June 27, 2025

Odia Express

Here, There and Everywhere

ହଳଦିଆ ଓ ଅପରିଷ୍କାର ଦାନ୍ତକୁ ୨ ମିନିଟରେ ସଫା ଓ ସୁନ୍ଦର କରି ପାରିବ ଏହି ୨ ଟି ଘରୋଇ ଉପାୟ..

1 min read

ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା କିପରି ଆମର ଖରାପ ହୋଇଯାଇଥିବା ଓ ନଷ୍ଟ ହୋଇଯାଇଥିବା ଏହି ହଳଦିଆ ଦାନ୍ତ ମାନଙ୍କୁ ଆମେ କିପରି ସଫା କରି ପାରିବ ସେ ବିଷୟରେ ଆମେ ଆଜି ଜାଣିବା।ଆଜି ଆମେ ଆପଣଙ୍କ ପାଇଁ ଏମିତି ଦୁଇଟି ଉପାୟ ନେଇ ଆସିଛୁ ଯାହା ଆପଣଙ୍କ ଅସନା ଓ ହଳଦିଆ ଦାନ୍ତକୁ ଭଲ ଭାବରେ ସଫା କରି ପାରିବେ।ମଣିଷର ଦାନ୍ତହିଁ ତାର ପ୍ରଥମ ଇଜ୍ଜତ ଓ ସବୁକିଛି ହୋଇଥାଏ।ଆମ ଆଖ ପାଖରେ ଏମିତି ବହୁତ କିଛି ଜିନିଷ ଅଛି ଯାହା ଭିତରେ ଦିବ୍ୟ ଗୁଣ ମାନ ଲୁଚି ରହିଛି।ସେ ସବୁ ଜିନିଷ ବିଷୟରେ ଆମକୁ କୌଣସି ପ୍ରକାରର ଜ୍ଞାନ ନଥାଏ ଯେଉଁ କାରଣରୁ ଆମେ ସେଗୁଡିକୁ ଚିନ୍ହି ପାରି ନଥାଉ ଓ ଆମ ନିତ୍ୟ ଜୀବନରେ ଏହାକୁ ବ୍ୟବହାର ଉପଯୋଗୀ କରି ପାରି ନଥାଉ।ଆଜି ଆମେ ଆପଣମାନଙ୍କ ପାଇଁ ଦୁଇଟି ଏମିତି ଉପାୟ ନେଇ ଆସିଅଛୁ ଯାହାକୁ ବ୍ୟବହାର କରିବା ମାତ୍ରକେ ଆପଣଙ୍କ ଅସନା ଓ କଳା ପଡିଯାଇଥିବା ଦାନ୍ତ ସମ୍ପୂର୍ଣ୍ଣ ଭାବରେ ଚିକ ଚିକ ହୋଇଯିବ।ଯେଉଁ ମାନଙ୍କର ଦାନ୍ତ କୌଣସି ଉପାୟରେ ସଫା ହୋଇନଥାଏ ଏହା ସେମାନଙ୍କ ପାଇଁ ଏକ ରାମବାଣ ଔଷଧି ଅଟେ।

ଆପଣଙ୍କ ଦାନ୍ତ ଅସନା ହେବା କାରଣରୁ ଆପଣ କାହା ଆଗରେ ଭଲ ଭାବରେ ହସି ପାରନ୍ତି ନାହିଁ।ଯେତେବେଳେ କେହି ଆପଣଙ୍କ ଏହି କଳା ଓ ଅସନା ଦାନ୍ତକୁ ଦେଖିଥାଏ ତାହେଲେ ସେ ଆପଣଙ୍କ ବିଷୟରେ ବହୁତ ଖରାପ ଚିନ୍ତା କରେ ଓ ଭାବେ ଆପଣ ନିଜ ଶରୀରକୁ ଭଲ ଭାବରେ ପରିଷ୍କାର ରଖୁନାହାନ୍ତି।ଏବେ ଆସନ୍ତୁ ଜାଣିବା ଆମେ କିପରି ଆମର ଏହି ଖରାପ ଓ ଅସନା ଦାନ୍ତ ଗୁଡିକୁ ସୁନ୍ଦର ଓ ନିର୍ମଳ ରଖିପାରିବା।ଆସନ୍ତୁ ଜାଣିବା ସେ ଘରୋଇ ଉପାୟ ଗୁଡିକ ବିଷୟରେ।

