June 22, 2025

Odia Express

Here, There and Everywhere

ମାଛ କଣ୍ଟା ତଣ୍ଟିରେ ଲାଗିଲେ ଆମେ କଣ କରିବା ? ନିଶ୍ଚୟ ଜାଣି ରଖନ୍ତୁ ଏହି ଉପାୟ..

ଆପଣଙ୍କ ଭିତରେ ମାଛ ଖାଇବାକୁ କିଏ ନ ଭଲ ପାଏ କିନ୍ତୁ ମାଛ ଖାଇଲା ଭିତରେ ଯଦି ମାଛ କଣ୍ଟା ତଣ୍ଟିରେ ଲାଗୁଚି ତାହେଲେ ଆମ ପାଇଁ ଏହା ବହୁତ ଅସୁବିଧା ଜନକ ହୋଇଥାଏ।ଆପଣ ଧ୍ୟାନ ରଖିବେ ଯେତେବେକେ ମାଛ କଣ୍ଟା ଆପଣଙ୍କ ତଣ୍ଟିରେ ଫସିଥିବ ଆପଣ ଦେଖିବେକି ଏହାକୁ କେବେ ହେଲେ ଏତେ ସହଜରେ କେବେ ଏହାକୁ ବାହାର କରି ପାରିବେ ନାହିଁ କି ତଣ୍ଟିକୁ ଏପଟ ସେପଟ ବୁଲେଇ ପାରିବେ ନାହିଁ।ଆଉ କିଛିବି ଖାଇବା ଢ଼ୋକିଲା ସମୟରେ ବହୁତ ସୁବିଧା ହୋଇଥାଏ।

ନିଶ୍ୱାସ ନବାର ଅସୁବିଧା ହୋଇଥାଏ,ଆଉ ବେକ ପାଖ ରେ ଆବୁ ବେଳେ ବିନ୍ଧା ହୋଇଥାଏ।ଆପଣ ସହଜରେ ସିନା ମାଛ ଖାଇ ନିଅନ୍ତି କିନ୍ତୁ ତଣ୍ଟିରେ କଣ୍ଟା ଲାଗିବା ଦ୍ୱାରା ଆମ ଚଳ ପ୍ରଚଳ ଓ ନିଶ୍ୱାସ ପ୍ରଶ୍ୱାସ ନେବା ଆସମ୍ଭବ ହୋଇଥାଏ।ଏହାକୁ ଠିକ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ରହିଥାଏ।ଯେମିତି ଛୋଟ କଣ୍ଟା ଲାଗିଲେ ଆପଣ ସୁଖିଲା ଭାତ କିମ୍ବା ଚୂଡ଼ା ଗିଳିବା ଦ୍ୱାରା ଆପଣଙ୍କ ତଣ୍ଟିରୁ କଣ୍ଟା ବାହାରି ଯାଏ।ଆଉ ଯଦି ତଣ୍ଟିରେ ବଡ଼ କଣ୍ଟା ଲାଗୁଛି ତାହେଲେ ଆପଣ ଭିନ୍ନ ଭିନ୍ନ ପ୍ରକାରର ଆୟୁର୍ବେଦିକ ଉପାୟ ଆପଣେଇ ପାରିବେ।

ଆସନ୍ତୁ ଜାଣିବା ଯଦି ଆପଣଙ୍କ ତଣ୍ଟିରେ ବଡ଼ କଣ୍ଟା ଲାଗିଛି ଓ ଆପଣ ତାର ସଠିକ ଭାବରେ ବାହାର କରିବାକୁ ଚାହୁଁଛନ୍ତି ତାହେଲେ ଆମେ କଣ କରିବା।ଆପଣ ସେ କଣ୍ଟା ଗିଳିଲା ପରେ ଆପଣଙ୍କ ସି.ଏନ.ଏସ ୧୦ ମାନେ ଏହି ପଦ୍ଧତିକୁ ୧୦ ଥର ଦେବାର ଅଛି ଯାହାଦ୍ୱାରା ଆପଣ ଖାଇଥିବା ଖାଦ୍ୟକୁ ଏହା ସଫା କରି ପାରିବ।ଆଉ ଏହା ଦ୍ୱାରା ଶରୀରର ଗୋଟେ ନର୍ଭକୁ ଜାଗୃତ କରିବା ଉଚିତ ଯାହା ଦ୍ୱାରା ଆମ ପାଇଁ ଏହି ଉପାୟ ବହୁତ ଫଳ ପ୍ରଦ ହେବ।ଆପଣ କଣ କରିବେ ନା ସେ ରୋଗୀର ବେକର ବାମ ପାଖରେ ଆପଣ ନିଜ ଦୁଇ ବୁଢା ଆଙ୍ଗୁଠି ଦ୍ୱାରା ଉପରୁ ତଳକୁ ୧୦ ଥର ଘସିବାକୁ ଲାଗିବେ।

