June 21, 2025

Odia Express

Here, There and Everywhere

୪ ଦିନ ପିଇ ନିଅନ୍ତୁ ଓ ହାତ,ଗୋଡ଼,ଅଣ୍ଟା ବିନ୍ଧା ଓ ଅନିଦ୍ରା ସବୁ ଦୁରେଇ ଯିବ – ନିଶ୍ଚୟ ଜାଣିରଖନ୍ତୁ ଏ ବିଷୟରେ..

1 min read

ନମସ୍କାର,ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାତ୍ର ୪ ଥର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ସବୁ ପ୍ରକାର ଦୁର୍ବଳତା କମିଯିବ ଓ ଆପଣ ପୁନର୍ବାର ନିଜ ଶରୀରକୁ ସୁନ୍ଦର ଓ ବଳରେ ଭରପୁର କରି ପାରିବେ।୭୫ ବୟସରେ ଆପଣ ନିଜକୁ ୨୫ ବର୍ଷ ବୟସର ଶକ୍ତି ପୁର୍ଣ୍ଣ ଯୁବକ ଭାବରେ ପାଇ ପାରିବେ।ଏହି ପାନୀୟଟି ହେଉଛି ଦୁର୍ବଳତା,ବୃଦ୍ଧ ପଣ ଆଉ ଅନେକ ଅନେକ ରୋଗର ସମସ୍ୟାରୁ ଆପଣ ନିଜକୁ ରକ୍ଷା କରି ପାରିବେ।

ଏହି ପାନୀୟ ସେବନ ଦ୍ୱାରା ଆପଣଙ୍କ ଶରୀରରେ କେଵବି କ୍ୟାଲସିୟମର ଅଭାବ ହେବ ନାହିଁ।ଯଦି ଆପଣ ଅନିଦ୍ରାରେ ଗ୍ରସ୍ତ ବା ଆପଣଙ୍କୁ ରାତିରେ ଭଲ ଭାବରେ ନିଦ ହେଉ ନାହିଁ,ହାଡ଼ ଓ ଗଣ୍ଠି ଆଦି ମାନଙ୍କରେ ଦରଜ ହେଉଛି,ପିଠି ବିନ୍ଧା ଓ ସମ୍ପୂର୍ଣ୍ଣ ଦିନ ସୁସ୍ତି ଭରି ରହିଥାଏ,ଚୁଟି ଝଡ଼ିବାକୁ ଲାଗିଥାଏ ଆଉ ମୁହଁରେ ରିଙ୍କିଲ ଭଳି ସମସ୍ୟା ଦେଖା ଦେଇଥାଏ ଏହି ପାନୀୟକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ଭାବରେ ଶୁସ୍ଥ ଓ ବଳରେ ପରି ପୁର୍ଣ୍ଣ ହୋଇଯିବ।

ଆସନ୍ତୁ ଜାଣିବା ଆମେ କିପରି ଏହି ପାନୀୟକୁ ପ୍ରସ୍ତୁତ କରିବା,ଏହାକୁ ତିଆରି କରିବା ପାଇଁ ଆମକୁ ୪-୫ଟି ଜିନିଷ ଦରକାର।ଆସନ୍ତୁ ଜାଣିବା ପ୍ରଥମ ଜିନିଷ ଆମକୁ କଣ ଦରକାର ସେ ଜିନିଷଟି ହେଉଛି ପେସ୍ତା ବାଦାମ,କ୍ୟାଲସିୟମ ଓ ଭିନ୍ନ ପ୍ରକାରର ପୋଷକ ତତ୍ୱ ପୁର୍ଣ୍ଣ ରହିବା କାରଣରୁ ବାଦାମ ଆମ ଶରୀର ପାଇଁ ବହୁତ ଲାଭଦାଇ ହୋଇଥାଏ।ଏହା ଆମ ଆଖି ଓ ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବରେ ଶକ୍ତିରେ ଭରି ଦେଇଥାଏ।ଏଥିରେ ଥିବା କ୍ୟାଲସିୟମ,ମ୍ୟାଗ୍ନେସିୟମ,ଜୀଙ୍କ ଭଳି ତତ୍ୱ ଆମ ହାଡ଼କୁ ମଜବୁତ କରିଥାନ୍ତି।

