November 22, 2024

Odia Express

Here, There and Everywhere

ନିଜ କ୍ୟୁଟ୍ ଚେହେରା ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିବା କମେଡିଆନ୍ ଗଙ୍ଗୁ ବାଇ ହୋଇଯାଇଛନ୍ତି ଏବେ ବଡ , ଦେଖନ୍ତୁ ଫଟୋଗୁଡିକ..

କାହାକୁ ହସେଇବାର ଅଛି ତ କମେଡି ସିରିଆଲ୍ କିମ୍ବା ଶୋ ରେ ଦେଖିବା ଜରୁରୀ ହୋଇଥାଏ । ଯାହାକୁ ଦେଖିକରି କେହି ବି ହସିକରି ଖୁସି ହୋଇପାରେ , ଟିଭି ଓ ଫିଲ୍ମ ଇଣ୍ତଷ୍ଟ୍ରିରେ ଛୁଆ କାମ କରନ୍ତି । ଓ ଛୋଟ ବୟସରୁ ଯିଏ କମାଲ୍ ଦେଖାଇଥାନ୍ତି ଯିଏ କେବେ କେବେ ବଡ ବି ଦେଖାଇପାରନ୍ତି ନାହିଁ । ଏହି ଇଣ୍ତଷ୍ଟ୍ରିରେ ନିଜ କ୍ୟାରିୟର ଆରମ୍ଭ କରିଥିବା କ୍ୟୁଟ୍ ଦେଖାଯାଊଥିବା ସଲୋନି ଡେନି ଯିଏକି ଗଙ୍ଗୁ ବାଇ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି । ଏବେ ଗଙ୍ଗୁ ଭାଇ ୧୭ ବର୍ଷ ଛୋଟ ଛୁଆ ହୋଇ ନାହାନ୍ତି ବରଂ ଏବେ ୧୭ ବର୍ଷୀୟ ଯୁବତୀ ହୋଇସାରିଛନ୍ତି , ଯିଏ ଏବେ କ୍ୟାମେରାରୁ ଦୂରେଇ କରି ନିଜ ଆଠ ପଢା ପୁରା କରୁଛନ୍ତି , ନିଜ କ୍ୟୁଟନେସ୍ ଲୋକଙ୍କୁ ହୃଦୟ ଜିତିଥିବା କମେଡିଆନ୍ ଗଙ୍ଗୁ ବାଇ ଚାଲନ୍ତୁ କହିବା ଗଙ୍ଗୁ ବାଇଙ୍କ ବିଷୟରେ କିଛି କଥା ଓ କହିବୁ କେଉଁ କେଉଁ ଫିଲ୍ମରେ ସେ କାମ କରିଛନ୍ତି ।

୩ ବର୍ଷର ବୟସରୁ ନିଜ କମେଡି ରୁ ହସେଇ ହସେଇ କରି ପେଟ ଦରଜ କରିଥିବା ଗଙ୍ଗୁ ବାଇଙ୍କ ଅସଲି ନାଁ ସଲୋନି ଡେନି ଅଟେ , ସେ ନିଜର ଚୁଲବୁଲି ସ୍ୱଭାବରୁ କମେଡି ଶୋ ରେ ନିଜ ଜଲୱା ଦେଖାଉଛନ୍ତି । ଓ ଲୋକଙ୍କ ହୃଦୟରେ ଜାଗା ବନାଇପାରିଛନ୍ତି । ସେ କେବେ ବଡ ହୋଇଯାଇଛନ୍ତି ତାହା କେବେ ଜଣାପଡିନାହିଁ । ଯେଉଁ ଛୁଆଙ୍କୁ ଆମେ କ୍ୟୁଟ୍ ଦେଖିବାକୁ ପାଉ ସେମାନେ ଫିଲ୍ମ କିମ୍ବା ଶୋରେ କିଛି ସମୟରେ ବଡ ହୋଇକରି ପୁରା ବଦଳିଯାଉଛନ୍ତି । ଆମେ ଯେଉଁ ଛୁଆ କଳାକାରଙ୍କୁ ଛୁଆବେଳେ ଦେଖିଥିଲୁ ସଲୋନି ଡେନି ଏବେ ବଡ ହୋଇଯାଇଛନ୍ତି । ସବୁଠାରୁ କମ୍ ବୟସରେ ଷ୍ଟାଣ୍ତଅଫ୍ କମେଡିଆନ୍ ହୋଇସାରିଛନ୍ତି ।

