ହଟାତ ଫୁଲ ସ୍ପିଡ଼ରେ ଆସୁଥିବା ଟ୍ରକ ସାମ୍ନାକୁ ଆସିଗଲା ଗାଈ, ତାପରେ ଡ୍ରାଇଭର ଯାହା କଲେ ଦେଖିଲେ କରିବେ ସଲାମ, ଦେଖନ୍ତୁ ଭିଡ଼ିଓ…
![](https://odiaexpress.net/wp-content/uploads/2019/06/cow-vs-truck-1-1-1.jpg)
ବନ୍ଧୁଗଣ ଆଜି କାଲି ସଡକରେ ଯାନ ବାହାନର ସଂଖ୍ୟା ଏତେ ବଢିଗଲାଣି ଆସିବା ଦିନରୁ କେହି ନା କେହି ରୋଡ୍ ଆକ୍ସିଡେଣ୍ଟର ଖବର ଶୁଣିବାକୁ ମିଳୁଛି , ଏହି ରୋଡ୍ ଆକ୍ସିଡେଣ୍ଟ କାରଣରୁ କେବଳ ମଣିଷ ନୁହେଁ ବରଂ ପଶୁ ବି ନିଜ ଜୀବନ ହରାଇ ବସୁଛନ୍ତି , ବହୁତଥର ନିରିହ ପଶୁ ରୋଡ୍ କ୍ରସ୍ କରୁଥିବା ସମୟରେ କ୍ଷିପ୍ର ବେଗରେ ଆସୁଥିବା ଗାଡି ଦୁର୍ଘଟଣା ଘଟାଇଥାଏ , ଓ ବହୁତ ପଶୁ ଏହି ଦୂର୍ଘଟଣାରେ ଗୁରୁତ୍ୱର ଭାବେ ଆଘାତ ପାଇଥାନ୍ତି କିମ୍ବା ଜୀବନ ହାରି ବସିଥାନ୍ତି ।କିନ୍ତୁ ଏବେ କିଛି ଦିନ ହେବ ଜୁନାଗଡରେ ଏକ ମାମଲା ଦେଖିବାକୁ ମିଳିଥିଲା ଯେଉଁଠି ଏକ ଡ୍ରାଇଭର ଚାଲାକି ଦେଖାଇ ଏକ ନିରିହ ଗାଇର ଜୀବନ ବଞ୍ଚାଇଥିଲା , ଏହି ଟ୍ରକ୍ ଫୁଲ୍ ସ୍ପିଡ୍ ରେ ଥିଲା , ତେବେ ସେହି ସମୟରେ ଏକ ଗାଇ ରୋଡ୍ କ୍ରସ୍ କରୁଥିଲା , ସେହି ସମୟରେ ଟ୍ରକ୍ ଚାଳକର ଗାଡି ଫୁଲ୍ ସ୍ପିଡ୍ ରେ ଥିଲା , କିନ୍ତୁ ତା ପାଖରେ ସେତିକି ସମୟ ନଥିଲା କି ସେ ଗାଡିକୁ ଅଟକାଇ ପାରିବ , କିନ୍ତୁ ଡ୍ରାଇଭର ଚାଲାକି ଦେଖାଇ ଅଚାନକ ବ୍ରେକ୍ ମାରିଦେଲା ।
ସେମିତି ବ୍ରେକ୍ ଲଗାଇବା ପରେ ଗାଇର ବିପଦ ଟଳି ନଥିଲା , କାରଣ ସେହି ଟ୍ରକ୍ ଫୁଲ୍ ସ୍ପିଡ୍ ରେ ଥିବା ହେତୁ ଡ୍ରାଇଭର୍ ଅଚାନକ ବ୍ରେକ୍ ମାରିଥିଲା , ଓ ସେ ସେହି ସ୍ଥାନରେ ରହିବା ପରିବର୍ତ୍ତେ ୩୬୦ ଡିଗ୍ରୀ ଆଙ୍ଗେଲ୍ ରେ ବୁଲି