ତାପରେ ପୁଣି ସେହିଭଳି ଆପଣ ନିଜ ବେକର ଡାହାଣ ପାଖରେ ନିଜ ବୁଢା ଆଙ୍ଗୁଠି ସାହାଯ୍ୟରେ ଉପରୁ ତଳକୁ ୧୦ ଥର ଘସିବାକୁ ଲାଗିବେ।ତାପରେ କିଛି ସମୟ ରହିଯିବେ ଓ ପୁଣି କିଛି ସମୟ ପରେ ସେହି ସି.ଏନ.ଏସ ଦେବା କିନ୍ତୁ ୧୫ ଥର।ଆପଣ ସେହି ଭଳି ବାମ ପାର୍ଶ୍ୱ ବେକରେ ୧୫ ଥର ଉପରୁ ତଳକୁ ନିଜ ବୁଢା ଆଙ୍ଗୁଠି ସାହାଯ୍ୟରେ ଆପଣ ଘସିବାକୁ ଲାଗିବେ।ପୁନର୍ବାର ସେହି ଭଳି ଡାହାଣ ପାଖ ବେକରେ ୧୫ ଥର ଉପରୁ ତଳକୁ ନିଜ ବୁଢା ଆଙ୍ଗୁଠି ସାହାଯ୍ୟରେ ଆପଣ ଘସିବାକୁ ଲାଗିବେ।ଆଉ ଘସିଲା ବେଳେ ଧ୍ୟାନ ଦେବେ ଆପଣ ବେଶୀ ବଳ ପୂର୍ବକ ଘଷିବେ ନାହିଁ।

ଆପଣ ଏହି ଭଳି ପ୍ରତି ଗୋଟେ ମିନିଟରେ ଥରେ ସି.ଏନ.ଏସ ୧୦ ଥର ଦେଇ ଦେଇ ୫ ଥର କରିବେ।ତାପରେ ଆପଣ ପ୍ରତି ଗୋଟେ ମିନିଟ ଅନ୍ତରାଳରେ ଟ ଥର କରି ସାରିବା ପରେ ତାପରେ ସି.ଏନ.ଏସ ୧୫ କୁ ୨ ଥର ଗୋଟେ ମିନିଟ ଅନ୍ତରାଳରେ ଦେବାକୁ ଚେଷ୍ଟା କରିବେ।ତାପରେ ନିଶ୍ଚିନ୍ତ ଦେଖିବେ ସେ ଲୋକଙ୍କୁ ଭଲ ଲାଗିବ।ତାପରେ ଆପଣ ମେରୁଦଣ୍ତ ଟିକେ ଉପରକୁ ବେକ ପାଖରେ ନିଜ ମଣିବନ୍ଧ ସାହାଯ୍ୟରେ ଅଳ୍ପ ବଳପ୍ରୟୋଗ କରି ତଳକୁ ଦାବିବାକୁ ଲାଗିବେ,ଏହାକୁ ମାତ୍ର ୬ ଥର କରିବେ।ଆଉ ଧ୍ୟାନ ଦେବେ ଦ୍ୱିତୀୟ ହାତକୁ ଆପଣ ମାଢି ତଳେ ରଖିଥିବେ।ଆପଣ ସେ ଭଳି ୨ ଥର କରିବେ।

ତାପରେ କାନ୍ଧର ଗୋଟେ ପାର୍ଶ୍ଵରେ ୧୨ ଥର ବାମରୁ ଡାହାଣ ଘସିବାକୁ ଲାଗିବେ ଓ ତାପରେ ଆପଣ ଆର ପଟ କାନ୍ଧରେ ମଧ୍ୟ ୧୨ ଥର ଏହି ଭଳି କରିନେବେ।ତାପରେ ଆପଣ ମେରୁଦଣ୍ଡର କାନ୍ଧ ଓ ବେକ ମଝି ସ୍ଥାନକୁ ଆପଣ ବୁଢା ଆଙ୍ଗୁଠି ସହାଯ୍ୟରେ ଧୀରେ ଧୀରେ ଚିପି ଆଗ ପଛ କରୁ କରି ତଳକୁ ଆଣିବେ।ତାପରେ ସେ ରୋଗୀର ତଣ୍ଟିକୁ ଭିତରୁ ବାହାର ପାଖକୁ ଘସିବାକୁ ଲାଗିବେ।ତାପରେ ଅଣ୍ଟା ପାଖରେ ଧୀରେ ଧୀରେ ଘସିବାକୁ ଲାଗିବେ।ଆପଣ ଏମିତି ୧୦ ଦିନରେ ନିଜ ତଣ୍ଟିକୁ ଠିକ କରି ପାରିବେ।

Leave a Reply

Your email address will not be published. Required fields are marked *