ଆମକୁ ବାଦାମ ମାତ୍ର ୬-୭ ଟି ବାଦାମ ନେବେ,ତାପର ଜିନିଷ ଯାହା ଆମକୁ ନେବାର ଅଛି ସେ ହେଉଛି ଅଖରୋଟ।ସବୁଦିନ ଅଖରୋଟ ସେବନ କରୁଥିବା ଲୋକଙ୍କୁ ବୁଢ଼ାପଣ ଓ ତାଙ୍କ ଆଣ୍ଠୁ ଗଣ୍ଠିରେ ଦରଜ ଭଳି ସମସ୍ୟା ତାଙ୍କ ପାଖକୁ ଆସି ନଥାଏ।ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ ଆମ ହୃଦୟ ଜନିତ ସମସ୍ୟାକୁ ଠିକ କରିଥାଏ।ମାତ୍ର ୨ ଟି ଅଖରୋଟର ଗିରି ନେବା।ତାପରେ ଆମେ ନେବା ସୁଖିଲା ନଡ଼ିଆ ଏହି ନଡ଼ିଆ ଆମ ଶରୀରରୁ ଆନିମିଆ ଓ ରକ୍ତ ହିନତାକୁ କମ କରିଥାଏ।

ଅଧା ସୁଖିଲା ନଡିଆକୁ ଭଲ ଭାବରେ ଛିଡେ଼ଇ ଛୋଟ ଛୋଟ ଖଣ୍ଡ କରି ଏହାକୁ ନେବେ।ତାପରେ ଆମକୁ ନେବାର ଅଛି ମଖାନି,ଏହି ମଖାନି ଆମ ହାଡ଼,ଚୁଟି,ଚର୍ମ ପାଇଁ ବହୁତ ଲାଭ କାରୀ ହୋଇଥାଏ।ଆପଣ ଏହି ମଖାନି କୁ ଚାମୁଚ ସାହାଯ୍ୟରେ ୩ ଚାମୁଚ ମଖାନି ନେବାର ଅଛି।ଆପଣଙ୍କୁ ଶେଷ ଜିନିଷ ନବାର ଅଛି ଖସଖସ,ଏହାକୁ ବ୍ୟବହାର କରିବା ଦ୍ୱାରା ଅନିଦ୍ରତା ଓ କୋଷ୍ଟକାଠିନ୍ୟ ଭଳି ସମସ୍ୟା ଭଲ କରିଥାଏ।ଆପଣ ସେ ଖସଖସ କୁ ସେଥିରେ ବେସି ନାହିଁ ମାତ୍ର ୨ ଚାମୁଚ ମିଶେଇବାର ଅଛି।ଏହାପରେ ଏ ସବୁ ଜିନିଷକୁ ଆପଣ ଗ୍ରାଈଣ୍ଡର ସାହାଯ୍ୟରେ ଭଲ ଭାବରେ ମିଶେଇ ନେବେ।ଏହାର ପ୍ରୟୋଗ ଆମେ କ୍ଷୀର ସହିତ କରିବା।

ଏବେ ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ଉପାୟ,ଆପଣ କ୍ଷୀରକୁ ଗରମ କରିବେ ଓ ସେ କ୍ଷୀରରେ ଆପଣ ଦୁଇ ଚାମୁଚ ଏହି ଗୁଣ୍ଡ ପକେଇବେ ଓ ହାଲ୍କା ଆଞ୍ଚରେ ଏହାକୁ ଗରମ କରିବାକୁ ଲାଗିବେ।ତାପରେ ଯେତେବେଳେ କ୍ଷୀର ଗରମ ହୋଇଯିବ ଆପଣ ଗୋଟେ ଗିଲାସକୁ କାଢି ନେବେ।ମିଠା ପଣ ପାଇଁ ଆପଣ ମିଶ୍ରୀ ବ୍ୟବହାର କରି ପାରିବେ।ଆପଣ ଏହାକୁ ରାତିର ଶୋଇବାର ଅଧଘଣ୍ଟା ପୂର୍ବରୁ କରି ପାରିବେ।ଆପଣ ଏହି ଉପାୟକୁ ମାତ୍ର ୩ ଦିନ ନିୟମିତ ଓ ୨ ଦିନରେ ଥରେ ସେବନ କରନ୍ତୁ।

Leave a Reply

Your email address will not be published. Required fields are marked *