ସଲୋନୀଙ୍କ ଜନ୍ମ ୧୯ ଜୁନ୍ ୨୦୦୧ କୁ ମହାରାଷ୍ଟ୍ରର ପୁଣେ ହୋଇଥିଲା , ଯେଉଁ ବୟସରେ ଛୁଆ ଠିକ୍ ରେ କହିପାରନ୍ତି ନାହିଁ ସେ କିନ୍ତୁ ଟିଭି ଡେବ୍ୟୁ କରିଥିଲେ । ମାତ୍ର ୩ ବର୍ଷରେ ବୟସରେ ସଲୋନୀ ଟିଭିରେ ନଜର ଆସିଥିଲେ , ଆପଣଙ୍କୁ କହିଦେବୁ କି କ୍ୟୁଟ୍ ଦେଖାଯାଉଥିବା ସଲୋନୀ ଡେନି ଏବେ ବହୁତ ବଡ ହୋଇସାରିଛନ୍ତି , ଓ ବହୁତ ସୁନ୍ଦର ଦେଖିବାକୁ ଲାଗିଲେଣି ।

ତାଙ୍କ ବୟସ ଏବେ ୧୭ ବର୍ଷ ହୋଇସାରିଲାଣି ଓ ନିଜ ପାଠ ପଢା ସାରିବାକୁ ଲାଗିଛନ୍ତି , ଯେଉଁଥିରୁ ତାଙ୍କୁ ବ୍ରେକ୍ ମିଳିଛି ସେ ପୁରା ହୋଇଯାଊ , ତାପରେ କ୍ୟାମେରାର ଦୁନିଆଁରେ ଫେରିଆସିବେ ଓ କିଛି ନୁଆ ଦେଖିପାରିବେ , ସଲୋନୀ ମରାଠି ସିରିଆଲ୍ସ ରେ କାମ କରିଥିଲେ , ଏହା ଛଡା ସଲୋନୀ ୨୦୦୯ ରେ ଟେଲିଭିଜନ୍ କମେଡି ଶୋ ଛୋଟେ ମିଆଁରେ ଭାଗ ନେଇଥିଲେ , ଯେଉଁଥିରେ ସେ ଜିତ୍ ହାସିଲ୍ କରିଥିଲେ , ସଲୋନୀ ଏହି ଶୋରେ କେବେ ଗଙ୍ଗୁ ବାଇ ରୋଲ୍ ନିଭାଇଥିଲେ , ଯାହା ଦର୍ଶକ ବହୁତ ପସନ୍ଦ କରିଥିଲେ ।

୨୦୦୮ ରେ ସୋନୀ ଚ୍ୟାନେଲ୍ ର କମେଡି ଶୋ କମେଡିର ମହାସଂଗ୍ରାମରେ ସଲୋନୀ ଗଙ୍ଗୁ ବାଇ ଭୁମିକାରେ ପ୍ରଥମଥର ଦେଖାଯାଇଥିଲା , ସଲୋନୀ ସାହାରୁଖ୍ ଖାନ୍ , ଅମିତାଭ ବଚ୍ଚନ ଓ ବହୁତ ପଲିଟିସିଆନ୍ ଙ୍କ ମିମିକ୍ରି କରନ୍ତି , ସେ ଅମିତାଭ ଜୀ ଓଶାହାରୁଖ୍ ଙ୍କ ମିମିକ୍ରି କରିଛନ୍ତି , ସେ ଦୁହେଁ ସଲୋନୀଙ୍କ କାମକୁ ପ୍ରଶଂସା ବି କରିଛନ୍ତି , ସଲୋନୀ ଫିଲ୍ମ ନୋ ପ୍ରୋବଲେମ୍ ରେ ଅନିଲ୍ କାପୁର ଓ ସୁସ୍ମୀତା ସେନ୍ ଙ୍କ ଝିଅ ଟୁକ୍ ଟୁକ୍ ଭୁମିକା ନିଭାଇଥିଲେ ।

Leave a Reply

Your email address will not be published. Required fields are marked *