October 16, 2025

Odia Express

Here, There and Everywhere

୫ ମିନିଟରେ କିପରି ମୋତି ଭଳି ସଫା ଓ ଧଳା ଦାନ୍ତ ପାଇବା ସେଥିପାଇଁ ଏକ ଘରୋଇ ଉପାୟ..

1 min read

ନମସ୍କାର,ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା କିପରି ଆମର ଖରାପ ହୋଇଯାଇଥିବା ଓ ନଷ୍ଟ ହୋଇଯାଇଥିବା ଏହି ହଳଦିଆ ଦାନ୍ତଙ୍କୁ ଆମେ କିପରି ସଫା କରି ପାରିବ ସେ ବିଷୟରେ ଆମେ ଆଜି ଜାଣିବା।ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ନେଇ ଆସିଛୁ ଯାହା ଆପଣଙ୍କ ଅସନା ଓ ହଳଦିଆ ଦାନ୍ତକୁ ଭଲ ଭାବରେ ସଫା କରି ପାରିବେ।ମଣିଷର ଦାନ୍ତହିଁ ତାର ପ୍ରଥମ ଇଜ୍ଜତ ଓ ସବୁକିଛି ହୋଇଥାଏ।ଆମେ ସବୁ ଜାଣିଛୁ ଦାନ୍ତର ଉପର ସ୍ତରଥାଏ ଯାହାକୁ ଆମେ ଇନେମଲ କୁହାଯାଏ।

ଯେତେବେଳେ ଆମେ କିଛି ଖାଇଥାଉ ଓ ପାନ କରିଥାଉ ଆଇ ଦାନ୍ତର ସଫା ଭଲ ଭାବରେ କରି ନଥାଉ ସେତେବେଳେ ଆମ ଦାଣ୍ତ ଉପରେ ଗୋଟେ ଅସନା ସ୍ତର ବସିବାକୁ ଲାଗେ ଏହା ହଳଦିଆ ବା କଳାରଙ୍ଗର ହୋଇଥାଏ ଯାହାକୁ ଷ୍ଟିମ କୁହାଯାଏ।ଏ ଗୁଡିକ ଏତେ ଜିଦ୍ଦିଆ ହୋଇଥାନ୍ତି ଥରକରେ ଏମାନେ ସଫା ହୋଇନଥାନ୍ତି।ଆମ ହାତ ଗୋଡ଼ ମୁହଁରେ ଲାଗିଥିବା ଆବର୍ଜନାକୁ ଆମେ ଥରକେ ସଫା କରି ପାରିବ ଅକିନ୍ତୁ ଏ ସବୁ ଜିନିଷକୁ ଆମେ ଗୋଟେ ଥରରେ ସଫା କରି ପାରିବ ନାହିଁ।

ଏହି ସମସ୍ୟାରୁ ନିଜାତ ଦେବା ପାଇଁ ବା ଆପଣଙ୍କ ଦାନ୍ତରେ ଜମି ରହିଥିବା କଳାପଣ ଓ ହଳଦିଆ ପଣ ଓ ଜିଦ୍ଧି ଦାଗକୁ ଭଲ ଭାବରେ ସଫା କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ରାମବାଣ ଉପାୟ ନେଇ ଆସିଛୁ।ଯାହାକୁ ବ୍ୟହାର କରିବା ମାତ୍ରେ ଆପଣ ଲାଭ ପ୍ରଦ ହେବେ ଓ ଉଆପଣଙ୍କ ଦାନ୍ତ ହଳଦିଆ କଳାରୁ ସମ୍ପୂର୍ଣ୍ଣ ଭାବରେ ମୋତି ଭଳି ଚିକ ଚିକ କରିବ।କାରଣ ଦାନ୍ତ ଯେତେବେକେ ସଫା ରୁହେ ଆମ ଚରିତ୍ର ଉପରେ ଦାଗ ଲାଗିନଥାଏ ଓ ଲୋକ ଏହାକୁ ଦେଖିଲେ କିଛି ଏପଟ ସେପଟ ଭାବି ନଥାନ୍ତି।