ଆମେ ଆମ ଦାନ୍ତର ଭଲ ଭାବରେ ଯତ୍ନ ନନେଲେ ଏହା ହଳଦିଆ ହେବାକୁ ଲାଗେ।ଧୂମ୍ରପାନ, ମଦ୍ୟପାନ କରିବା ଦ୍ୱାରା ଆଉ ଇନେମଲ ସ୍ତରର ଖରାପ ହେବା ଦ୍ୱାରା ଆମ ଦାନ୍ତ ହଳଦିଆ ହେବାକୁ ଲାଗେ।ଆମେ ଯେଉଁ ଉପାୟ ଆପଣଙ୍କ ସହିତ ବାଣ୍ଟିବାକୁ ଯାଉଛୁ ଏହା କେବଳ ମାତ୍ର ୨-୩ ମିନିଟରେ ଆପଣଙ୍କ ହଲଦିଆ ଓ ଅସନା ଦାନ୍ତକୁ ସଫା ଓ ସୁନ୍ଦର କରିବାରେ ଲାଗିବ।ପ୍ରଥମ ଉପାୟ ପାଇଁ ଆପଣଙ୍କୁ ଦରକାର ଗୋଟେ ଚାମୁଚ ତୁଳସୀ ପତ୍ରର ଗୁଣ୍ଡ।ଆପଣ ତୁଳସୀ ପତ୍ରକୁ ଆଣି ଛାଇରେ ସୁଖେଇ ଏହାକୁ ଭଲ ଭବାରେ ଗୁଣ୍ଡ କରି ନେବେ।

ଆଉ ଧ୍ୟାନ ରଖିବେ ଭୁଲରେ ବି ସେ ତୁଳସୀ ପତ୍ରକୁ ଆପଣ ଖରାରେ ସୁଖେଇ ବେନି ଯଦି ଆପଣ ତାକୁ ଖରାରେ ସୁଖେଇବେ ତାହେଲେ ତା ଭିତରେ ଥିବା ସମସ୍ତ ପ୍ରକାରର ଔଷଧିୟ ଗୁଣ ନଷ୍ଟ ହୋଇଯିବ।ଆଉ ଆମକୁ ଏହାର ଲାଭ ମିକିବ ନାହିଁ।ଏହାକୁ ସୁଖେଇ ସାରିବା ପରେ ଏହାକୁ ଆଣି ଭଲ ଭବାରେ ଗୁଣ୍ଡ କରି ନେବେ।ଆମକୁ ଏହି ଉପାୟ ପ୍ରସ୍ତୁତି ପାଇଁ କେବଳ ଗୋଟେ ଚାମଚ ତୁଳସୀ ଗୁଣ୍ଡର ଆଵଶ୍ୟକତା ରହି ଅଛି।ତାପରେ ଆମକୁ ଦରକାର ୨ ଚାମୁଚ ଲେମ୍ବୁ ରସ।ତାପରେ ସେ ଦୁଇଟି ଜିନିଷକୁ ଭଲ ଭବାରେ ମିଶେଇ ନେବେ।ତାପରେ ଆପଣ ଚାହିଁଲେ ନିଜ ହାତ ସାହାଯ୍ୟ ରେ ନହେଲେ ବ୍ରସ ଦ୍ୱାରା ଆପଣ ନିଜ ଦାନ୍ତକୁ ସଫା କରି ପାରିବେ।

ତାପରେ ଦ୍ୱିତୀୟ ଉପାୟ ପ୍ରସ୍ତୁତ ପାଇଁ ଆମକୁ ଦରକାର ଏକ ଖାଲି ଗିନା ତାପରେ ଆମକୁ ଦରକାର ବେକିଙ୍ଗ ସୋଢ଼ା ବା ମିଠା ସୋଢ଼ା।ତାପରେ ତା ଭିତରେ ପାଣି ମିଶେଇ ଗୋଟେ ପେଷ୍ଟ ବନେଇ ନେବେ।ତାପରେ ଏହି ପେଷ୍ଟ ସହାଯ୍ୟରେ ନିଜ ଦାନ୍ତକୁ ବ୍ରସ କରିନେବେ।ବେକିଙ୍ଗ ସୋଢ଼ା ଗୋଟିଏ ବଢିଆ ଉପାଦାନ ଅଟେ ଯାହାର ବ୍ୟବହାର ସବୁ ପ୍ରକାର ପେଷ୍ଟରେ କରା ଯାଇଥାଏ।ବେକିଙ୍ଗ ସୋଢ଼ା ର ଅଧିକ ବ୍ୟବହାର ଆମ ଦାନ୍ତ ପାଇଁ କ୍ଷତିକାରକ ଅଟେ ଓ ଏହାର ବ୍ୟବହାର ଆପଣ କେବଳ ସପ୍ତାହରେ ୨ ଥର କରିବେ।ଯାହାଦ୍ୱାର ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ ଓ ଆମ ଦାନ୍ତ ମଧ୍ୟ ଭଲ ରହିବ ଆଉ ସୁନ୍ଦର ରହିବ।

Leave a Reply

Your email address will not be published. Required fields are marked *