ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର – ଯଦି ଆପଣ ଗୋଟେ ଅନ୍ଧାର କୋଠରୀରେ ଅଛନ୍ତି ଓ ତମ ପାଖେ ଗୋଟେ ମହମବତୀ,ଲଣ୍ଠଣ ଓ ଦୀପ ସହିତ ଅଛନ୍ତିତ ସର୍ଵ ପ୍ରଥମେ ଆପଣ କଣ ଜଳେଇବେ ? ବୁଦ୍ଧି ଥିଲେ ଉତ୍ତର ଦିୟନ୍ତୁ..
1 min readନମସ୍କାର,ଆମେ ଆପଣ ମାନଙ୍କର ସ୍ୱାଗତ ଜଣାଉଛୁ,ଆଜି ଆମେ ଏହିଠାରେ ଏମିତି କିଛି ସଧାରଣଜ୍ଞାନ ବିଷୟରେ ଆପନମାନଙ୍କୁ ଜଣାଇବାକୁ ଯାଉଛୁ ଯାହା ଆପଣଙ୍କ ଭବିଷ୍ୟତରେ ବହୁତ କାମରେ ଆସିବ ତେବେ ଆପଣ ଭବିଷ୍ୟତ ରେ ପରୀକ୍ଷା ଦେବାକୁ ଥିଲେ ଏହା ନିଶ୍ଚୟ ଆପଣାକୁ ସାହାଯ୍ୟ କରିବା | ତେବେ ଯଦି ଆପଣ ଏହି ବିଷୟକୁ ପଢିବା ପାଇଁ ଆସିଛନ୍ତି ତେବେ ଆପଣଙ୍କ ଭିତରେ ନୂଆ ଜ୍ଞାନ ଆହରଣ କରିବାର ଦକ୍ଷତା ରହିଛି | ତେବେ ଆସନ୍ତୁ ଜାଣିବା ଏହାର ପ୍ରଶ୍ନ ଓ ଉତ୍ତର ଗୁଡିକ:-
ଆସନ୍ତୁ ଜାଣିବା ଏକ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୧:-ଏମିତି କେଉଁ ଜିନିଷ ଅଟେ ଯାହା ପ୍ରାୟତଃ ଆମ ମାନଙ୍କ ସହିତ ଜଡିତ ଥାଏ କିନ୍ତୁ ଏହାର ବ୍ୟବହାର ଅନ୍ୟମାନେ କରନ୍ତି ?
ଉତ୍ତର:- ଏହାର ସଠିକ ଉତ୍ତର ହେଲା ଆପଣଙ୍କର ନାମ।
ଆସନ୍ତୁ ଜାଣିବା ଦୁଇ ନମ୍ବର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ଏମିତି କେଉଁ ବ୍ୟାଗ ଯାହା ଓଦା ହେଲା ପରେ ହିଁ କାମରେ ଆସେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚା ବ୍ୟାଗ।
ଆସନ୍ତୁ ଜାଣିବା ତିନି ନମ୍ବର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ଯେତେବେଳେ ବି ସେ ଗାଧାଏ ସେ ଅଳ୍ପ ଛୋଟ ହୋଇଯାଏ,କୁହ ତାହେଲେ ସେ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାବୁନ।
ଆସନ୍ତୁ ଜାଣିବା ଚାରି ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୪:-ଯେତେବେଳେ ଗୋଟେ ଛୁଆ ଜନ୍ମ ହୁଏ ତାହେଲେ ସେ ଛୁଆର ଦାନ୍ତର ରଙ୍ଗ କିପରି ହୋଇଥାଏ ଧଳା ନା ହଳଦିଆ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଯେତେବେଳେ ଛୁଆ ଜନ୍ମ ହୁଏ ଏହାର କୌଣସି ଦାନ୍ତ ଉଠି ନଥାଏ
ଆସନ୍ତୁ ଜାଣିବା ପାଞ୍ଚ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୫:-ଏମିତି କେଉଁ ଜାଗା ଅଛି ଯେଉଁଠାକୁ ଯିବା ପାଇଁ ହେଲେ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସ୍ମଶାନ ଘାଟ।
ଆସନ୍ତୁ ଜାଣିବା ଛଅ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୬:-କଳା ଅଟେ କିନ୍ତୁ ନାଗୁଣି ନୁହେଁ ତାଉପରେ ତେଲ,ଫୁଲ ସବୁ ଅର୍ପଣ କରାଯାଏ କିନ୍ତୁ ସେ କୌଣସି ଦେବୀ ନୁହେଁ ତାହେଲେ ସେ କିଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୁଣ୍ଡରେ ଥିବା ଚୁଟିର ଖୋସା।