ଗଲା , ଟ୍ରକ୍ ଫୁଲ୍ ସ୍ପିଡ୍ ରେ ବୁଲିଯିବା କାରଣରୁ ତାର ପଛ ପଟ ଭାଗ ଗାଇ ସହ ବାଡେଇ ହେବାର ଥିଲା କିନ୍ତୁ ଗାଇ ସାଙ୍ଗେ ସାଙ୍ଗେ ସେହି ଜାଗାରୁ ଦୌଡି ପଳାଇଥିଲା , ଏଥିପାଇଁ ଗାଇ ଓ ଟ୍ରକ୍ ର ଆକ୍ସିଡେଣ୍ଟ ହେବାରୁ ଅଳ୍ପରୁ ବର୍ତ୍ତି ଗଲା ।
ଏହି ପୂରା ସିନ୍ କେଉଁ ବଲିଉଡ୍ ଆକ୍ସନରୁ କମ୍ ନଥିଲା , ଏଠାରେ ଆମେ ସେହି ଡ୍ରାଇଭର୍ କୁ ତାରିଫ୍ କରିବାକୁ ହେବ , ଯିଏକି ସମୟ ଥିବା ବେଳେ ସଠିକ୍ ସମୟରେ ବ୍ରେକ୍ ମାରିଥିଲା , ଯାହା ଦ୍ୱାରା ନିର୍ଦ୍ଧୋଷ ଗାଇର ଜୀବନ ବଞ୍ଚିପାରିଲା , ଯେଉଁଠି ଏହି ଘଟଣା ହେଲା ସେଠାରେ ସିସିଟିଭି କ୍ୟାମେରା ଲାଗିଥିଲା , ଓ ସେହି ଘଟଣାର ସବୁ ଭିଡିଓ ସେହିଥିରେ କୈଦ ହୋଇଗଲା , ଏହା ପରେ ଘଟଣାର ସଂପୂର୍ଣ୍ଣ ଅପଲୋଡ୍ କରିଥିଲେ , ଯାହା ବହୁତ ଭାଇରାଲ୍ ହୋଇଥିଲା , ଏବେ ଏହି ଭିଡିଓ ଯିଏ ବି ଦେଖୁଛି ସିଏ ତାହାର ତାରିଫ୍ କରୁଛି , ଯେମିତି କି ଆପଣ ସମସ୍ତେ ଜାଣିଥିବେ କି ଭାରତରେ ଗାଇ ମାନଙ୍କ ପ୍ରତି ଲୋକଙ୍କ ଅଧିକା ସହାନୁଭୁତି ରହିଥାଏ ,
ଏଠାରେ ଗାଇକୁ ଦେବୀର ସ୍ଥାନ ଦିଆଯାଇଥାଏ , ଏମିତିରେ ତାର ଜୀବନ ଚାଲିଗଲେ ବହୁତ ଲୋକଙ୍କ ମନରେ ଦୁଃଖ ଲାଗିଥାଏ , ସେମିତି ଆମେ ସଚେତନ ହେବା କି କେଉଁ ରୋଡ୍ ଆକ୍ସିଡେଣ୍ଟ ସକାଶେ କେଉଁ ଗାଇର ଜୀବନ ନ ଚାଲିଯାଉ , କିନ୍ତୁ ସେହି ଡ୍ରାଇଭର୍ ସେହି ଗାଇକୁ ବଞ୍ଚାଇବାକୁ ଯାଇ ବହୁତ ବଡ ରିକ୍ସ ନେଲା , ଏହି ପରି ଅଚାନକ ବ୍ରେକ୍ ଲଗାଇବାରୁ ସେହି ଟ୍ରକ୍ ପଲଟିଯାଇଥାନ୍ତା , ଓ ତାର ଜୀବନ ପ୍ରତି ବିପଦ ଆସିପାରିଥାନ୍ତା , କିନ୍ତୁ ସେହି ଡ୍ରାଇଭରର ଚାଲାକି ଯୋଗୁଁ ତା ସହ ଗୋଟେ ଗାଇର ଜୀବନ ବଞ୍ଚିପାରିଲା ।