ଆପଣଙ୍କ ଏହି ୭ ଟି ଅଭ୍ୟାସ ବନାଇପାରେ ଆପଣଙ୍କୁ ଦାରିଦ୍ରର କାରଣ , ଜାଣନ୍ତୁ ନହେଲେ ହୋଇପାରନ୍ତି ହଇରାଣ…
1 min readଏହି ଦୁନିଆଁରେ ସବୁ ବ୍ୟକ୍ତି ଚାହଁନ୍ତି କି ତାଙ୍କ ପାଖରେ ବହୁତ ସାରା ପଇସା ରହୁ । ଓ ତାର ଜୀବନରେ କେଉଁ ପ୍ରକାରର ଧନ ସଂବନ୍ଧିତ ଅସୁବିଧା ନ ହେଉ କିନ୍ତୁ ବନ୍ଧୁ ଚାହିଁଲେ କିଛି ବି ହୋଇନଥାଏ ଏହା ପାଇଁ କଡା ପରିଶ୍ରମ କରିବାକୁ ପଡେ କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ଦିନ ରାତି ଏକ କରି ପରିଶ୍ରମ କରିଥାନ୍ତି ଧନୀ ହେବାପାଇଁ କିନ୍ତୁ ସେ ପରିଶ୍ରମ କରିବା ସତ୍ତ୍ୱେ ବି ଧନୀ ହୋଇପାରନ୍ତି ନାହିଁ । ଏହାପାଇଁ ବ୍ୟକ୍ତିର କିଛି ଖରାପ ଅଭ୍ୟାସ ଓ ନକରାତ୍ମକ ଭାବନା ଦାୟିତ୍ୱ ହୋଇଥାଏ , ବହୁତ ସାରା ଏମିତି ବ୍ୟକ୍ତି ହୋଇଥାନ୍ତି ଯାହାଙ୍କୁ ଏହି ଅଭ୍ୟାସର କାରଣରୁ ହଇରାଣ ହୁଅନ୍ତି , ଆଜି ଆମେ ଆପଣଙ୍କୁ ଧନୀ ହେବାର ମାର୍ଗରେ ହେଉଥିବା ଖରାପ ଅଭ୍ୟାସର କାରଣ କହିବାକୁ ଯାଉଛୁ , ଆସନ୍ତୁ ଜାଣିବା ସେହି ବିଷୟରେ ।
୧- ନିଜ ଆୟ କରିବା ପରିବର୍ତ୍ତେ ସଞ୍ଚୟ କରିବା ଉପରେ ଅଧିକା ଧ୍ୟାନ ଦେବା : ବ୍ୟକ୍ତିକୁ ଏହି କଥା ସତ୍ୟ କି ସୁରକ୍ଷିତ ଭବିଷ୍ୟତ ପାଇଁ ସେଭିଙ୍ଗ୍ ବା ସଞ୍ଚୟ କରିବା ବହୁତ ହିଁ ଆବଶ୍ୟକ ହୋଇଥାଏ , ଯେବେ ଆପଣ କେବଳ ସେଭିଙ୍ଗ୍ ରେ ଅଧିକା ଜୋର୍ ଦେଇଥାନ୍ତି କିନ୍ତୁ କମାଇବାର ବିଷୟରେ ଭାବନ୍ତି ନାହିଁ , ତେବେ ଆପଣଙ୍କ ଅସୁବିଧା ହେବାକୁ ଲାଗିଥାଏ , ଯଦି ଆପଣ କେବଳ ସେଭିଙ୍ଗ୍ କରିବେ ତେବେ ଆପଣ ଧନୀ ହୋଇପାରିବେ ନାହିଁ , ଏଥିପାଇଁ ଆପଣଙ୍କୁ ଆମଦାନୀ ବଢାଇବା ସହ ଅଧିକା ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍ ।
୨) ନିବେଶ ଆରମ୍ଭ କରିନଥିଲେ : ଯଦି ଆପଣ ଧନ ଆୟ କରିବାକୁ ଚାହୁଁଛନ୍ତି ଓ ବଢାଇବାକୁ ଇଚ୍ଛା ରଖନ୍ତି ତେବେ ସବୁଠାରୁ ଭଲ ଉପାୟ ହେଲା ସଠିକ୍ ଜାଗାରେ ନିବେଶ କରିବା ସେଥିପାଇଁ ଯେତେ ଜଲଦି ହୋଇପାରିବ ନିବେଶ କରିବା ଆରମ୍ଭ କରିଦିଅନ୍ତୁ , ଭଲ ହେବ ।