ଏବେ ଆସନ୍ତୁ ଜାଣିବା ଏହାକୁ ବିବେଇବା ପାଇଁ କଣ କଣ ସାମଗ୍ରୀ ଆଵଶ୍ୟକ ବା ଆମକୁ କେଉଁ କେଉଁ ଜିନିଷର ଆଵଶ୍ୟକତା ହୋଇଥାଏ।ଆମକୁ ଦରକାର ହେବ ରସୁଣର।ଆପଣ ପ୍ରଥମେ ୬-୭ ପାଖୁଡା ରସୁଣ ନେବେ ଓ ତାପରେ ଆମକୁ ନବାର ଅଛି ଗୋଟେ ଛୁରୀ ଓ ରସୁଣ ଗୁଡିକୁ ଭଲ ଭାବରେ ଛଡେଇ ନେବା।ରସୁଣରେ ମିକୁଥିବା ଥାଇ ସଲଫୋନେଟ ଦାନ୍ତରେ ଜମା ହୋଇଥିବା ଅସନା ସ୍ତରକୁ ବହୁତ ସହଜରେ ବାହାରକୁ କାଢି ପାରନ୍ତି।ତାସହିତ ମୁହଁରୁ ଦୁର୍ଗନ୍ଧ ଆସିବା ବନ୍ଦ ହୋଇଯିବ।

ଆପଣଙ୍କୁ ନେବାର ଅଛି ରସୁଣର ୪-୫ ପାଖୁଡା ନେବା ଓ ତାକୁ ଭଲ ଭାବରେ ହେମଦସ୍ତା ସାହାଯ୍ୟରେ ଏହାକୁ ଛେଚି ନେବେ ଓ ଆପଣ ତାର ପେଷ୍ଟ ବନେଇ ନେବେ।ତାପରେ ସେ ଅଧା ଚାମୁଚ ପେଷ୍ଟକୁ ଗୋଟେ ଗିନାକୁ କାଢି ନେବେ।ତାପରେ ଆମକୁ ନେବାର ଅଛି ଟମାଟର ରସକୁ ଦାନ୍ତ ସଫା କରିବାରେ ଟମାଟର ରସ ବହୁତ ଲାଭଦାୟକ ହୋଇଥାଏ।ସେଥିରେ ଏହି ଟମାଟର ରସ ଗୋଟେ ଚାମୁଚ ସେଥିରେ ମିଶେଇ ନେବା।ତାପରେ ଆପଣ ସେଥିରେ ନେବା ଗୋଟେ ଚାମୁଚ ଦାନ୍ତ ସଫା ପେଷ୍ଟ ଗୋଟେ ବା ଅଧା ଚାମୁଚ ନେବା।ତାପରେ ଆମେ ସେଥିରେ ମିଶେଇବା ବେକିଙ୍ଗ ସୋଢ଼ା ଗୋଟେ ଚୁଟକି ନେବାର ଅଛି।

ତାପରେ ଗୋଟେ ଚାମୁଚ ସାହାଯ୍ୟରେ ସେ ସବୁକୁ ଭଲ ଭାବରେ ମିଶେଇ ନେବାର ଅଛି।ଏହି ମିଶ୍ରଣ ଆପଣଙ୍କ ଦାନ୍ତକୁ ୫ ମିନିଟରେ ଭଲ ଭାବରେ ସଫା କରି ନେବ।ଏବେ ଆସନ୍ତୁ ଜାଣିବା ଆମେ ଏହାର ବ୍ୟବହାର କିପରି କରିବା।ଆମେ ଯେକୌଣସି ଗୋଟେ ବ୍ରସ ନେବା ତାକୁ ସେ ପେଷ୍ଟ ସହିତ ଲଗେଇ ନିଜ ଦାନ୍ତକୁ ୨-୩ ମିନିଟ ପର୍ଯ୍ୟନ୍ତ ନିଜ ଦାନ୍ତକୁ ଭଲ ଭାବରେ ସଫା କରିବାକୁ ଲାଗିବା।ତାପରେ କୁଳି କରିନେବେ,ଏହାକୁ ଦିନରେ ମାତ୍ର ୨ ଥର ବ୍ୟବହାର କରିବାର ଅଛି।ତାପରେ ଆପଣ ଦେଖିବେ ଆପଣଙ୍କ ଦାନ୍ତ ଧୀରେ ଧୀରେ ସଫା ହେବାର ଲାଗିବ।

Leave a Reply

Your email address will not be published. Required fields are marked *