June 26, 2025

Odia Express

Here, There and Everywhere

ଟାଙ୍କି ଭିତରକୁ ନ ପସି ଟାଙ୍କି ସଫା କରିବାର ଗୋଟେ ରାମବାଣ ଉପାୟ – ନିଶ୍ଚୟ ଜାଣିରଖନ୍ତୁ ..

1 min read

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି ଆପଣଙ୍କୁ କହିବାକୁ ଯାଉଛୁକି ଆମେ ଆମ ଘରେ ଥିବା ପ୍ଲାଷ୍ଟିକ ପାଣି ଟାଙ୍କିକୁ କିପରି ସଫା କରିବା ସେ ବିଷୟରେ ଆମେ ଜାଣିବା।ପାଣି ଟାଙ୍କିର ସଫା ବର୍ଷା ୠତୁରେ ଅତ୍ୟନ୍ତ ଆଵଶ୍ୟକ ହୋଇଥାଏ କାରଣ ବର୍ଷା ଋତୁରେ ପାଣିବି ବହୁତ ଅସନା ଆସିଥାଏ ଓ ଏଥିରେ ମାଟିର ମାତ୍ରା ଅଧିକ ଥାଏ ଓ ସଂକ୍ରମଣର ଡର ବହୁତ ଅଧିକ ଥାଏ।ଆଉ ବେଳେ ବେଳେ ଟାଙ୍କିରେ ବହୁତ ଶିଉଳି ହୋଇଯାଏ।

ପାଣି ଆମ ପାଇଁ ବହୁତ ଦରକାରି ହୋଇଥାଏ ଓ ଆମ ପାଖରେବି ଏତେ ସମୟ ନଥାଏ କିଏ ଆମ ଟାଙ୍କି ଭିତରକୁ ଯାଉ ଓ ଏହାର ଭଲ ଭାବରେ ସଫା କରୁ।ଯଦି ଆପଣଙ୍କ ପାଣି ଟାଙ୍କି ପାଣିରେ ଭରି ରହିଥାଏ ଆପଣ କଣ କରିବେ ନା କିଛି ସମୟ ପରେ ଆସିବେ ଏହାକୁ ସଫା କରିବେ ଯାହା ଦ୍ୱାରା ଏଥିରେ ଭରି ରହିଥିବା ମାଟି ଓ ଖରାପ ବାସ୍ନା ଓ ଯେତେ ପ୍ରକାରର ଶିଉଳି ମଧ୍ୟ ସଫା ହୋଇ ପାରି ନଥାଏ।ଆପଣ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ହେଲେ ୨-୩ ମାସରେ ଥରେ ଆପଣ ନିଜ ପାଣି ଟାଙ୍କିକୁ ସଫା କରି ପାରିବେ।

ଆମକୁ ନେବର ଅଛି ଦୁଇଟି ପାଇପ ମାନେ ଆପଣଙ୍କ ଟାଙ୍କି ଯେତେବଡ଼ ତାଠାରୁ ଟିକେ ବଡ଼ ପାଇପ ନେବ।ତାପରେ ନେବେ ଗୋଟେ ଏଲବୋ ତାକୁ ସେ ଗୋଟେ ପାଇପ ଆଗପଟରେ ଲଗେଇ ନେବେ ଓ ଏଲବୋର ଅନ୍ୟ ପଟରେ ନେବେ ଆଉ ଏକ ପାଇପ।ତାପରେ ଯେଉଁ ପାଇପରେ ଗାଡି ଧୁଆଯାଏ ତାକୁ ନେବେ ୨-୨.୫ ମିଟରର।ତାପରେ ପାଇପ ଆଗପତ୍ରେ ଗୋଟେ ଟ୍ୟାପ ଭଳି ଲଗେଇ ନେବେ।ତାର ମୁଖ୍ୟ ଭାଗକୁ ଟାଙ୍କି ଭିତରେ ପକେଇ ନେବେ ଓ ଅନ୍ୟ ପଟକୁ ଆଣି ମାଟିରେ ସୁଏଇ ଦେଇ ସେଥିରେ ଟ୍ୟାପ ଖୋଲି ଦେବେ।

ତାପରେ ଆପଣ ଦେଖିବେ ସେ ଟାଙ୍କିରୁ ସବୁ ପାଣି ଏ ଟ୍ୟାପ ଦେଇ ବାହାରକୁ ଯିବାକୁ ଲାଗିବ।ଏ ଟ୍ୟାପ ଏତେ ସହଜରେ ଶିଉଳି ଟାଣି ପାରିବ ନାହିଁ।ଦେଖିବେ ଯେତେବେଳେ ଟାଙ୍କି ପାଣି ଅଧା ହୋଇଯିବ ଏଥିରେ ଅଳ୍ପ ଅଳ୍ପ ମାତ୍ରରେ ଶିଉଳି ଟାଣିବାକୁ ଲାଗିବ।ଏହାର ସବୁଠାରୁ ବଡ଼ ଲାଭ ହେଉଛି ଟାଙ୍କି ଭିତରେ କାହାକୁ ପଶିବାକୁ ପଡିବ ନାହିଁ।ତଳେ ବସିଥିବା ଶିଉଳି,ମାଟି,ବାଲି ସବୁ ଭଲ ଭାବରେ ବାହାରି ଜୀଵ।ଏହାକୁ ଆପଣ ଗୋଟେ ମୁଣ୍ଡ ଯେଉଁଟା ଟାଙ୍କି ଭିତରକୁ ପଡିଛି ତାକୁ ଆପଣ ଭଲ ଭବାରେ ଧୀରେ ଧୀରେ ଉପରୁ ଉପରୁ ଚଳେଇବେ ଏହାକୁ ଏକଦମ ତଳେ ଘୋଷାରିବେ ନାହିଁ।

ଏହାକୁ ଆପଣ ସକାଳ ସନ୍ଧ୍ୟା କେଲତେବେଳେ ମଧ୍ୟ କରି ପାରିବେ ଆଉ ଏହି ଉପାୟକୁ ଆପଣେଇଲା ବେଳେ ଧ୍ୟାନ ରଖିବେ କୌଣସି ପ୍ରକାରର ତରତର ହେବେ ନାହିଁ।ଆପଣ କିଛି ସମୟ ପରେ ଦେଖିବେ ତାର ତଳ ଅଂଶ ସମ୍ପୂର୍ଣ୍ଣ ଭବାରେ ଧଳା ହୋଇଯିବ ବା ସବୁକିଛି ସଫା ହୋଇଯିବ।ଆପଣ ଏହି ଉପାୟରେ ଟାଙ୍କିକୁ ବିନା ଖାଲି କରି ନିଜ ଟାଙ୍କିକୁ ସଫା କରି ପାରିବେ।ଏହା ଦ୍ୱାରା ଆପଣ ସୁସ୍ଥ ରହିବେ ଓ ନିଜ ପରିବାରକୁ ଏ ପ୍ରକାର ଖରାପ ପାଣି ପିଇ ରୋଗ ବେମାରରେ ପଡିବାରୁ ବଞ୍ଚେଇ ପାରିବେ।ଏହି ଉପାୟରେ ଆପଣ ୨-୩ ମାସରେ ଥରେ ନିଜ ଘରର ଟାଙ୍କି ସଫା କରି ପାରିବେ।

Leave a Reply

Your email address will not be published. Required fields are marked *