ଆସନ୍ତୁ ଜାଣିବା ସାତ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୭:-ଏମିତି କେଉଁ ଜିନିଷ ଅଛି ଯାହା ତଳପଟରୁ ଶୁଣିଥାଏ ଓ ଉପର ପଟରୁ କହିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୋବାଇଲ ଫୋନ।
ଆସନ୍ତୁ ଜାଣିବା ଆଠ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୮:-ମଣିଷ ଶରୀରର ସବୁଠାରୁ ବଡ଼ ଅଙ୍ଗ କଣ ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଯକୃତ।
ଆସନ୍ତୁ ଜାଣିବା ନଅ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୯:-କେଉଁ ପ୍ରାଣୀର ଦାନ୍ତର ରଙ୍ଗ ନାଲି ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡିଫର ନାମକ ପ୍ରାଣୀର।
ଆସନ୍ତୁ ଜାଣିବା ଦଶ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୦:-ଟ୍ରେନ ଅଟକେଇବା ପାଇଁ କେଉଁ ରଙ୍ଗର ପତକାର ବ୍ୟବହାର କରାଯାଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନାଲି ରଙ୍ଗର।
ଆସନ୍ତୁ ଜାଣିବା ଏଗାର ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୧:-ଘୋଡା କେତେ ତିବ୍ରତାର ସହିତ ଦୌଡ଼ିପାରେ।
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୪୦-୪୮ କି.ମି ପ୍ରତିଘଣ୍ଟା ତିବ୍ରତାରେ।
ଆସନ୍ତୁ ଜାଣିବା ବାର ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୨:-ଯଦି ଯେକୌଣସି କୁକୁରକୁ ଆମେ ମଦ ପେଇ ଦେଉ ତାହେଲେ କଣ ହେବ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କୁକୁରକୁ ମଧ୍ୟ ନିଶା ହେଇଯିବ।
ଆସନ୍ତୁ ଜାଣିବା ତେର ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୩:-ମୁକେଶ ଅମ୍ବାନି ଏତେ ଧନୀ କେମିତି ହେଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନିଜ ପରିଶ୍ରମ ପାଇଁ।
ଆସନ୍ତୁ ଜାଣିବା ଚଉଦ ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୪:-ଦେଶର କେଉଁ ମୁଖ୍ୟ ମନ୍ତ୍ରୀ ଶପଥ ପାଠ କରୁ କରୁ ମୃତ୍ୟୁ ବରଣ କରିଥିଲେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ସମସେର ସିଂ।
ଆସନ୍ତୁ ଜାଣିବା ପନ୍ଦର ନମ୍ବର ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୫:-ଯଦି ଆପଣ ଗୋଟେ ଅନ୍ଧାର କୋଠରୀରେ ଆପଣ ଗୋଟେ ମହମବତୀ,ଲଣ୍ଠଣ ଓ ଦୀପ ସହିତ ଅଛନ୍ତିତ ସର୍ଵ ପ୍ରଥମେ ଆପଣ କଣ ଜଳେଇବେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମେ ସର୍ଵ ପ୍ରଥମେ ଦିଆସିଲି କାଠି ଜଳେଇବା ତାପରେ ଆଉ ଯାହା ଜଳେଇବା।
ଏହା ଥିଲା ଆମର ଯେତେକ ବୁଦ୍ଧି ଓ ଜ୍ଞାନ ବର୍ଦ୍ଧକ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର।