October 16, 2025

Odia Express

Here, There and Everywhere

ମାତ୍ର ଦିନରେ ଥରେ ଲଗେଇ ଦେଖନ୍ତୁ ଏହା ଆପଣଙ୍କ ଚେହେରାକୁ ସୁନ୍ଦର ଓ ଦାଗ ବିହୀନ କରି ଦେବ..

1 min read

ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଓ ଶିଘ୍ର କାର୍ଯ୍ୟ କରୁଥିବା ଏବଂ ପ୍ରଭାବ ଦେଖଉଥିବା ଗୋଟେ ଉପାୟ ନେଇ ଆସି ଅଛୁ।ଆପଣ ଯାହାର ବ୍ୟବହାର କରି ନିଜ ଚେହେରାକୁ ସୁନ୍ଦର,ଗୋରା ଓ ଉଜ୍ଜ୍ୱଳତା ପ୍ରଦାନ କରିପାରିବେ।ଏହି ଘରୋଇ ଉପାୟ ଏତେ କାର୍ଯ୍ୟକାରି ଅଟେ,ଏହା ଆପଣଙ୍କ ଚେହେରାରୁ କଳା ପଣ କାଢ଼ିବ,ବ୍ରଣ ଦୁର କରିବ ଓ ଆଉ ଆପଣଙ୍କ ଚେହେରାକୁ ପୋଷଣ ପ୍ରଦାନ କରିବ। ଆପଣ ଏହାର ଫଳ ନିଜ ଚେହେରାରେ ବହୁତ ଶୀଘ୍ର ଦେଖୀପାରିବେ।

ଆପଣଙ୍କ ଘରର ଆଖ ପାଖରେ ଏମିତି କିଛି ଜିନିଷ ମିଳିଥାଏ ଯାହା ଭିତରେ ବହୁତ ଦିବ୍ୟ ଗୁଣ ଭରି ରହିଥାଏ କିନ୍ତୁ ଆପଣ ସେମାନଙ୍କ ବିଷୟରେ ଭଲ ଭାବରେ ଜାଣି ନଥାନ୍ତି ଯାହାଫଳରେ ଆପଣ ତାର ଲାଭ ଉଠେଇ ପାରନ୍ତି ନାହିଁ।ଏହା ଉଭୟ ପୁଅ ଓ ଝିଅଙ୍କ ଉପରେ ଭଲ ଫଳ ଦେଖାଇଥାଏ।ଯେଉଁମାନେ ଦାମୀକିଆରୁ ଦାମୀକିଆ କ୍ରିମ ବ୍ୟବହାର କରି କରି ତାଙ୍କୁ କୌଣସି ଲାଭ ମିଳୁ ନାହିଁ ଆପଣ ଏହି ଘରୋଇ ଉପାୟ ଦ୍ୱାରା ନିଶ୍ଚିନ୍ତ ଲାଭ ବାନ ହେବେ।ଏବେ ଆସନ୍ତୁ ଜାଣିବା କି କିପରି ଆମେ ଏହି ଉପାୟର ବ୍ୟବହାର କରି ପାରିବା।

ଏହାକୁ ତିଆରି କରିବା ପୂର୍ବରୁ ଆମେ ଆପଣଙ୍କୁ ଜଣେଇ ରଖିବାକୁ ଚାହୁଁଛୁକି ଏହି ଉପାୟ ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ଅଟେ ଓ ଏହା ଭିତରେ କୌଣସି ରାସାୟନିକ ପଦାର୍ଥର ବ୍ୟବହାର କରାଯାଇ ନାହିଁ କି ଏହାର କୌଣସି ପାର୍ଶ୍ଵପ୍ରତିକ୍ରିୟା ନାହିଁ।ଏବେ ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ଉପାୟ।ଆମେ ଗୋଟେ ଗିନାରେ ଗୋଟେ ଚାମୁଚ ବେସନ କୁ ନବାର ଅଛି।ଏହି ବେସନ ବହୁତ ଲାଭ କାରୀ ଅଟେ ଓ ଏହାର ପ୍ରଭାବ ଆମ ଚେହେରା ଉପରେ ନିଶ୍ଚିନ୍ତ ଭାବରେ ଦେଖିବାକୁ ମିଳିଥାଏ।

ତାପରେ ଏ ବେସନରେ ଆପଣଙ୍କୁ ପ୍ରାୟ ଅଧା ଚାମୁଚ ଭଳି ମହୁ ମିଶେଇବାର ଅଛି।ଏହି ଘରୋଇ ଉପାୟ ଆପଣଙ୍କ ଚେହେରାରୁ ଦାଗ ଓ କଳାପଣ ବ୍ରଣ ଆଦିକୁ ସହଜରେ ଦୁର କରିଥାଏ।ତାପରେ ତୃତୀୟ ଜିନିଷ ଯାହା ଆମକୁ ନବାର ଅଛି ସେ ହେଉଛି ଲେମ୍ବୁ କାରଣ ଲେମ୍ବୁରେ ସାଇଟ୍ରିକ ଏସିଡ ଓ ଭିଟାମିନ ଭଳି ତତ୍ୱ ମିଳିଥାଏ ଯାହା ଆମ ଚେହେରାକୁ ସୁନ୍ଦର କରିଥାଏ।ଆପଣଙ୍କୁ ଏଠି ମାତ୍ର ୫-୬ ବୁନ୍ଦା ଲେମ୍ବୁ ରସକୁ ଏହା ଭିତରେ ପକେଇବାର ଅଛି।ତାପରେ ସେ ସବୁ ଜିନିଷକୁ ଗୋଟିଏ ଚାମୁଚ ସାହାଯ୍ୟରେ ଭଲ ଭାବରେ ମିଶେଇବାର ଅଛି।

ତାପରେ ଯେଉଁ ଜିନିଷ ଏଥିରେ ମିଶେଇବାର ଅଛି ସେ ହେଉଛି ଦହି,ଆପଣ ଦହିର ମାତ୍ର ଅଧା ଚାମୁଚ ସେ ମିଶ୍ରଣରେ ମିଶେଇବେ।ତାପରେ ସେ ସବୁ ଜିନିଷକୁ ଚାମୁଚ ସାହାଯ୍ୟରେ ଭଲ ଭାବରେ ମିଶେଇନେବେ।ତାପରେ ଆପଣ ମକା କୁ ଆଣି ଗୁଣ୍ଡ କରି ନେବେ ଓ ଏହାର ମାତ୍ର ଗୋଟେ ଚାମୁଚକୁ ନେବେ ସେ ମିଶ୍ରଣରେ ପକେଇ ଭଲ ଭାବରେ ଚାମୁଚ ସାହାଯ୍ୟରେ ମିଶେଇ ନେବେ।ଆପଣ ଏହାକୁ ଭଲ ଭାବରେ ମିଶେଇ ସାରିବା ପରେ ଏହାକୁ ତୁରନ୍ତ ବ୍ୟବହାର କରିବେ ନାହିଁ ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ରଖି ନେବେ।

ତାପରେ ୩୦ ମିନିଟ ପରେ ଆପଣ ଏହାକୁ ନେବେ ନିଜ ଚେହେରାରେ ଭଲ ଭାବରେ ଗୋଟେ ଲେପ ଭଳି ଏହାକୁ ଲଗେଇ ନେବେ।ଲଗେଇବା ପୂର୍ବରୁ ଆପଣ ନିଜ ଚେହେରାକୁ ଭଲ ଭାବରେ ସଫା ଓ ଥଣ୍ଡା ପାଣିରେ ଧୋଇ ନେବେ ଆଉ ତାପରେ ଆପଣ ଏ ମିଶ୍ରଣକୁ ବ୍ୟବହାର କରି ପାରିବେ।ଆପଣ ନିଜ ଚେହେରାରେ ଏହି ମିଶ୍ରଣକୁ ୩୦-୪୦ ମିନିଟ ପର୍ଯ୍ୟନ୍ତ ଲଗେଇ ରଖିବେ।ତାପରେ ଭଲ ଭାବରେ ନିଜ ମୁହଁକୁ ଧୋଇ ନେବେ ଦିନରେ ମାତ୍ର ଥରେ ଆପଣ ଏହାର ବ୍ୟବହାର କରି ପାରିବେ।ତାପରେ ଆପଣ ଦେଖିବେ ନିଜ ଚେହେରାରେ ଗୋଟେ ଅବିଶ୍ଵସନୀୟ ତେଜ ଓ ଚମକ ଆସିଯିବ।

Leave a Reply

Your email address will not be published. Required fields are marked *