଣ୍ଟା ର ଗ୍ୟାପ ରଖନ୍ତୁ।

୨: ଲଙ୍କା: ଆମ୍ବ ଖାଇବା ପରେ ସବୁଜ ଲଙ୍କା ଜମା ବି ଖାଆନ୍ତୁ ନାହିଁ। ଏହାର ସ୍ୱାଦ ରାଗୁଆ ହେଇଥାଏ ଯାହା କି ଆମ୍ବ ସହ ରିଆକ୍ସନ କରେ ଆଉ ଆମ ପେଟ ରେ ତାହା ବହୁତ ପ୍ରଭାବ ପକାଏ। ତେଣୁ ଆପଣ ସବୁଜ ଲଙ୍କା ବି ଖାଆନ୍ତୁ ନାହିଁ ଅଥବା ଲଙ୍କା ପରେ ଆମ୍ବ ଖାଆନ୍ତୁ ନାହିଁ। ଆପଣ ଏହା ଭିତରେ ବି ଏକ ଘଣ୍ଟା ର ଗ୍ୟାପ ରଖନ୍ତୁ।

୩: ଆପଣ ଆମ୍ବ ପରେ ଦହି, କ୍ଷୀର ଅଥବା କ୍ଷୀର ଜାତୀୟ ଜିନିଷ ର ସେବନ କରନ୍ତୁ ନାହିଁ। ବହୁତ ଲୋକ ଭାବନ୍ତି କି ସେମାନେ ଏହା ସେବନ କରିବା ପରେ ତାଙ୍କର କିଛି ହେବନି। ମାତ୍ର ଏହା ଖାଇବା ଦ୍ୱାରା ଆପଣଙ୍କ ଶରୀର ଭିତରେ ବିଷ ଭଳି ହେଇଯାଏ ଯାହା କି ସବୁ ରୋଗର କାରଣ ହୁଏ।

Leave a Reply

Your email address will not be published. Required fields are marked *