ରୁଟିକୁ ଇଂରାଜୀରେ କଣ କୁହାଯାଏ , ଖାଇଥାନ୍ତି ସମସ୍ତେ କିନ୍ତୁ ୯୯ ପ୍ରତିଶତ ଭାରତୀୟଙ୍କୁ ଜଣା ନଥାଏ ଏହି କଥା…
1 min readଆଜିର ସମୟରେ ଯେ କୌଣସି ଚାକିରି କରିବାକୁ ହେଲେ ବିନା ଇଣ୍ଟରଭ୍ୟୁ ବିନା ଆପଣଙ୍କୁ ଚାକିରି ମିଳିନପାରେ , ସେମିତି କିଛି ଇଣ୍ଟରଭ୍ୟୁ ସହଜ ହୋଇଥାଏ , ଓ କିଛି ବହୁତ କଷ୍ଟକର, ଯାହାକୁ କ୍ଲିୟର୍ କରିବା ସମସ୍ତଙ୍କ ହାତରେ ନଥାଏ , ପରିଶେଷରେ ସରକାରୀ ଚାକିରୀ କ୍ଷେତ୍ରରେ ଇଣ୍ଟରଭ୍ୟୁରେ କଣ ପ୍ରଶ୍ନ ପଚାରାଯାଇଥାଏ କାରଣ ଏହି ପରୀକ୍ଷାର ପ୍ରସ୍ତୁତି କରିଥିବା ଲୋକ ଏମିତି ହୋଇଥାନ୍ତି କି ସେମାନଙ୍କୁ ଫେରିବାକୁ ପଡିଥାଏ ।
ଏହି ସମୟରେ ଆପଣଙ୍କ ମନୋସ୍ଥିତି ଜାଣିବା ପାଇଁ ସେଠାରେ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି କିଛି ଏପରି ପ୍ରଶ୍ନ ହୋଇଥାଏ ଯାହା ଆପଣ କେଉଁଠି ପଢିନଥିବେ , ଏହି ପରି ପ୍ରଶ୍ନ ଆପଣଙ୍କ ଆଇକ୍ୟୁ ଟେଷ୍ଟ କରିବାରେ ପଚାରିଥାନ୍ତି , ଯାହାକୁ ଆପଣ ପରିସ୍ଥିତି ଅନୁସାରେ ନିର୍ଣ୍ଣୟ କରିପାରିବେ , ତେବେ ଆସନ୍ତୁ ଆମେ ଆପଣଙ୍କୁ ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ପ୍ରଶ୍ନଗୁଡିକ ବିଷୟରେ ଅବଗତ କରାଉଛୁ , ଯାହାର ଉତ୍ତର ଇଣ୍ଟରଭ୍ୟୁ ଦେଉଥିବା ଲୋକ ବହୁତ ଚାଲାକି ଭାବେ ଉତ୍ତର ଦେଇଛନ୍ତି ।
ପ୍ରଶ୍ନ-୧ : ମାନବ ଶରୀରରେ ସମୁଦାୟ କେତୋଟି ହାଡ ରହିଥାଏ ? ଉତ୍ତର : ୨୦୬ ଖଣ୍ତ
ପ୍ରଶ୍ନ-୨ : ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଷ୍ଟାଡିୟମ୍ ର ନିର୍ମାଣ ଭାରତର କେଉଁ ରାଜ୍ୟରେ ହୋଇଥିଲା ? ଉତ୍ତର-ଗୁଜୁରାଟ
ପ୍ରଶ୍ନ-୩ : ଭାତଖଣ୍ତେ ସଂଗୀତ ମହାବିଦ୍ୟାଳୟ କେଉଁଠି ସ୍ଥିତ ଅଛି ? ଉତ୍ତର : ଲକ୍ଷ୍ନୌ
ପ୍ରଶ୍ନ-୪ : ନବଜାତ ଶିଶୁର ହାଡଗୁଡିକ ସଂଖ୍ୟା କେତେ ହୋଇଥାଏ ? ଉତ୍ତର : ୩୦୦ ଖଣ୍ତ
ପ୍ରଶ୍ନ-୫ : ଭାସ୍କୋଡୋଗାମା କେଉଁଠିକାର ବାସିନ୍ଦା ଥିଲେ ? ପର୍ତ୍ତୁଗାଲ୍
ପ୍ରଶ୍ନ-୬ : ୫୦ ଟଙ୍କିଆ ନୁଆ ନୋଟରେ ପଛ ପାର୍ଶ୍ୱରେ କାହାର ଫଟୋ ଛପାହୋଇଛି ? ଉତ୍ତର : ହଂପି
ପ୍ରଶ୍ନ-୭ : ପେନାଲ୍ଟି କେଉଁ ଶବ୍ଦ କେଉଁ ଖେଳ ପାଇଁ ପ୍ରଯ୍ୟୁକ୍ତ ହୋଇଥାଏ ? ଉତ୍ତର : ଫୁଟବଲ୍
ପ୍ରଶ୍ନ-୮ : ରୁଟିକୁ ଇଂରାଜୀରେ କଣ କହିଥାନ୍ତି ? ଉତ୍ତର : ବ୍ରେଡ୍ , ଟର୍ଟିଲା, କିମ୍ବା ଇଣ୍ତିଆନ୍ ବ୍ରେଡ୍ ବୋଲି କହିଥାନ୍ତି ।