୩)ନିଶ୍ଚିତ ଆମଦାନୀ ଉପରେ ନିର୍ଭରଶୀଳ ରହିବା : ଅଧିକାଂଶ ଲୋକଙ୍କ ମଧ୍ୟରେ ଏହା ଦେଖିବାକୁ ମିଳିଛି କି ଟାଇମ୍ ହିସାବରେ ପଇସା କମାଇବାର ବିକଳ୍ପ ବାଛନ୍ତି , କିନ୍ତୁ ଧନୀ ବ୍ୟକ୍ତି ପରିଣାମ ଆଧାରରେ ପଇସା କମାଇବାର ବିକଳ୍ପ ବାଛିଥାଏ , ଓ ଏହା ମୁଳ ରୁପରେ ସେଲ୍ପ ଆପ୍ଲାଇଡ୍ ରହିଥାଏ , ମାନେ ସେ ବ୍ୟକ୍ତି କେଉଁ ଅନ୍ୟ ଜାଗାରେ ଚାକିରି କରିବା ପରିବର୍ତ୍ତେ ନିଜ କାର୍ଯ୍ୟ କରିଥାଏ , ଏହା ଧନୀ ହେବାର ସଠିକ୍ ଉପାୟ ହୋଇଥାଏ ।
୪)ଆପଣ ଅନ୍ୟମାନଙ୍କ ସ୍ୱପ୍ନରେ ବଞ୍ଚୁଛନ୍ତି : ଯଦି ଆପଣଙ୍କ ଜୀବନରେ ଏକ ସଫଳ ବ୍ୟକ୍ତି ହେବାକୁ ଇଚ୍ଛା ରଖନ୍ତି ତେବେ ଆପଣ ତାହା କରିବାର ଅଛି ଯାହାକୁ ଆପଣ ସତ କରିବାକୁ ମନ ବଳାଇବେ , ଯଦି ଆପଣ ଅନ୍ୟଙ୍କ ସ୍ୱପ୍ନକୁ ପିଛା କରିବେ ତେବେ ଆପଣ ତାଙ୍କ ପରି ଜୀବନଶୈଳୀ ବଞ୍ଚିବାକୁ ମନ ବି କରିବେ , ସେଥିପାଇଁ ଆପଣ ଜଣେ ବଛା ପ୍ରୋଫେସନାଲ୍ ରୁ ଖୁସି ହୋଇପାରିବେ ନାହିଁ ।
୫) ନୂତନ ଚ୍ୟାଲେଞ୍ଜକୁ ଭୟ କରିବା : ଯଦି ଆପଣ ଜୀବନରେ ଆଗକୁ ବଢିବାକୁ ଇଚ୍ଛା ରଖନ୍ତି ଓ ଜୀବନରେ ସଫଳ ଓ ଧନୀ ବ୍ୟକ୍ତି ହେବାକୁ ଇଚ୍ଛା ରଖନ୍ତି ତେବେ ଆପଣଙ୍କୁ ଜୀବନରେ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରିବାର ଦକ୍ଷତା ଥିବା ଆବଶ୍ୟକ ଯେଉଁ ବ୍ୟକ୍ତି ଧନୀ ହୋଇଥାନ୍ତି ସେମାନେ କୌଣସି ବିପଦରେ କେବେ ଡରନ୍ତି ନାହିଁ , ଓ ତାହାକୁ ସାମ୍ନାକରିବାର ଦକ୍ଷତା ରଖନ୍ତି ।
୬- ପ୍ରଥମେ ଖର୍ଚ୍ଚ ପରେ ସଞ୍ଚୟ : ଯଦି ଆପଣ ଜୀବନରେ ସଫଳତା ପାଇବାକୁ ଆଶାୟୀ ଅଛନ୍ତି ତେବେ ସତରେ ଏକ ଧନୀ ବ୍ୟକ୍ତି ହେବାକୁ ଇଚ୍ଛା ରଖନ୍ତି ତେବେ ପ୍ରଥମେ ନିଜ ଉପରେ ଖର୍ଚ୍ଚ କରିବା ସହ ତାହାକୁ ଶିକ୍ଷା କରନ୍ତୁ ।
୭) ଏହି ଭାବନା କାରଣରୁ ଆମେ ଧନୀ ହୋଇପାରୁନାହେଁ :ଅଧିକାଂଶ ଲୋକଙ୍କ ମଧ୍ୟରେ ଏହା ଦେଖାଯାଇଛି କି ତାଙ୍କ ଏହି ଭାବନା ରହିଥାଏ କି ସେ କେବଳ ଧନୀ ନିଜ ଭାଗ୍ୟରେ ଥିବା କଥା ବିଶ୍ୱାସ କରନ୍ତି , କିନ୍ତୁ ସତ ଏହା କି କ୍ୟାପିଟାଲିଷ୍ଟ ଦେଶରେ ସବୁ ବ୍ୟକ୍ତି ପାଖରେ ଧନୀ ହେବାର ଅଧିକାର ଅଛି ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ନିଜକୁ ପଚାରିନିଅନ୍ତୁ ଧନୀ କଣ ପାଇଁ ହୋଇପାରିବି ନାହିଁ , ତାହାପରେ ଧନ କମାଇବାର ଉପାୟ ବିଷୟରେ ଭାବନ୍ତୁ ।