ତଣ୍ଟି ବସିଯାଇଥିଲେ ବା ତଣ୍ଟି ଦରଜ ହୋଇଥିଲେ,ଏହି ଉପାୟର ବ୍ୟବହାର ଦ୍ୱାରା ମାତ୍ର ୨ ମିନିଟରେ ଆପଣଙ୍କ ତଣ୍ଟି ଫିଟିଯିବ..
1 min read
ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା ଯଦି ଆମର ତଣ୍ଟିରେ ଦରଜ ହୋଇଥାଏ ଓ ଯଦି ତଣ୍ଟି ବସିଯାଏ ତାହେଲେ ଆମେ ଏହାକୁ କିପରି ଠିକ କରିବା ? ସାଧାରଣତଃ ବର୍ଷା ଦିନେ ବା ଋତୁ ପରିବର୍ତ୍ତନ ବେଳେ ବହୁତ ଲୋକଙ୍କ ତଣ୍ଟି ବସିଯାଏ ଓ ତଣ୍ଟିରେ ଦରଜ ଆରମ୍ଭ ହୋଇଯାଏ ଓ ତାପରେ ଆମେ କଥା ହେବାରେ ଅସୁବିଧା ହୋଇଥାଏ।ତାପରେବି ଆମେ କିଛି ଥଣ୍ଡା ଗରମ ଖାଇବା ଦ୍ୱାରା ଆମକୁ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।କହିବାକୁ ଗଲେ ଅନେକ ପ୍ରକାରର କାରଣ ରହିଛି ତଣ୍ଟି ବସିବାର।ଯେମିତି ଜୋରରେ ପାଟି କଲେ,ଥଣ୍ଡା ହେଲେ ଏହି ସବୁ କାରଣରୁ ଆମ ତଣ୍ଟି ବସିଯାଏ।
ଆପଣଙ୍କ ଗଳା ଫୁଲିଯାଏ,ଆପଣଙ୍କ ଗଳା ଜାମ ହୋଇଯାଏ ସେଥିପାଇଁ ଆଜି ଆମେ ଏକ ଘରୋଇ ପ୍ରତିକାର ଆପଣଙ୍କ ସହିତ ବାଣ୍ଟିବାକୁ ଯାଉଛୁ ଯାହାଦ୍ୱାରା ଆପଣ ବହୁତ ଭଲ ଭାବରେ ଆପଣଙ୍କ ଗଳାକୁ ସଫା କରି ପାରିବେ ଓ ବହୁତ ଶିଘ୍ର ଠିକ ମଧ୍ୟ କରି ପାରିବେ।ଆଉ ସମୟ ଅନୁସାରେ ଲୋକମାନେ ଯେଉଁ ଗୁଟକା ଓ ତମ୍ଭାଖୁର ସେବନ କରିବା ଓ ଅପରିଷ୍କାର ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ତଣ୍ଟିରେ ସଂକ୍ରମଣ ମଧ୍ୟ ହୋଇଯାଇଥାଏ ଆମେ ଦେଇଥିବା ଉପାୟ ଦ୍ୱାରା ଆପଣ ବହୁତ ଶିଘ୍ର ନିଜର ତଣ୍ଟିକୁ ଭଲ କରି ପାରିବେ।
ତେବେ ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ସଠିକ ଉପାୟ ଯାହାଦ୍ୱାରା ଆପଣ ବହୁତ ସହଜରେ ଆପଣ ନିଜ ତଣ୍ଟି ସଂକ୍ରମଣରୁ ସୁରକ୍ଷିତ ରହି ପାରିବେ।ଆମକୁ ପ୍ରଥମ ଜିନିଷ ଦରକାର ସେ ହେଉଛି ମେଥିଦାନ,ଏହା ଭିତରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ଥାଏ।ସେ ମେଥି ଦାନାକୁ ପାଣିରେ ପକେଇ ନେବେ।ତାପରେ ତାକୁ ଗ୍ୟାସରେ ରଖି ଭଲ ଭାବରେ ଫୁଟେଇ ନେବେ।ତାପରେ ସେ ମେଥିକୁ ଫୁଟେଇବା ସମୟରେ ତାଭିତରେ ସିନ୍ଧା ଲୁଣ ପକାନ୍ତୁ।ତାପରେ ତାକୁ କିଛି ସମୟ ଫୁଟେଇ ନେବେ।
ତାପରେ ଗ୍ୟାସ ବନ୍ଦ କରି ତାକୁ କାଢି ନେବେ ଓ ଥଣ୍ଡା କରିଦେବେ ଯେମିତି ସେ ହାଲ୍କା ଉଷୁମ ହୋଇଯିବ।ଏହି ପାଣିକୁ ନେବେ ଯାହା ଭିତରେ ମେଥି ଓ ସିନ୍ଧା ଲୁଣ ଅଛି ତାକୁ ଆଣିବେ ଓ କିଛି ସମୟ ପର୍ଯ୍ୟନ୍ତ ଏହାକୁ ନିଜ ତଣ୍ଟି ମୂଳରେ ରଖି କୁଳୁ କୁଳୁ କରିବେ।ଆଉ ଏମିତି ୪-୫ ଥର ତଣ୍ଟି ମୂଳରେ ପାଣି ରଖି କୁଳୁକୁଳୁ କରିବା ଦ୍ୱାରା ଆମ ତଣ୍ଟି ବସି ଯାଇଥିଲେ ଏହା ସହଜରେ ଭଲ ହୋଇଯିବ।କହିବାକୁ ଗଲେ ଏହି ଉପାୟ ଏତେ ଶକ୍ତି ସାଳି ଯାହାଦ୍ୱାରା ଆପଣ ଏହାକୁ ମାତ୍ର ଗୋଟେ ଥରର ବ୍ୟବହାର ଆପଣଙ୍କ ତଣ୍ଟି ଖୋଲି ଦେବ।ଏହି ଘରୋଇ ଉପାୟ ଯେକୌଣିସ ଔଷଧ ଠାରୁ ଶିଘ୍ର ଆରାମ ଦେବ।
ଯାହାକୁ ଟନସିଲ ହୋଇଥାଏ ବା ତଣ୍ଟି ପାଖରେ ଥିବା ଗୁଲି ଯାହାର ଫୁଲି ଯାଏ।ତାକୁ ଏହି ଉପାୟର ପାଳନ ନିଶ୍ଚିନ୍ତ ଭାବରେ କରିବାର ଅଛି।କଣ ପାଇଁନା ଏ ତଣ୍ଟସିଲ ଆମ ପାଇଁ ବହୁତ ଚିନ୍ତାର ବିଷୟ ହୋଇଥାଏ।ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ଏ ତଣ୍ଟସିଲର କୌଣସି ଉପଚାର ନକରାଯାଏ ତାହେଲେ ଆମକୁ ଅସ୍ତ୍ର ଉପଚାରର ମଧ୍ୟ ଦରକାର ହୋଇପାରେ।ସାଧାରଣତଃ ତଣ୍ଟସିଲରେ ହୋଇଥିବା ସମୟରେ ବାହାର ଖାଦ୍ୟ ଖାଇବା ଉଚିତ ନୁହେଁ।ଯେମିତି ଆଇସକ୍ରିମ,ଥଣ୍ଡା ଓ ବିଭିନ୍ନ ପ୍ରକାରର ଆଚାର ଆଦିର ସେବନ କରିବା ଠିକ ନୁହେଁ। ଆଉ ଆମେ କହିଥିବା ଉପାୟ ବ୍ୟବହାର କରିବା ଦ୍ୱରା ଆପଣଙ୍କ ଟନସିଲ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ।