June 27, 2025

Odia Express

Here, There and Everywhere

ସାଧାରଣଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର – ସବୁଜ ଚୋର ନାଲି ଘର ସେଠି ବସିଛି କଳା ସୈତାନ ଖରା ଦିନେ ସେ ଦେଖାଯାଏ ଆଉ ଥଣ୍ଡାରେ ଚାଲିଯାଏ କୁହ ସେ କଣ?ଉତ୍ତର କୁହ ଏବେ..

1 min read

ଆଜିର ଜ୍ଞନ ଭିତିକ ପ୍ରଶ୍ନ ଓ ଉତ୍ତର କୁ ଆପଣାକୁ ସ୍ୱାଗତ କରୁଚୁ | ତେବେ ସବୁଦିନ ପରି ଆଜି ମଧ୍ୟ କିଛି ନୂଆ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ ଆପଣଙ୍କ ପାଇଁ |ଆଜି ଆମେ ଏଠି କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ବିଷୟରେ ବାର୍ତ୍ତାଳାପ କରିବା ତେବେ ଯଦି ଆପଣ ମାନଙ୍କୁ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଉତ୍ତର ଭଲ ଲାଗେ ତାହେଲେ ଆପଣ ମାନେ ଆଗକୁ ନିଶ୍ଚିନ୍ତ ଭାବରେ ପଢନ୍ତୁ।ତେବେ ଯଦି ଏପରି ସବୁଦିନ ପ୍ରଶ୍ନ ଉତ୍ତର ଭାଗ ନେବାକୁ ଚାଁହୁଚନ୍ତି ତେବେ ଆମ ପେଜ କୁ ଲାଇକ କରିବେ

ତେବେ ଆସନ୍ତୁ ଜାଣିବା ଆମର ପ୍ରଥମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୧:-ମହାତ୍ମା ଗାନ୍ଧୀଙ୍କ ପୁରା ନାମ କଣ ଥିଲା?

ଉତ୍ତର:-ଏହାର ଉତ୍ତର ହେଲା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ।

ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:- ଦୁନିଆର ସବୁଠାରୁ ଛୋଟ ପକ୍ଷୀ ହମିଙ୍ଗ ବାର୍ଡ ଅଛି ତେବେ ତାର ଲମ୍ବା କେତେ ସେମି ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୫-୬ ସେମି।

ଏବେ ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ଡିଜେଲର ହିନ୍ଦୀ ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସଂପୀଡିତ ତେଲ।

ଏବେ ଆସନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୪:- ସେ କେଉଁ ଜୀଵ ଅଟେ ଯାହାକୁ ସବୁ ଜିନିଷ ୨ ଗୁଣ ଦେଖାଯାଏ ?

ଉତ୍ତର:- ଏହାର ସଠିକ ଉତ୍ତର ହେଲା ହାତୀ।

ଏବେ ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ସିଂହ ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୬ ଟି।

ଏବେ ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-ଭାରତ ବ୍ୟତିତ କେଉଁ ଠାରେ ରାଷ୍ଟ୍ରୀୟ ଭାଷା ହିନ୍ଦୀ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫିଜି ଦେଶର।

ଏବେ ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-ସେ କଣ ଯାହା ଅଧା ରାତିରେ ଆସେ ଓ ଅଧା ରାତିରେ ଚାଲିଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାରିଖ ।

ଏବେ ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରାଯାଉଥିବା ମୋବାଇଲ କେଉଁଟି ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାମସଙ୍ଗ।

ଏବେ ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ଏମିତି କେଉଁ ପତି ଅଛି ଯାହା ଜଙ୍ଗଲରେ ରହିଥାଏ ଓ ସହରରେ ରହିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବନସ୍ପତି।

ଏବେ ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:- ମୁଁ କଳା ମୋ ଛୁଆ ଗୋରା ଅଟନ୍ତି ମତେ ଛାଡି ମୋ ଛୁଆକୁ ଖାଇଥାନ୍ତି,ସେ ଜିନିଷଟି କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସିଂହାଡ଼ା ।

ଏବେ ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୧:-ଭାରତର କୁ କିଏ ଖୋଜିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାସ୍କୋଡ଼ାଗାମା।

ଏବେ ଆସନ୍ତୁ ଜାଣିବା ବାର ନମ୍ବର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୨:-ସବୁଠାରୁ ବେସି ବାତ୍ୟା କେଉଁ ଦେଶରେ ଆସିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାହାରା ମରୁସ୍ଥଳରେ।

ଏବେ ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୩:-ଫାସି ଦେବା ପୂର୍ବରୁ ଜଲ୍ଲାଦ ଦୋସି କାନରେ କଣ କହିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମତେ କ୍ଷମା କରିଦେବ।

ଏବେ ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୪:-କେତେବର୍ଷ ତଳକୁ ଛୁଆଙ୍କର କାମ କରେଇବା ଏକ ଆଇନ ଗତ ଦୋଷ ଅଟେ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୪ ବର୍ଷ ତଳକୁ।

ଏବେ ଆସନ୍ତୁ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୫:-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ବିଦ୍ୟାଳୟ ଓ କଲେଜ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାରାଷ୍ଟ୍ରରେ।

ଏବେ ଆସନ୍ତୁ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୬:-ସବୁଜ ଚୋର ନାଲି ଘର ସେଠି ବସିଛି କଳା ସୈତାନ ଖରା ଦିନେ ସେ ଦେଖାଯାଏ ଆଉ ଥଣ୍ଡାରେ ଚାଲିଯାଏ କୁହ ସେ କଣ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତରଭୁଜ।

ଏହା ଥିଲା ଆମର କିଛି ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *